Jul 11, 2024, 17:11 IST

ବର୍ବରତାର ସବୁ ସୀମା ପାର ଦେଖନ୍ତୁ ମହିଳାଙ୍କ ପେଟରେ ଛୁରୀ ଭୂଷି ଘଟାଇ ଦେଲେ କେତେବଡ ଅଘଟଣ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ସମ୍ପର୍କରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ଏବେ ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ଏହି ଘଟଣାକୁ ନେଇ ଅନେକ କିଛି ଖବର ଆସିବା ସହ ଆପଣମାନେ ଏହି ବିଷୟରେ ଜାଣିପାରିବେ ।
Gh
ମହିଳାଙ୍କ ଘରେ ପଶି ଏଭଳି କରିଲେ ଦୁର୍ବୃତ୍ତ । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ଏଭଳି ଘଟଣା ଘଟିଯିବ ବୋଲି କେହି ଜାଣି ନଥିଲେ । ଲୋକମାନେ ଜାଣିପାରିଲେ ନାହିଁ ଏହି ଘଟଣା କିଭଳି ଘଟିଗଲା । ଏବେ ଗାଁ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଛନ୍ତି । ଆଉ ସେମାନେ ଘଟଣା ସ୍ଥଳରେ ଯାହା ଦେଖିଲେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଘଟଣା ସ୍ଥଳରେ ଦେଖିବାକୁ ମିଳିଥିଲା ପେଟେଇ ପଡ଼ିଥିଲା ଛୋଟ ଛୁଆ । ଆଉ ମହିଳା ଜଣଙ୍କୁ ଛୁରା ମାଡ ହୋଇଥିଲା । 
Vv
ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କଲମପୁର ପୋଲିସ ଥାନା ଅନ୍ତର୍ଗତ ପରୁଆଗୁଡ଼ା ଗାଁରେ ଦେଖିବାକୁ ମିଳିଛି । ଏହି ଗାଁର ମହିଳା ଜଣଙ୍କୁ ଛୁରା ମାଡ ହୋଇଛି । ଛୁରା ମାଡରେ ଏହି ମହିଳା ଜଣକ ଛଟପଟ ହେଉଥିଲେ । ଏହି ଘଟଣା ଜମିବାଡ଼ିକୁ କେନ୍ଦ୍ର କରି ହୋଇଥିବା ସୂଚନା ମିଳିଛି । ଜମିବାଡ଼ି ମାମଲାକୁ ନେଇ ପଡୋଶୀ ତାଙ୍କ ପଡୋଶୀଙ୍କ ଉପରେ ଛୁରା ମାଡ କରିଥିଲେ । ଏହି ମହିଳା ଜଣକ ହେଉଛନ୍ତି କୃଷ୍ଣପ୍ରିୟା । ଏବେ ଛୁରା ମାଡ଼ରେ କୃଷ୍ଣପ୍ରିୟା କଲମପୁର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । 
ସୂଚନା ଅନୁସାରେ କୃଷ୍ଣପ୍ରିୟା ସରକାରୀ ରାସ୍ତାକୁ ଲାଗି ଘର କରିବା ସହ ରାସ୍ତା କଡ଼ରେ ଶୌଚାଳୟ ତିଆରି କରିଥିଲେ । ଏହି ଘଟଣା ହେଉଛି ଅର୍ଥାତ୍ ଏହି ଘଟଣା ଅନୁସାରେ ଏବେ ପଡୋଶୀ ଜଣଙ୍କୁ ଜେରା କରାଯିବ । ସ୍ଥାନୀୟ ଲୋକେ ଏହି ଘଟଣା ସ୍ଥଳରୁ ମହିଳା ଏବଂ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତ ଦୈତାରୀ ପଟେଲଙ୍କୁ ଗିରଫ କରିଛି । ଆଉ ତାଙ୍କ ନାଁରେ ମାମଲା ରୁଜ୍ଜୁ କରିଛି । ଏବେ ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି । ଏବେ ଏହାକୁ ନେଇ ଅନେକ ଖବର ଆସୁଛି ।

Advertisement