Jun 20, 2024, 18:18 IST

ହେଇପାରେ ବଡ଼ ଘୋଷଣା ଦେଖନ୍ତୁ ଆଗାମୀ ବଜେଟ ତିଆରି କରିବେ ନିଜେ ଜନ ସାଧାରଣ !! ଜାଣନ୍ତୁ ପୁରା ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିଛି କଥା କହିଛନ୍ତି । ସେ କହିଛନ୍ତି, ଏବେ ବଜେଟ ପାଇଁ ମୁଖ୍ୟମନ୍ତ୍ରୀ ଲୋଡିଲେ ସାଧାରଣ ଜନତାଙ୍କ ମତ । ଏବେ ନୂଆ ସରକାର ଆସିଛନ୍ତି ଆଉ ନୂଆ ସରକାର ଆସିଲେ ନୂଆ ବଜେଟ ବି ଆସିଥାଏ । 
Gh
ବଜେଟ ପାଇଁ ଏବେ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକମାନେ ମତାମତ ଦେବା ପାଇଁ ଜାରି ହେଲା ସ୍ଵତନ୍ତ୍ର ୱେବସାଇଟ, ଇମେଲ ଆଉ ହ୍ୱାଟସଅପ ନମ୍ବର । ବଜେଟ ପ୍ରସ୍ତୁତି ପାଇଁ ସରକାର ଅଭିନବ ପ୍ରୟାସ କରିଛନ୍ତି । ଦୀର୍ଘ ୨୪ ବର୍ଷ ପରେ ବଦଳିଛି ଓଡ଼ିଶା ସରକାର । ଓଡ଼ିଶାରେ ବିଜେଡି ଦଳ ୨୪ ବର୍ଷ ହେଲା ଶାସନ କରୁଥିଲା ଆଉ ଏବେ ବିଜେପି ଦଳ ଶାସନ କରିବ । ନିର୍ବାଚନରେ ବିଜେପି ଦଳ ବିଜେତା ହୋଇଛି । ଆଉ ଏବେ ଏକ ଅଭିନବ ପ୍ରୟାସ ଆସିଛି ।
Ggtt
ବିଜେପି ସରକାର ଶାସନକୁ ଆସିବା ପରେ ଅନେକ କିଛି ପରିବର୍ତ୍ତନ ହେଉଛି । ଆଉ ଏବେ ନୂଆ ନୂଆ କିଛି ନିୟମ ଆସିଥିବା ବେଳେ ଆଉ କିଛି ଅନେକ ଖବର ଆସୁଛି । ଗଣତନ୍ତ୍ର ଶାସନ ହେଉଛି ଲୋକମାନଙ୍କର ଆଉ ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ବାରା ଶାସନ । ଏହି ନୀତି ଉପରେ ବେଶ୍ ଫୋକସ ରଖିଛନ୍ତି ମୋହନ ସରକାର । କେଉଁ ଜିନିଷର ଦର କେତେ ରହିବ, କେଉଁ ଦର ଲୋକମାନଙ୍କୁ ସୁହାଇବ, ସାଧାରଣ ଲୋକଙ୍କର ମତାମତ ଜାଣିବାକୁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି ବିଜେପି ସରକାର । 
ସାଧାରଣ ଜନତାମାନେ ବଜେଟ ପ୍ରସ୍ତୁତି କରିବା ପ୍ରଥମ ଘଟଣା । ଲୋକମାନଙ୍କର ମତାମତକୁ ଗ୍ରହଣ କରି ବଜେଟ ତିଆରି କରିବାକୁ ନେଇ ଜାରି ହେଲା ୱେବସାଇଟ, ଇମେଲ ଏବଂ ଅନ୍ୟ କିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସହିତ ମିଶି ବଜେଟ ପ୍ରସ୍ତୁତି କରିବାକୁ କହିଛନ୍ତି । ଲୋକମାନେ ବଜେଟ ପାଇଁ ତାଙ୍କର ପରାମର୍ଶ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ସେ ସେଥିପାଇଁ ଅନେକ କିଛି ଉପାୟ ବାହାର କରିଛନ୍ତି । ୱେବସାଇଟ, ଇମେଲ ଆଦି ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓରେ ହ୍ୱାଟସଅପ୍ ନମ୍ୱର୍ ବି ଦିଆଯାଇଛି ।

Advertisement