Jul 16, 2024, 16:30 IST

କାହିଁକି ଅମ୍ବାନୀଙ୍କ ବାହାଘରକୁ ଆସିଲେନି ବିରାଟ ଏବଂ ଅନୁଷ୍କା ଶର୍ମା ଜାଣନ୍ତୁ ସତ

H

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ଅନେକ କିଛି ଘଟଣା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଭାରତର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ତ ଜାଣିଥିବେ । ଏହି ବ୍ୟକ୍ତି ଜନମ ହେଉଛନ୍ତି ମୁକେଶ ଅମ୍ବାନୀ । ଆଉ ଏବେ ତାଙ୍କ ପୁଅର ବିବାହ ହୋଇଥିଲା । ଏହି ଖବର ତ ସମସ୍ତେ ଜାଣିଥିବେ । ଏବେ ତାଙ୍କ ବିବାହକୁ ନେଇ କିଛି ଖବର ଆସିଛି ।
Bb
ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର ବିବାହ ହୋଇଛି । ଆଉ ଏହି ବିବାହରେ ସମସ୍ତେ ଯୋଗ ଦେଇଥିଲେ । କ୍ରିକେଟର, ଫିଲ୍ମ୍ ଷ୍ଟାର ଏବଂ ଅନ୍ୟାନ୍ୟ ବଡ ବଡ ଲୋକ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗ ଦେଇଥିଲେ । କିନ୍ତୁ ଏହି ବିବାହରେ ଯୋଗ ଦେଇନଥିଲେ ବିରାଟ ଏବଂ ରୋହିତ । ସେମାନେ ସେଠାକୁ ନ ଯିବାର କିଛି କାରଣ ରହିଛି । ଆଉ ଏହା ପଛରେ ଏକ ବଡ କାରଣ ରହିଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଡଙ୍କ ବିବାହ ହୋଇଛି ।
Vv
ତାଙ୍କର ବିବାହ ଜୁଲାଇ ୧୨ ତାରିଖରେ ବଡ ଧୁମଧାମରେ ହୋଇଥିଲା । ଏହି ବିବାହରେ ସମସ୍ତେ ଯୋଗ ଦେଇଥିବା ବେଳେ କିଛି କ୍ରିକେଟର ଯୋଗ ଦେଇନଥିଲେ । କ୍ରିକେଟର ବିରାଟ କୋହଲି ଏବଂ କ୍ରିକେଟର ରୋହିତ ଶର୍ମା ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହରେ ଯୋଗ ଦେଇନଥିଲେ । ୨୦୨୪ ମସିହାରେ ଟି ୨୦ ଟ୍ରଫି ଜିତିବା ଏବଂ ମୁମ୍ବାଇରେ ଭିକ୍ଟୀମ ପରେଡରେ ସାମିଲ ହେବା ପରେ ସେ ଲଣ୍ଡନ ଚାଲି ଯାଇଥିଲେ । ଯେଉଁଠାରେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ତାଙ୍କ ଝିଅ ସହ ସମୟ ବିତାଉଛନ୍ତି । 
ସେହିପରି କ୍ରିକେଟର ରୋହିତ ଶର୍ମା ମଧ୍ୟ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗ ଦେଇନଥିଲେ । ଆଉ ତାଙ୍କୁ ଲଣ୍ଡନରେ ଦେଖା ଯାଇଥିଲା । ସେ ମ୍ୟାଚ୍ ଖେଳିବା ପରେ ଲଣ୍ଡନ ଚାଲି ଯାଇଥିଲେ । କ୍ରିକେଟର ରୋହିତ ଶର୍ମା ଏବଂ ବିରାଟ କୋହାଲିଙ୍କ ବ୍ୟତୀତ ଅନେକ କ୍ରିକେଟର ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହରେ ଯୋଗ ଦେଇନଥିଲେ । ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୁବରାଜ ସିଂ, ହରବଚ୍ଚନ, ଏବଂ ପୂର୍ବ କ୍ରିକେଟର ରାହୁଲ ଦ୍ରାବିଡ, ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ଯୋଗ ଦେଇନଥିଲେ ।

Advertisement