Jul 8, 2024, 15:39 IST

୩ଇଞ୍ଚ ଦିଆସିଲି କାଠିରେ ନନ୍ଦିଘୋଷ ରଥ ଦେଖନ୍ତୁ ଏହି ସୁନ୍ଦର୍ ଦୃଶ୍ୟ ସମସ୍ତେ ଦେଖି ହେଉଛନ୍ତି ଆଶ୍ଚର୍ଯ୍ୟ

Gy

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ନିଆରା କିଛି ଦେଖିପାରିବେ । ଆପଣମାନେ ସମସ୍ତେ ପବିତ୍ର ରଥଯାତ୍ରା ପାଳନକୁ ନେଇ ଓଡ଼ିଶାବାସୀ କେତେ ଖୁସି ଥାଆନ୍ତି ତାହା ତ ଜାଣିଥିବେ । ଓଡ଼ିଶାବାସୀ ବହୁତ ଖୁସି ହୋଇଥାନ୍ତି ପବିତ୍ର ରଥଯାତ୍ରା ପାଇଁ । ଆଜି ଜଣେ ବ୍ୟକ୍ତି ତାଙ୍କ ପାଖରେ ଥିବା କଳା ପ୍ରଦର୍ଶନ କରିଛନ୍ତି ।
Gh
ପବିତ୍ର ଘୋଷଯାତ୍ରା ଅବସରରେ ପରପଲ୍ଲିରେ ଆନନ୍ଦମୟ ପରିବେଶ । ଏହି ଘୋଷଯାତ୍ରା ପାଇଁ ସମସ୍ତେ ଛୋଟ ହେଉ କି ବଡ ରଥ ନିର୍ମାଣ କରିଥାନ୍ତି । ବ୍ରହ୍ମପୁର ବିଜପୁର ଅଞ୍ଚଳର ବାଲ୍କୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ଆଜି ତାଙ୍କ କଳା ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ କଳା ପାଇଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ଆଜି ସେ ଏକ ରଥ ନିର୍ମାଣ କରିଛନ୍ତି ତାହା ପୁଣି ଦିଆସିଲି କାଠିରେ । ଦିଆସିଲି କାଠିରେ ଏକ ସୁନ୍ଦର ରଥ ସେ ନିର୍ମାଣ କରିଛନ୍ତି । ସେ ଭଗବାନଙ୍କ ପାଇଁ ପ୍ରତିବର୍ଷ ରଥ ନିର୍ମାଣ କରିଥାନ୍ତି ।
Gg
ସେ ବିଭିନ୍ନ ସାମଗ୍ରୀରେ ରଥ ନିର୍ମାଣ କରିବାକୁ ଚେଷ୍ଟା କରିଛନ୍ତି । ଆଉ ଏବେ ସେ ଦିଆସିଲି କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ଯାହାର ଉଚ୍ଚତା ୩ ଇଞ୍ଚ । ଆଉ ଓସାର ୨ ଇଞ୍ଚ ରହିଛି । ଏହା ଅବିକଳ ନନ୍ଦିଘୋଷ ରଥ ଭଳି ହୋଇଛି । ଏହି ରଥର ମଧ୍ୟ ୧୬ଟି ଚକ ଅଛି । ଆଉ ଚାରୋଟି ଘୋଡ଼ା ମଧ୍ୟ ଅଛି । ସାରଥୀ ମଧ୍ୟ ଅଛନ୍ତି ଆଉ ଏହାସହ ପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ ଅଛନ୍ତି । ଏହା କରିବାକୁ ତାଙ୍କୁ ଗୋଟିଏ ଦିନ ଲାଗିଥିଲା । ପ୍ରଭୁଙ୍କ ଆର୍ଶୀବାଦ ଯୋଗୁଁ ସେ ଏଭଳି କାମ କରି ପାରିଛନ୍ତି ବୋଲି କହିଛନ୍ତି । 
ସେ କଳା କୃତି ମାଧ୍ୟମରେ ଅନେକ ଆୱାର୍ଡ଼ ପାଇଛନ୍ତି । ସେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଅନେକ ପ୍ରଶଂସା ପାଇଛନ୍ତି । ସେ ପବିତ୍ର ରଥଯାତ୍ରା ଆସିଲେ ଅନେକ କିଛି କରିଥାନ୍ତି । ସେ ଏଭଳି ଅନେକ କାମ କରି ଅନେକ ପ୍ରଶଂସା ପାଇଛନ୍ତି । ଓଡ଼ିଶାବାସୀ ସବୁବେଳେ ପବିତ୍ର ରଥଯାତ୍ରା ପାଇଁ ଚାହିଁ ରହିଥାନ୍ତି । ନନ୍ଦିଘୋଷ ରଥ ଭଳି ସମ୍ପୂର୍ଣ୍ଣ ଅବିକଳ ଭାବରେ ଏହି ରଥ ସେ ନିର୍ମାଣ କରିଛନ୍ତି । ଏବେ ଏହି ରଥକୁ ନେଇ ପ୍ରଶଂସା ହେଉଛି । ଏହି ବ୍ୟକ୍ତି ଜଣକ ଏବେ ଏହିସବୁକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏବେ ଏହାକୁ ନେଇ ଅନେକ କଥା ଆସୁଛି ।

Advertisement