Sep 6, 2024, 15:23 IST

କେମିତି ହୁଏ ଗଳା କ୍ୟା-ନ୍ସ-ର ଜାଣନ୍ତୁ ଏହାର ମୁଖ୍ୟ କାରଣ ଏବଂ ଲକ୍ଷଣ ଡାକ୍ତରଙ୍କ ଠାରୁ

Fc

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଦେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଗଳା କର୍କଟ ବିଷୟରେ ଆସିଥିବା ଖବର ଜାଣିପାରିବେ । ଗଳା କର୍କଟ ହେଉଛି ଭାରତର ବର୍ତ୍ତମାନ ଏକ ପ୍ରଧାନ ସମସ୍ୟା । 
Ff
ଏହାର କାରଣ ହେଉଛି ଲୋକମାନଙ୍କର ସଚେତନତାର ଅଭାବ । ଲୋକମାନଙ୍କ ଭିତରେ ସଚେତନତା ନାହିଁ । କାହାର ଅଧିକ ଥଣ୍ଡା କାଶ ଅଧିକ ଦିନ ହେଲେ ଏହାକୁ ସିଏ ହାଲୁକା ଭାବରେ ନେଇଥାଏ। କିଏ ଔଷଧ ଖାଇଥାଏ ତ ଆଉ କିଏ କଣ କରିଥାଏ କିନ୍ତୁ ଏହାର ଏକ ଗୁଢ଼ କାରଣ ରହିଥାଏ । ଯେଉଁମାନଙ୍କର କୁ ଅଭ୍ୟାସ ଥାଏ । ଯେଉଁମାନେ ଧୁମ୍ରପାନ ସେବନ କରିଥାନ୍ତି ଆଉ ସେମାନଙ୍କର ଏଭଳି ତଣ୍ଟି ଦରଜ ହେବା ବା କାଶ ହେବ ତାହେଲେ ସେ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । 
Fd
ଭାରତୀୟ ଲୋକଙ୍କ ଠାରେ ଗଳା କର୍କଟ ଅଧିକ ଦେଖାଯାଇଥାଏ । ଯୁବ ଅବସ୍ଥାରେ ଥିବା ଲୋକଙ୍କ ଠାରେ ଏହି ରୋଗ ଅଧିକ ଦେଖାଯାଉଛି । ଗଳା କର୍କଟର କାରଣ ହେଉଛି ଧୁମ୍ରପାନ ଆଦିର ବ୍ୟବହାର । ଏହାର ଲକ୍ଷଣ ହେଉଛି ଖାଦ୍ୟ ସହଜରେ ଯିଏ ଢ଼ୋକି ପାରୁଥିଲା ସେ ଖାଦ୍ୟ ଢୋକିବାରେ ସମସ୍ୟା ଦେଖାଯିବ । ଭାତ ଆଦି ଖାଇବାରେ କଷ୍ଟ ହୋଇଥାଏ ଆଉ ପରେ ଏହା ପାଣି ପିଇବାରେ ମଧ୍ୟ କଷ୍ଟ ହୋଇଥାଏ । ଏହିସବୁ ଜିନିଷ ଜଣଙ୍କ ଠାରେ ଦେଖାଗଲେ ଏହାର ଟ୍ରିଟମେଣ୍ଟ କରିବା ଉଚିତ୍ । 
ଏହା ଧୀରେ ଧୀରେ ହୋଇଥାଏ । ଯେତେବେଳେ ଏହି ରୋଗ ଜଣାପଡ଼ିଥାଏ ସେତେବେଳେ ଏହି ରୋଗର ଚିକିତ୍ସା କରିବାରେ ବିଳମ୍ବ ହୋଇ ଯାଇଥାଏ । ଆଉ ଏହି ରୋଗ ଭଲ ହୋଇନଥାଏ । ସେତେବେଳେ ଏହା ଅସ୍ତ୍ରୋପଚାର କରିବାକୁ ହୋଇଥାଏ । ଯଦି କୌଣସି ଜିନିଷର ସମସ୍ୟା ଦେଖାଯାଇଥାଏ ତାହେଲେ ଉପଯୁକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଏହାର ସମାଧାନ କରିବା ଉଚିତ୍ । ଏହା ପ୍ରଥମରୁ ଡାକ୍ତରଙ୍କୁ ଦେଖାଇଲେ ଏହା ଜଲଦି ସମାଧାନ ହୋଇଥାଏ ଆଉ ରୋଗୀ ୮୦ ପ୍ରତିଶତ ବଞ୍ଚି ଯାଇଥାଏ ।

Advertisement