ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ବଙ୍ଗଳାଦେଶରେ ଘଟୁଥିବା ଘଟଣା ସବୁ ଜାଣିଥିବେ । ବଙ୍ଗଳାଦେଶରେ ଏବେ ହିଂସାକାଣ୍ଡ ଚାଲିଛି । ଆଉ ଏହି ହିଂସାକାଣ୍ଡକୁ ନେଇ ଆସୁଥିବା ଖବର ଆପଣମାନେ ପାଇପାରିବେ । ଏବେ ବଙ୍ଗଳାଦେଶର ରାକ୍ଷସୀ ଭାରତରେ ଶରଣ ନେଇଥିବା ଖବର ତ ଆପଣମାନେ ସମସ୍ତେ ଜାଣିଥିବେ ।
ଏବେ ଏହାକୁ ନେଇ ଆସିଛି କିଛି ଖବର । ଭାରତରେ ଲୁଚିଛି ବଙ୍ଗଳାଦେଶୀ ରାକ୍ଷସୀ । ରାମରାଜ୍ୟରେ ବଙ୍ଗଳାଦେଶୀ ରାକ୍ଷସୀଙ୍କୁ ଆଶ୍ରୟ ମିଳିଛି । ଏହି ରାକ୍ଷସୀକୁ ଭାରତ ଲୁଚାଇଛି ଆଉ ଏହି କାରଣରୁ ବଙ୍ଗଳାଦେଶରେ ରହୁଥିବା ହିନ୍ଦୁମାନେ ଅତ୍ୟାଚାରିତ ହେଉଛନ୍ତି । ବଙ୍ଗଳାଦେଶକୁ ଆଉ କେବେ ଆସିବାକୁ ଦିଆଯିବ ନାହିଁ । ଏବେ ବଙ୍ଗଳାଦେଶରେ ସ୍ଥିତି ବିଗିଡ଼ିବାକୁ ଲାଗିଛି । ଯିଏ ବଙ୍ଗଳାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ ଏବେ ସେ ରାକ୍ଷସୀ ହୋଇ ଯାଇଛନ୍ତି । ବଙ୍ଗଳାଦେଶୀ ହସିନା ଏବେ ଭାରତରେ ଲୁଚିଛି ।
ଏବେ ସେନା ହାତକୁ ବଙ୍ଗଳାଦେଶ ଘଟଣା ଯାଇଛି । ସେନା ବାହିନୀ ଦ୍ଵାରା ଶାସନ କରାଯାଉଛି । ଆଉ ଏହାପରେ ମଧ୍ୟ ବଙ୍ଗଳାଦେଶରେ ହିନ୍ଦୁ ଆକ୍ରମଣ କମି ନାହିଁ । ଏବେ ବଙ୍ଗଳାଦେଶରେ ଛାତ୍ର ଆନ୍ଦୋଳନକୁ ସମର୍ଥ କରିଛନ୍ତି । ଜାତି କୋଟାକୁ ନେଇ ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଥିଲା । ୟୁନେସ ଛାତ୍ର ଆନ୍ଦୋଳନକୁ ସମର୍ଥ କରିଛନ୍ତି । ଏହାସହ ସେ ଅନେକ କିଛି କଥା କହିଛନ୍ତି । ସେ ଏବେ ଅନ୍ତରୀଣ ଦାୟିତ୍ଵ ବହନ କରିଛନ୍ତି । ସେ କହିଛନ୍ତି ନିଆ ଯାଇଥିବା ନିୟମକୁ କିଛି ଲୋକ ପସନ୍ଦ କରନ୍ତି।
ଆଉ କିଛି ଲୋକ ପସନ୍ଦ କରନ୍ତି ନାହିଁ । ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କରାଯାଉଥିଲା । ଆଉ ଏବେ ଏହା ବହୁତ କଷ୍ଟ ଦେଉଛି । ଭାରତୀୟ ଲୋକମାନଙ୍କୁ ଏଭଳି ବ୍ୟବହାର କରୁଥିଲେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହିନ୍ଦୁ ମାନଙ୍କର ମନ୍ଦିର, ବ୍ୟବସାୟ ସ୍ଥାନ ଏମିତିକି ଘର ମଧ୍ୟ ପୋଡ଼ି ଦେଉଥିଲେ । ଏବେ ଏହି ଘଟଣା ପରେ ହିନ୍ଦୁ ମାନଙ୍କର ଅବସ୍ଥା ବଙ୍ଗଳାଦେଶରେ ଶୋଚନୀୟ ଅଛି । ଏବେ ଏହି ଘଟଣା ଚର୍ଚ୍ଚା ହେଉଛି ।