Updated: May 29, 2024, 16:39 IST

ଓଡ଼ିଶାରେ ଆସିବ କେଉଁ ଦଳ ଦେଖନ୍ତୁ ମୁଁହ ଖୋଲିଲେ ଅକ୍ଷୟ ସାହୁ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
ଆପଣମାନେ ଓଡ଼ିଶାରେ କିଏ ରାଜୁତି କରିବେ ସେହି ବିଷୟରେ ଜାଣିବା ପାଇଁ ଅନେକ କଥା ଭାବୁଛନ୍ତି । ଓଡ଼ିଶାରେ ବିଜେପି ବା ବିଜେଡି ସରକାର ଭିତରୁ କିଏ ଜିତିବ ତାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି କଥାକୁ ନେଇ ଅକ୍ଷୟ ସାହୁ କିଛି କଥା କହିଛନ୍ତି ।
Bb
ସେ କହିଛନ୍ତି, ଓଡ଼ିଶାରେ ବାସ କରୁଥିବା ସମସ୍ତ ଲୋକମାନଙ୍କର ଏବେ ମନରେ ଅନେକ ଭାବନା ଆସୁଛି କି ଏଥର ଓଡ଼ିଶାରେ କିଏ ଜିତିବ କାହାର ପଲା ଭାରି ଅଛି । ଏହି ଥର ଓଡ଼ିଶାରେ ରୋଚକ ଭାବରେ ନିର୍ବାଚନ ହୋଇଛି ।
ଦୀର୍ଘ ୨୬ ବର୍ଷ ଭିତରେ ଓଡ଼ିଶାରେ ଏଭଳି ନିର୍ବାଚନ ହୋଇଛି । ଏବେ ଦୁଇଟି ଦଳ ଭିତରେ ଭୀଷଣ ପ୍ରତିଯୋଗିତା ହେଉଛି । ବିଜେଡି ଏକ ବଡ ଦ୍ରୁମ ଭଳି ଛିଡ଼ା ହୋଇଛି । ତାକୁ ଦୋହଲାଇବା ସତରେ ବହୁତ କଷ୍ଟ । ଆଉ ଏବେ ଏହାକୁ ବିଜେପି ହଟାଇବ ବୋଲି ଭାବିଛି ।
Hh
କିନ୍ତୁ ଏହା ହେବ କି ନାହିଁ ଏହା ସମୟ କହିବ । ଏବେ ଯେଉଁ ଶାସନ ହେଉଛି ତାହା ନବୀନ ପଟ୍ଟନାୟକ ଆଉ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ହେଉଛି । ନରେନ୍ଦ୍ର ମୋଦୀ ବାରମ୍ବାର ଓଡ଼ିଶାକୁ ଆସିବା ଆଉ ଓଡ଼ିଶାର ଅସ୍ମିତାକୁ ପ୍ରକାଶ କରିବା ଆଉ ଅନେକ ପ୍ରସଙ୍ଗ ଉଠାଇବା ଯାହାକି ଅନେକ କଥା ସୃଷ୍ଟି କରୁଛି । କିଛି ଲୋକ ଏବେ ବିଜେପି ଆଡ଼କୁ ହୋଇଛନ୍ତି ।
ଆଉ ନବୀନ ସରକାର ଅନେକ କିଛି ଯୋଜନା ବାହାର କରିଛନ୍ତି । ନିର୍ବାଚନ ପାଇଁ ଅନେକ ଯୋଜନା କରିଛି ବିଜେପି ।ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଅନେକ କଥା ଆସିଥାଏ । ଅକ୍ଷୟ ସାହୁ ଅପରାଜିତା ଷଡ଼ଙ୍ଗୀଙ୍କୁ କଣ ଆଉ କେମିତି ସବୁ କରୁଛନ୍ତି ଏନେଇ ଅନେକ କଥା କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଗୋଟିଏ ବି କାରଖାନା ନାହିଁ ।
ଆଉ ଏଭଳି ଅନେକ ଅଞ୍ଚଳରେ ମଧ୍ୟ କାରଖାନା ନାହିଁ । ଆଉ ଏହା ଆମ ଓଡ଼ିଶାର ଉନ୍ନତି ନୁହେଁ । ଓଡ଼ିଶାର ଅନେକ ଲୋକ ଓଡ଼ିଶା ଛାଡ଼ି ବାହାରକୁ କାମ କରିବାକୁ ଯାଇଥାଆନ୍ତି । ଆଉ ସେମାନେ ବାହାରେ କାମ କରି ରୋଜଗାର କରୁଛନ୍ତି । ଆଉ ଏହା ଠିକ୍ ନୁହେଁ । ଏଭଳି ଅନେକ ପ୍ରସଙ୍ଗ ବିଷୟରେ ସେ କହିଛନ୍ତି ।

Advertisement