Aug 3, 2024, 19:19 IST

ରାସନ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ ଦେଖନ୍ତୁ ଏହିମାନଙ୍କ ନାଁ କଟିବ ନାହିଁ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାସନ୍ କାର୍ଡକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାସନ୍ କାର୍ଡକୁ ନେଇ ଆସୁଥିବା ଖବର ଜାଣିପାରିବେ । ଏବେ ରାସନ୍ କାର୍ଡକୁ ନେଇ ସବୁ ଦଳ ପକ୍ଷରୁ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Bb
ବିଜେପି ଦଳର ନେତା ଏବେ କହିଛନ୍ତି ୧୬ ଲକ୍ଷ ରାସନ୍ କାର୍ଡଧାରୀ ମିଥ୍ୟାରେ ରାସନ୍ ପାଉଥିଲେ ତାଙ୍କର ନାଁ ରାସନ୍ କାର୍ଡରୁ କଟିଯିବା ଉଚିତ୍ । ଆଉ ଏବେ ବିଜେପି ସରକାର କହିଛନ୍ତି ଏହିସବୁର ଯାଞ୍ଚ କରାଯିବା ଉଚିତ୍ । ତଦନ୍ତ କରାଯିବା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହ ଏହି ରାସନ୍ କାର୍ଡଧାରୀଙ୍କ ନାଁରେ ନୂଆ ରାସନ୍ କାର୍ଡଧାରୀଙ୍କୁ ସ୍ଥାନ ଦିଆଯିବ । ଏହାସହ ଆଉ ଜଣେ ଦଳର ନେତ୍ରୀ କହିଛନ୍ତି ଯେଉଁ କାର୍ଡ ହେଉଛି ସେଥିରେ ଆଧାର କାର୍ଡ ଦରକାର । ଆଉ ଆଧାର କାର୍ଡ କେଉଁ ସରକାର କରୁଛନ୍ତି ।
Bh
ଏହାସହ ଆଉ ଜଣେ ନେତା ଯିଏ କି ବିରୋଧୀ ଦଳର ନେତା ସେ କହିଛନ୍ତି ୨୦ ଲକ୍ଷରୁ ଅଧିକ ଭୂତ ରାସନ୍ କାର୍ଡ ଅଛି । ଆଉ ଏବେ କହୁଛନ୍ତି ଗଣନା କରିବା । ସରକାର ଗଣନା ନକରି ଏଭଳି କେମିତି କହିପାରିଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା । ଆଉ ଏହାସହ ବିରୋଧୀ ଦଳର ନେତା ଅନେକ ପ୍ରଶ୍ନ କରିଛନ୍ତି ଆଉ ଅନେକ କଥା କହିଛନ୍ତି । ବିଜେପି ଦଳର ନେତା କହିଛନ୍ତି ରାସନ୍ କାର୍ଡରେ ଆଧାର କାର୍ଡ ସଂଯୋଗ କରାଯିବ । ଆଉ ଏହି କଥା ଶୁଣି ବିରୋଧୀ ଦଳର ନେତ୍ରୀ କହିଛନ୍ତି ଆଧାର କାର୍ଡ ସବୁ ଭୁଲ । ମୂଳରୁ ସଜାଡି ଆସନ୍ତୁ ଆଉ ଏହି କାମ କେନ୍ଦ୍ର ଆଡୁ କରି ଆସନ୍ତୁ ।
ସରକାର ଅନେକ ପ୍ରକାରର କଥା କହୁଛନ୍ତି ବୋଲି ବିରୋଧୀ ଦଳର ନେତା କହିଛନ୍ତି । ଆଧାର କାର୍ଡ ଜନସେବା କେନ୍ଦ୍ରରେ ତିଆରି କରିଲେ ଏହା ଭୂତ ବୋଲି ନେତା କହିଛନ୍ତି । ତାହେଲେ ସବୁ କାର୍ଡ ତଦନ୍ତ କରାଯାଉ । ଆଉ ତଦନ୍ତ ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ । ଆପଣମାନେ ସମସ୍ତେ ରାସନ୍ କାର୍ଡ ଆଉ ଆଧାର କାର୍ଡକୁ ନେଇ ଅନେକ ପ୍ରକାରର ତଥ୍ୟ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିଲେ । ଏବେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

Advertisement