ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ଦେଖିପାରିବେ ଆଳୁ ସଙ୍କଟ ବିଷୟରେ । ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଆଳୁ ପରିମାଣ କମ୍ ଥିବାରୁ ଆଳୁ ସମସ୍ୟା ସହ ଆଳୁ ଦର ଆକାଶ ଛୁଆଁ ହୋଇଯାଇଛି । ଏବେ ପୁଣି ଆଳୁ ସଙ୍କଟକୁ ନେଇ କିଛି ଖବର ଆସିଛି ।
ଏବେ ଆଳୁ ଦର କମିବ ବୋଲି ଖବର ଆସିଛି । ଆପଣମାନେ ସମସ୍ତେ ଏବେ ଜାଣିପାରିବେ କି କମିବାକୁ ଯାଉଛି ଆଳୁ ଦର । ଏବେ ପଶ୍ଚିମବଙ୍ଗରୁ ଆଳୁ ଆସିବ ବୋଲି ଜଣାପଡିଛି । ନରମିଲେ ଦିଦି କମିବ ଆଳୁ ଦର ବୋଲି କଥା ଆସୁଛି । ଏକାଥରକେ ଅନେକ ଗାଡ଼ି ଆସିବ ଓଡ଼ିଶାକୁ । ଆଉ ଏହି ଗାଡ଼ିରେ ଭର୍ତ୍ତି ହୋଇଥିବ ଆଳୁ । ଏବେ ଏହି ଖବର ଆସିବା ପରେ ଖାଉଟି ଖୁସି ହେବେ ଆଉ ସେଥିପାଇଁ ଏବେ ବ୍ୟବସ୍ଥା ଚାଲିଛି । ଏହି ମାସରେ ଆଳୁ ଦର କମିବ ବୋଲି ଆସିଛି ଖବର ।
ଏବେ ଆଳୁ ପଶ୍ଚିମବଙ୍ଗରୁ ବାହାରି ବିହାର ଏବଂ ଝାଡ଼ଖଣ୍ଡ ଦେଇ ଓଡ଼ିଶା ଆସୁଛି । ଆଉ ଏଥିପାଇଁ ଅନେକ ପଚାଶଢ଼ା ଆଳୁ ଓଡ଼ିଶା ଆସୁଛି । ସେଠାରୁ ଆଳୁ କମ୍ ଦରରେ ମିଳୁଥିବା ବେଳେ ଯୋଗାଣ ଦର, ଏବଂ ପରିବହନ ଖର୍ଚ୍ଚ ପାଇଁ ଏବେ ଏହା ଚଢ଼ା ଦରରେ ବିକ୍ରୀ ହେଉଛି । ଗତକାଲି ପଶ୍ଚିମବଙ୍ଗ ଯୋଗାଣ ମନ୍ତ୍ରୀ, ବିଭାଗୀୟ ଅଧିକାରୀ ଏବଂ ବ୍ୟବସାୟୀ ସଂଘର ଆଲୋଚନା ହୋଇଛି । ଯାହାଦ୍ଵାରା ଖୁବ୍ ଶୀଘ୍ର ଆଳୁ ଓଡ଼ିଶା ଆସିବ ବୋଲି ଜଣାପଡିଛି । ଓଡ଼ିଶାକୁ ଆସିଲେ ଆଳୁ ଦର କମିବ ବୋଲି ଖବର ଆସିଛି ।
ଗତକାଲି ମିଟିଂ ଥିଲା । ଆଉ ସେଠାରେ ଏହି ଆଳୁ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା ଆଉ କିଛିଦିନ ପରେ ଆଳୁ ମାର୍କେଟକୁ ଆସିବ ଆଉ ଏହା କମ୍ ଦରରେ ମିଳିବ । ଆଳୁ ଦର ପାଇଁ ଆଳୁ ଏବେ ଲୋକମାନଙ୍କୁ କନ୍ଦାଉଛି । ଆଳୁ ଦର ଆକାଶ ଛୁଆଁ ହୋଇଥିବା ବେଳେ ଆଳୁ ମାର୍କେଟରେ ମିଳିବା ବହୁତ କମ୍ ହୋଇଥିବା ବେଳେ ଏବେ ଆଳୁ ସମସ୍ୟା ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଏବେ ଆଳୁ ସମସ୍ୟା ସମାଧାନ ହୋଇଯିବା ବୋଲି ସୂଚନା ମିଳିଛି । ଏବେ ଏହି ଖବର ପରେ କେବେ ଆଳୁ ଦର କମୁଛି ତାକୁ ହିଁ ଅପେକ୍ଷା ।