Jun 2, 2024, 18:09 IST

ସାମ୍ନାକୁ ଆସିଲା ବଡ଼ ଖବର ଦେଖନ୍ତୁ ଏହି କାରଣ ପାଇଁ ସ୍ତ୍ରୀକୁ ଭୋଟ ବୁଥରେ ହାଣି ମା-ରିଦେଲେ ସ୍ୱାମୀ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିବା ସହିତ ଅନେକ କିଛି ବିଷୟରେ ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ବ୍ୟକ୍ତି ତାର ସ୍ତ୍ରୀକୁ ହ-ତ୍ୟା କରିଦେଇଛି । 
Vb
ଏହି ସ୍ତ୍ରୀ ଜଣଙ୍କୁ ହ-ତ୍ୟା କରିବାର କାରଣ ଜଣାପଡ଼ିଛି । ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ କାହିଁକି ହ-ତ୍ୟା କରିଲେ ଏନେଇ ଏବେ ଖବର ଆସିଛି । ଏହି ସ୍ବାମୀ ଜଣକ ଭୋଟ ମତଦାନ କେନ୍ଦ୍ରରେ ନିଜ ସ୍ତ୍ରୀକୁ ହ-ତ୍ୟା କରିଲେ । ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀକୁ ସମସ୍ତଙ୍କ ଆଗରେ ହାଣି ପକାଇଲା । ସ୍ବାମୀ ଆଉ ସ୍ତ୍ରୀଙ୍କ ଭିତରେ ଏଭଳି କଣ ହୋଇଥିଲା ଆଉ ଏହି ସ୍ବାମୀ ଜଣକ ପାଲଟିଗଲା ନୃଶଂସ । ସ୍ବାମୀ ପାଲଟିଗଲା ରାକ୍ଷସ ଆଉ ନିଜ ସ୍ତ୍ରୀକୁ ମାରି ପକାଇଲା । ସ୍ବାମୀ ଜଣକ ତାଙ୍କ ସ୍ତ୍ରୀକୁ ଚୋଟ ପରେ ଚୋଟ ପକାଇ ଚାଲିଲା । 
Hh
ଏହି ସ୍ତ୍ରୀ ଜଣକ ଭୋଟ ଦେବାକୁ ଆସିଥିଲା । ଆଉ ଏହାର ସୁଯୋଗ ନେଇ ସ୍ବାମୀ ଜଣକ ତାର ଜୀବନ ନେଇଗଲା । ସ୍ବାମୀ ଜଣକ ଏଭଳି ହାଣିଲା ଯେ ସ୍ତ୍ରୀର ମୁହଁରେ, ମୁଣ୍ଡରେ ଆଉ ଛାତିରେ ଗଭୀର ଆଘାତ ଲାଗିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ନିର୍ବାଚନ ମଣ୍ଡଳୀ କାଉପୁର ପଞ୍ଚାୟତରେ । ଏହି ମହିଳା ଜଣଙ୍କର ନାମ ହେଉଛି ରଶ୍ମିରେଖା ବେହେରା ଆଉ ଅଭିଯୁକ୍ତ ଜଣକ ହେଉଛନ୍ତି ପ୍ରଭାକର ରାଉତ । ଏହି ହ-ତ୍ୟାର କାରଣ ହେଉଛି ପ୍ରଭାକର ଆଉ ରସ୍ମିରେଖାଙ୍କ ମଧ୍ୟରେ ଦୁଇବର୍ଷ ହେବ କଳହ ଲାଗି ରହିଥିଲା ।
ରସ୍ମିରେଖା ତାଙ୍କ ବାପଘରେ ରହୁଥିଲେ । ଉଭୟଙ୍କ କଳହ ଥାନାରେ ସମାଧାନ ହୋଇଥାନ୍ତା । ଆସନ୍ତା ୫ ତାରିଖରେ ମହିଳା କମିଶନରେ ତାରିଖ ଥିଲା । ରଶ୍ମିରେଖାଙ୍କୁ ଜୀବନରୁ ମାରି ଦେବାକୁ ଚାହୁଁଥିଲା ସ୍ବାମୀ ଆଉ ଏହାପରେ ସେ ଏଭଳି କିଛି କରିଥିଲା ।
ରଶ୍ମିରେଖା ଭୋଟ ଦାନ କେନ୍ଦ୍ରକୁ ଆସିଥିବାର କୌଣସି କାରଣରୁ ଜାଣି ପାରିଥିଲା ସ୍ବାମୀ ଆଉ ଏହାପରେ ଏଗାର ସୁଯୋଗ ନେଇ ସ୍ବାମୀ ଜଣକ ସ୍ତ୍ରୀକୁ ଭୋଟ ଦାନ କେନ୍ଦ୍ରରେ ହାଣି ପକେଇଲା । ଏବେ ଏହି ଘଟଣାର ତଦନ୍ତ ପୋଲିସ କରୁଛି । ଆଉ ସ୍ବାମୀ ଜଣଙ୍କୁ ଜେରା କରୁଛି ବୋଲି ଖବର ଆସିଛି।

Advertisement