Jun 8, 2024, 16:56 IST

ଓଡିଶା ପାଇଁ ମୋଦୀ କଲେ ବଡ଼ ଘୋଷଣା ଦେଖନ୍ତୁ ଆଗକୁ ଓଡ଼ିଶା ରାଜ୍ୟ ପାଇଁ କରିବାକୁ ଯାଉଛନ୍ତି କିଛି ଏମିତି କାମ

Tt

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ରାଜନୀତିକୁ ନେଇ ଆସିଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଆସୁଥିବା ଖବର ଜାଣି ପାରୁଛନ୍ତି । ଏବେ ତାଙ୍କୁ ନେଇ କିଛି ଖବର ଆସିଛି । ସେ ଓଡ଼ିଶାରେ ଏବେ ଶାସନ କରିବେ । ଲୋକତନ୍ତ୍ର ପାଇଁ ବହୁମତ ଆବଶ୍ୟକ ଅଟେ । ଭାରତର ରାଜନୀତିର ଇତିହାସ କଥା ସେ କହିଛନ୍ତି । 
Gh
ବିଜେପି ଦଳ ଏବେ ଶାସନ ଭାର ସମ୍ଭାଳିଛି । ଏବେ ବିଜେପି ଦଳ ବିଜୟ ଲାଭ କରିଛି ଆଉ ଏହି ସରକାର ଚଳାଇବା ପାଇଁ ଲୋକତନ୍ତ୍ର ଦରକାର କିନ୍ତୁ ଦେଶ ଚଳାଇବା ପାଇଁ ସାର୍ବଭୌମ ଆବଶ୍ୟକ । ଦେଶବାସୀ ତାଙ୍କୁ ଅନେକ ବହୁମତ ଦେଇ ଦେଶକୁ ଆଗକୁ ବଢିବା ପାଇଁ ବାଛିଛନ୍ତି ଆଉ ଏହା ସେ ନିଶ୍ଚୟ କରିବେ ବୋଲି କହିଛନ୍ତି । ସେ ସମସ୍ତଙ୍କୁ ଏହି କଥା କହିଛନ୍ତି । ଏନଡିଏକୁ ନେଇ ମଧ୍ୟ ସେ ଅନେକ କଥା କହିଛନ୍ତି । ସେ ଅନେକ କିଛି ଦେଶର ବିକାଶ କରିବେ ବୋଲି କହିଛନ୍ତି । ଗୋଟିଏ ସମୟରେ ଦେଶ ପଛରେ ଥିଲା ।
Bh
ଏବେ ଦେଶ ବହୁତ ଆଗରେ ଅଛି । ଆଉ ସେ ସଦନରେ ବସି ଦେଶ ପାଇଁ କାମ କରୁଛନ୍ତି । ଆମ ଦେଶ ପାଇଁ ସେ ବିକାଶ କରିବେ । ଲୋକମାନଙ୍କ ପାଇଁ ସେ ସବୁକିଛି କରିବେ । ଭାରତର ସବୁ ସ୍ବପ୍ନ ସେ ପୂରଣ କରିବେ । କେରଳରେ ଲୋକଙ୍କର ସେ ବିକାଶ କରିବେ । କେରଳ ରାଜ୍ୟ , ଜାମୁକାଶ୍ମୀର ଆଦି ରାଜ୍ୟରେ ସେ ବିକାଶ କରିବେ । ଆଜି କେରଳରେ ତାଙ୍କର ରାଜୁତି ହେଇଥିବାରୁ ସେ ଖୁସି ଅଛନ୍ତି । ଅରୁଣାଚଳ ପ୍ରଦେଶ ଏବଂ ଅନେକ ସ୍ଥାନରେ ଏବେ ସେ ରାଜୁତି କରୁଛନ୍ତି । ଏବେ ଏହାକୁ ନେଇ ସେ ବାକୃତାରେ କହିଛନ୍ତି ।
ଏହାସହ ସେ ସବୁ ରାଜ୍ୟର କଥା କହିବା ପରେ ଓଡ଼ିଶା ରାଜ୍ୟ ବିଷୟରେ କହିଛନ୍ତି । ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଗରିବମାନଙ୍କର ଦେବତା କହିଛନ୍ତି । ଓଡ଼ିଶା ରାଜ୍ୟ ବିଷୟରେ ଅନେକ ବ ଡ କଥା ସେ କହିଛନ୍ତି । ବିକଶିତ ଦେଶ ହେବାକୁ ହେଲେ ଓଡ଼ିଶା ରାଜ୍ୟର ବିକାଶ ହେବା ଦରକାର । ଆଗାମୀ ୨୫ ବର୍ଷ ଭିତରେ ଓଡ଼ିଶାର ବିକାଶ ବହୁତ ହେବ । NDA ର ନେତା ହେବା ପରେ ନରେନ୍ଦ୍ର ମୋଦୀ ଅନେକ କଥା କହିଛନ୍ତି । ସେ ଭାରତ ଦେଶର ଅନେକ ବିକାଶ କରିବାକୁ କହିଛନ୍ତି । ଏଭଳି ଅନେକ କଥା ସେ ତାଙ୍କ ସମ୍ଭାଷଣରେ କହିଛନ୍ତି ।

Advertisement