Oct 29, 2024, 15:13 IST

କୁନି ଝିଅ କୁ ବାରମ୍ବାର ଧ-ର୍ଷ-ଣ... ସାଇକୋ ଯୁବକ କୁ ଧରିଲା ପୋଲିସ..

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର, ଦେଶ, ବିଦେଶ ଏବଂ ସବୁ ଅଞ୍ଚଳର ଖବର ପାଇ ପାରୁଛନ୍ତି । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଅନେକ ଖବର ଆସୁଛି । ଲୋକମାନେ ଏଭଳି ସବୁ କାମ କରିବା ପୂର୍ବରୁ ଭାବିବା ଉଚିତ ଏହି କାମ ଭୁଲ ଅଟେ । ଏହି ବ୍ୟକ୍ତି ଜଣକ ଏତେ ନୃଶଂସ ହୋଇଗଲେ କେମିତି । ଏହି ଘଟଣା ଆସିଛି ଯାଜପୁର ଜିଲ୍ଲାରୁ । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏହି ଘଟଣା ଘଟିଛି । 
Hb
ବରୀ ଅଞ୍ଚଳରେ ଜଣେ ବ୍ୟକ୍ତି ଯାହାଙ୍କ ବୟସ ହେଉଛି ୫୫ ବର୍ଷ । ଏହି ୫୫ ବର୍ଷୀୟ ବ୍ୟକ୍ତି ଜଣକ ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ଏହି ବ୍ୟକ୍ତି ଜଣକ ନିଜର ଯୌ-ନ ଭୋକ ମେଣ୍ଟାଇବା ପାଇଁ ଜଣେ ନାବାଳିକା ସହିତ ଦୁ-ଷ୍କ-ର୍ମ କରିଲେ । ନିଜର ମାନବିକତା ସେ ଭୁଲି ଯାଇଛନ୍ତି । ଏହି ବ୍ୟକ୍ତି ଜଣକ ୮ ବର୍ଷର ନାବାଳିକା ଝିଅ ସହିତ ଏଭଳି ନିର୍ଲଜ୍ଜ କାମ କରିଛନ୍ତି । ଯୌ-ନ ପିଶାଚ କାମନାରେ ଅନ୍ଧ ହୋଇ ତାର ମାନବିକତା ଭୁଲିଗଲା । ମାତ୍ର ୮ ବର୍ଷର ଝିଅ ସହିତ କରିଥିଲା ଏଭଳି କାମ ଯାହା ଯେ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।
Gg
ଏହି ବ୍ୟକ୍ତି ଜଣକର ନାମ ହେଉଛି ଅରକ୍ଷିତ । ସେ ଏଭଳି ନିର୍ଲଜ୍ଜ ଆଉ ଲଜ୍ୟାଜନକ କାମ କରି କେଉଁଆଡେ ଫେରାର ହୋଇ ଯାଇଥିଲେ । ଆଉ ଏବେ ବରୀ ପୋଲିସ ତାଙ୍କୁ ଗିରଫ କରିଛି । ବରୀ ପୋଲିସଙ୍କୁ ଏବେ ମିଳିଛି ବଡ ସଫଳତା । ଏହି ବରସ୍କ ବ୍ୟକ୍ତି ଜଣକ କାମନାରେ ଅନ୍ଧ ହୋଇ ଗୋଟେ ନାବାଳିକା ଶିଶୁ ସହିତ ଏଭଳି କାମ କରିବା ସତରେ ବହୁତ ନିନ୍ଦନୀୟ ଅଟେ । ଏହି କୁନି ଝିଅଟି ତାଙ୍କ ପଡିଶା ଘରର । ପଡିଶା ଘରର ଏହି ନାବାଳିକା ଝିଅକୁ ନେଉଳ ଦେଖାଇବାକୁ କହି ଘରକୁ ଆଣିଥିଲେ ।
ଆଉ ଏହାପରେ ତା ସହ ଏଭଳି କାମ କରିଥିଲେ । ଏହାପରେ ଏହି ଘଟଣା ବିଷୟରେ କାହାକୁ କହିବାକୁ ମନା କରିଥିଲେ ଆଉ ଧମକ ବି ଦେଇଥିଲେ । ନାବାଳିକା ଜଣକ କାହାକୁ କିଛି କହି ନଥିଲେ । ତାଙ୍କର ଦେହ ଖରାପ ହେବାରୁ ତାଙ୍କୁ ମେଡ଼ିକାଲକୁ ନିଆ ଯାଇଥିଲା । ଆଉ ସେଠାରେ ଡାକ୍ତର ତାଙ୍କୁ ପଚାରିବାରୁ ସବୁ ସତ କଥା ସାମ୍ନାକୁ ଆସିଥିଲା । ଆଉ ଏହି ଘଟଣାକୁ ନେଇ ନାବାଳିକା ଜଣକର ପରିବାର ବରୀ ବ୍ଲକ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । 
ଏହି ଅଭିଯୋଗ ଆଧାରରେ ଏବେ ବରୀ ପୋଲିସ ଏହି ଦୁ-ଷ୍କ-ର୍ମକାରୀ ଅରକ୍ଷିତ ଏବଂ ତାଙ୍କୁ ଲୁଚାଇବାରେ ସାହାଯ୍ୟ କରୁଥିବା ତାଙ୍କ ପରିବାରର ଅନ୍ୟ ୧୦ ଜଣଙ୍କୁ ଗିରଫ କରାଯାଇଛି । ଏବେ ଏହି ନାବାଳିକା ଜଣକ ଏବେ କଟକ ବଡ ମେଡିକାଲରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଏହି ଦୁ-ଷ୍କ-ର୍ମକାରୀ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସମସ୍ତେ ଦାବି କରିଛନ୍ତି । ଦେଖାଯାଉ ପ୍ରଶାସନ ଏଭଳି ନିନ୍ଦନୀୟ କାମ କରିଥିବା ଦୋଷୀକୁ କଣ ଦଣ୍ଡ ଦେଉଛି?

Advertisement