May 27, 2024, 17:05 IST

ଘଟିଲା ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖନ୍ତୁ ୨୦୨୧ ରେ ଚାଲି ଯାଇଥିଲେ ବାପା ହେଲେ ୨୦୨୪ ରେ କେମିତି ଫେରି ଆସିଲେ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଜଣେ ବ୍ୟକ୍ତି ୨୦୨୧ ମସିହାରେ ମରି ଯାଇଥିବାର ଖବର ଆସିଥିଲା । ଆଉ ତାଙ୍କ ସ୍ତ୍ରୀ ମୁଣ୍ଡରୁ ସିନ୍ଦୁର ଲିଭାଇ ଦେଇଥିଲେ ଏବଂ ହାତରୁ ଶଙ୍ଖା କାଢି ଦେଇଥିଲେ ।
Nn
ଆଉ ତାଙ୍କର ପୁଅମାନେ ତାଙ୍କର ଶ୍ରାଦ୍ଧ ବାର୍ଷିକ ମଧ୍ୟ କରି ସାରିଥିଲେ । ଗାଁ ପାଖ ମଶାଣିରେ ସମାଧି ମଧ୍ୟ କରି ଦେଇଥିଲେ ଗାଁ ଲୋକେ । ଆଉ ଏବେ ଆସିଛି ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା । ବାପା ମରିଯାଇଥିବା ଭାବି ପୁଅମାନେ ସବୁ କାମ ସାରି ଦେଇଥିଲେ କିନ୍ତୁ
ଏବେ ତାଙ୍କ ପାଖକୁ ତାଙ୍କ ବାପା ଫେରି ଆସିଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଏବେ ଘରକୁ ଫେରି ଆସିବା ଖବର ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏହି ବ୍ୟକ୍ତି ଜଣକ ମରି ଯାଇଥିବାର ଖବର ଆସିଥିଲା । ଆଉ ଏବେ ଦେ ବଞ୍ଚିଥିବାର ଖବର ଆସିଥିଲା ।
ଆଉ ଏହି ଖବର ଆସିବା ପରେ ବିଶ୍ବାସ କରିନଥିଲେ ତାଙ୍କ ପୁଅମାନେ । ତାପରେ ଭିଡିଓ କଲ୍ କରି ବାପାଙ୍କୁ ଦେଖିଥିଲେ ଆଉ ଏହାପରେ ତାଙ୍କର ବିଶ୍ୱାସ ହୋଇଥିଲା । ଏମିତି ଘଟଣା ଆପଣମାନେ ଫିଲ୍ମ୍ ଆଦିରେ ଦେଖିଥିବେ କିନ୍ତୁ ଏଭଳି ସତ୍ୟ ଘଟଣା ଝରି ଗାଁରେ ଘଟିଛି ।
Bb
ଏହି ବୃଦ୍ଧ ଜଣଙ୍କୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ବୃଦ୍ଧ ଜଣକ ପରିବାର ଠାରୁ ଅଲଗା ହୋଇ ଏଣେତେଣେ ବୁଲୁଥିଲେ । ଆଉ ତାଙ୍କୁ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ ।
ଆଉ ପୋଲିସ ତାଙ୍କୁ ଉଦ୍ଧାର କରିବା ପରେ ତାଙ୍କର ଠିକଣା ପଚାରିଥିଲେ । ପୋଲିସ ବାବୁ ଜଣକ ତାଙ୍କ ସହିତ ଆତ୍ମୀୟତା ବଢ଼ାଇବା ପରେ ସେ ତାଙ୍କ ଠିକଣା କହିଥିଲେ । ପୋଲିସ ବାବୁ ଜଣକ ଏହି ବୃଦ୍ଧ ବ୍ୟକ୍ତିଙ୍କୁ ଭଲ ପୋଷାକ ଦେଇଥିଲେ ଆଉ ତାଙ୍କୁ ଖାଇବାକୁ ଦେଇଥିଲେ । ଧୀରେ ଧୀରେ ତାଙ୍କ ସହିତ ସେ ମିଶିଥିଲେ ।
ଏହାପରେ ଏହି ବୃଦ୍ଧ ଜଣକ ପଶ୍ଚିମବଙ୍ଗ ରାଜ୍ୟର କେଉଁ ଅଞ୍ଚଳରୁ ବୋଲି ଜଣାପଡିଥିଲା । ଏହି ବୃଦ୍ଧ ଜଣକ କାଶ୍ମୀର କାମ କରିବାକୁ ଯାଇଥିଲେ । ଆଉ ସେଠାରୁ ସେ ଆସିବା ବେଳେ ଘରକୁ ଆସିବାର ରାସ୍ତା ଭୁଲି ଯାଇଥିଲେ । ଏବେ ତାଙ୍କ ପରିବାର ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଘରକୁ ଆଣିଛନ୍ତି ।

Advertisement