Aug 14, 2024, 16:26 IST

ମାଡ଼ ଭୟରେ ଛାନିଆ ହେଲେଣି କଲିକତାରେ ଥିବା ସମସ୍ତ ଓଡ଼ିଆ ଦେଖନ୍ତୁ କାହିଁକି

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ବଙ୍ଗଳାଦେଶରେ ଘଟିଥିବା ଘଟଣା ସବୁ ଜାଣି ପାରୁଥିବେ । ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କୁ ଅତ୍ୟାଚାର କରାଯାଉଥିବା କଥା ସବୁବେଳେ ଆସିଥାଏ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ କୋଲକାତା ସହରରେ ଓଡ଼ିଆଙ୍କ ସହିତ ହେଉଥିବା ଅତ୍ୟାଚାର ବିଷୟରେ ଜାଣିପାରିବେ ।
Hh
ଏବେ ତ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବଢ଼ି ଯାଇଛି । ହିନ୍ଦୁମାନେ ଏବେ ଅତ୍ୟାଚାରିତ ହେଉଛନ୍ତି । ଜଣେ ବ୍ୟକ୍ତି ଚିଠି ଲେଖିଛନ୍ତି, ସେ ଚିଠିରେ ଲେଖିଛନ୍ତି, "ସାର ଓଡ଼ିଶାରେ ଏବେ କିଛି ଭିଡିଓ ଭାଇରାଲ ହେଉଛି । କିଛି ଓଡ଼ିଆ ଭାଇ ବଙ୍ଗଳାଦେଶୀ କହି କିଛି ବଙ୍ଗାଳୀଙ୍କୁ ମାରଧର କରି ତାଙ୍କୁ ଓଡ଼ିଶାରୁ ବାହାର କରି ଦେଉଛନ୍ତି । କାଲିକୁ ଯଦି କୋଲକାତାରେ ବା ତାର ଆଖପାଖ ଅଞ୍ଚଳରେ ରହୁଛନ୍ତି ତାଙ୍କୁ ଯଦି ମାରି ବଙ୍ଗଳାରୁ ବାହାର କରି ଦିଆଯିବ, ତାଙ୍କ ଉପରେ ଯଦି ମାଡ ହେବ ତାହେଲେ ତାଙ୍କ ପିଲାଛୁଆ ନେଇ ସେମାନେ କୁଆଡେ ଯିବେ ?
Gg
ଆଉ କିଛି ଆମ ଓଡ଼ିଆ ଭାଇ କହୁଛନ୍ତି ମମତା ଆଳୁ ଦେଉନାହିଁ ଆଉ ତାକୁ ମାର । ଆପଣମାନେ କିଛି କରନ୍ତୁ " । ଏହି ଚିଠିରେ ବ୍ୟକ୍ତି ଜଣକ ତାଙ୍କ କଷ୍ଟ ଲେଖିlଛନ୍ତି । ଆଉ ଏବେ ରାଜ୍ୟରେ ଅନେକ ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ଏହି ବ୍ୟକ୍ତି ଜଣକ କୋଲକାତାରେ ରହିଥିଲେ ମଧ୍ୟ ଭୟଭୀତ ହୋଇ ଅଛନ୍ତି । ଏହାସହ ଅନେକ ବଙ୍ଗଳାଦେଶୀ ଓଡ଼ିଆ ଆସିଛନ୍ତି ବୋଲି ଜଣାପଡିଛି । ଆଉ ଓଡ଼ିଶାର ଲୋକମାନେ ବଙ୍ଗଳା କହୁଥିବା ଲୋକମାନଙ୍କର ଆଧାର କାର୍ଡ ମାଗୁଛନ୍ତି ।
ଏବେ ବ୍ୟକ୍ତି ଜଣକ ଚିନ୍ତାରେ ଅଛନ୍ତି । ଆଉ ଏବେ ବ୍ୟକ୍ତି ଜଣକ ମିଡ଼ିଆ ରିପୋର୍ଟରଙ୍କୁ ଇମେଲ କରିଛନ୍ତି । ଏବେ ତାଙ୍କ କଥାକୁ ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି । ରାଜ୍ୟ ସରକାର ଏବେ କିଛି ନିଷ୍ପତ୍ତି ନେବା ଉଚିତ୍ । ଆଉ ଓଡ଼ିଆ ଭାଇମାନେ ଯେଭଳି ଏଭଳି କାମ ନ କରିବେ ସେଥିପ୍ରତି ଦୃଷ୍ଟି ଦେବା ଉଚିତ୍ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ବ୍ୟକ୍ତି ଜଣକ କରିଥିବା ଖବର ବିଷୟରେ ଆପଣମାନେ ଜାଣିପାରିଲେ । ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆ ଦ୍ଵାରା ସାମ୍ନାକୁ ଆସିଛି ।

Advertisement