Oct 24, 2024, 16:55 IST

ଲ୍ୟାଣ୍ତଫଲ୍ ସ୍ଥାନରୁ ଆସିଲା ଭିଡିଓ...ଏହି ସବୁ ସ୍ଥାନରେ ହେବ ଲ୍ଯାଣ୍ଡଫଲ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗଭୀର ଅବପାତ ଏବେ ନେଇ ସାରିଛି ବାତ୍ୟା ର ରୂପ।ସମସ୍ତଙ୍କର ଫୋକସ୍ ଏବେ ରହିଛି ଏହି ବାତ୍ୟା ଉପରେ। ଆସନ୍ତା କାଲି ମଧ୍ୟ ଭୀଷଣ ବାତ୍ୟା ର ରୂପ ନେବା ପରେ ହିଁ ଏହା ତାଣ୍ଡବ ରଚିବ। ଏବେ ଏହି ବାତ୍ୟାକୁ ନେଇ ସମସ୍ତେ ଖୁବ୍ ଭୟଭୀତ ହୋଇ ମଧ୍ୟ ରହିଛନ୍ତି। ବର୍ତ୍ତମାନ ସମୟରେ ଏହି ଘଟଣା ପୂରା ଓଡିଶାରେ ହିଁ ଚହଳ ସୃଷ୍ଟି କରିଛି। ଯାହାକି ବର୍ତ୍ତମାନ ଲୋକ ମାନଙ୍କୁ ଡରାଉଛି।
Hb
ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଏବେ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ହୋଇ ରହିଛନ୍ତି। କେତେକ ଲୋକ ମାନଙ୍କୁ ମଧ୍ୟ ସରକାରଙ୍କ ଦ୍ବାରା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସାରିଛି। ଗ-ର୍ଭ-ବ-ତୀ ମହିଳା ମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନରେ ରଖା ଯାଇଛି। ଏନଡିଆରଏଫ୍ ଟିମ ସହ ଓଡ୍ରାଫ ଟିମ୍ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥି ସହ ଲୋକ ମାନଙ୍କୁ ମଧ୍ୟ ବାତ୍ୟା ଆଶ୍ରୟସ୍ଥଳ କୁ ସ୍ଥାନାନ୍ତରିତ କରାଯାଇଛି।
Bb
ଯେମିତି କାହାର କୌଣସି ପ୍ରକାରର କ୍ଷତି ହେବ ନାହିଁ ସେଥିପାଇଁ ମଧ୍ୟ ସରକାର ଦୃଷ୍ଟି ରଖିଛନ୍ତି। ଆଗରୁ ନବୀନ ସରକାର ବାତ୍ୟାର ମୁକାବିଲା ବେଶ ଭଲ ଭାବରେ କରି ଆସୁଥିଲେ।ମାତ୍ର ଏହା ପ୍ରଥମ ଥର ପାଇଁ ହେବ କି ମୋହନ୍ ସରକାର ଏହି ବାତ୍ୟା ର ମୁକାବିଲା କରିବେ। ଗଛ ସବୁ କାଟିବା ପାଇଁ ମଧ୍ୟ ବଡ଼ ବଡ କଟର ମେସିନ ସବୁ ଆସି ସାରିଛି ଏବେ ତାହାରି ସାହାଯ୍ୟରେ ହିଁ ଗଛ ସବୁ କଟା ଯିବ।
ସବୁ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିବା ବେଳେ ସେମାନେ ଏହା ନଜର ରଖୁଛନ୍ତି କି କାହାର ଯେମିତି କୌଣସି ପ୍ରକାରର କ୍ଷତି ନହେଉ। ଏବେ ସରକାର୍ ଲୋକ ମାନଙ୍କୁ ଭୟଭୀତ ହେବା ବଦଳରେ ନିଜ କଚା ଘର ଛାଡ଼ି ଜରୁରୀ ଜିନିଷ ପତ୍ର ନେଇ ସୁରକ୍ଷିତ ସ୍ଥାନକୁ ଚାଲି ଯିବାକୁ କହିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ମଧ୍ୟ ହେଉଛି ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement