ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ରାପର ଅଭିନବ ସିଂଙ୍କ ବିଷୟରେ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ ରାପର ଅଭିନବ ସିଂ କିଛି କଥା କହୁଛନ୍ତି । ସେ କହିଛନ୍ତି, ତାଙ୍କ ସ୍ତ୍ରୀ ଏହି ସବୁ କରିଛନ୍ତି ।
![Gg](https://news38times.com/static/c1e/client/93724/uploaded/ca8c6b7ce2ea3d8aaef455751b28c89f.jpg)
ରାପର ଅଭିନବ ସିଂଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି । ତାଙ୍କ ସ୍ତ୍ରୀ କହିଛନ୍ତି ତାଙ୍କ ସ୍ଵାମୀ ଦୁଇଜଣ ବଙ୍ଗାଳୀ ଝିଅଙ୍କ ସହିତ ହୋଟେଲରେ ଥିଲେ ଆଉ ସେ ତାଙ୍କୁ ସେଠାରେ ଧରିଥିଲେ ମଧ୍ୟ । ଏବେ ଏହିସବୁ ଅନେକ ଅଭିଯୋଗ ଆସିବା ପରେ ରାପର ଅଭିନବ ସିଂ କହିଛନ୍ତି କିଛି କଥା । ସେ କହିଛନ୍ତି, ଅଭିନେତ୍ରୀ ସୁପ୍ରିୟା ତାଙ୍କ ସ୍ତ୍ରୀଙ୍କୁ ଏହିସବୁ ବିଷୟରେ କହିଛନ୍ତି । ଆଉ ସେ ତାଙ୍କ ଫ୍ୟାମିଲି ତାଙ୍କ ସ୍ତ୍ରୀଙ୍କ ଉପରେ ପ୍ରେସର୍ ପକାଇଥିଲେ । ଆଉ ଏହାସହ ତାଙ୍କୁ ଡରାଇଥିଲେ ।
![Vg](https://news38times.com/static/c1e/client/93724/uploaded/be24fd4d37738d17dead6b93b1405549.jpg)
ତାଙ୍କ ସ୍ତ୍ରୀ ଏକ ମାସ ହେବ ତାଙ୍କ ଠାରୁ ଅଲଗା ରହୁଛନ୍ତି । ଆଉ ସୁପ୍ରିୟା ଏବଂ ତାଙ୍କ ପୁରୁଷ ବନ୍ଧୁ ଆକାଶ ତାଙ୍କ ସ୍ତ୍ରୀ ପାଖକୁ କଲ୍ କରି ସୋଦା ସୋଦି କରିଛନ୍ତି ବୋଲି ଅଭିନବ ସିଂ କହିଛନ୍ତି । ସେ ଏହାର ପ୍ରମାଣ ବି ରଖିଛନ୍ତି । ଅଭିନବ ତାଙ୍କ ସ୍ତ୍ରୀଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ କହିଥିଲେ । ଆଉ ତାଙ୍କ ସ୍ତ୍ରୀ ସବୁ ସୁନା ଗହଣା ନେଇ ତାଙ୍କ ବାପଘରକୁ ଚାଲି ଯାଇଛନ୍ତି । ଅଭିନବ ଭୁବନେଶ୍ଵରରେ ଅନେକ ସ୍ଥାନରେ ଏଭଳି ମିଟିଂ କରିଛନ୍ତି । ଆଉ ଏହି ମିଟିଂ କଥା ସବୁ ତାଙ୍କ ସ୍ତ୍ରୀ ମଧ୍ୟ ଜାଣିଥିଲେ ।
ଆଉ ଏବେ ତାଙ୍କ ନାଁରେ ଯେଉଁସବୁ ଅଭିଯୋଗ ଆସିଛି ତାହା ମିଥ୍ୟା ଅଟେ । ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ନାଁରେ ବଦନାମ କରିଛନ୍ତି । ଅଭିନବ କହିଛନ୍ତି ତାଙ୍କ ସ୍ତ୍ରୀ ଯାହା ସବୁ ଅଭିଯୋଗ ଆଣିଛନ୍ତି ମିଥ୍ୟା । ଆଉ ସେ ଆଲୋମୋନି ନେବାକୁ ଚାହିଁ ଥାଆନ୍ତି ଆଉ ସେଥିପାଇଁ ସେ ଏଭଳି କାମ କରିଛନ୍ତି । ଏହି ଯୁବକ ଜଣକ କିଛି ବି ଭୁଲ କରି ନାହାନ୍ତି । ଏବେ ତାଙ୍କ ନାଁରେ ଏହି ଅଭିଯୋଗ ତାଙ୍କ ସ୍ତ୍ରୀ ଆଣିଛନ୍ତି ଯାହା ମିଥ୍ୟା ଅଟେ । ଏବେ ଏହାକୁ ନେଇ ଏହିସବୁ ଖବର ଆସିଛି ।