ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଏବେ ଲୋକମାନଙ୍କୁ ଅନେକ ପ୍ରକାରର ରୋଗ ହେଉଛି ଆଉ ଯାହା ଆପଣମାନେ ଶୁଣି ପାରୁଥିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଡାଇବେଟିସ ରୋଗ ବିଷୟରେ କିଛି କଥା ଜାଣିପାରିବେ ।
ମକା ଏଭଳି ଏକ ଜିନିଷ ଏହାକୁ ଖାଇବାକୁ ସମସ୍ତେ ଇଚ୍ଛା କରନ୍ତି । କିନ୍ତୁ ଏବେ ଏହି ମକା ସମସ୍ତେ ଖାଇବେ କି ନାହିଁ ଏହା ଜାଣିବେ । ଡାଇବେଟିସ ହୋଇଥିବା ଲୋକମାନଙ୍କ ପାଇଁ ମକା ଖାଇବା ଭଲ ନା ଖରାପ ଏବେ ଏହାକୁ ନେଇ ଖବର ଆସିଛି । ମଧୁମେହ ଥିବା ଲୋକମାନେ ମକା ଖାଇବେ କି ନାହିଁ ଏବେ ଏହାକୁ ନେଇ ଆସିଛି କିଛି ଖବର । ବର୍ତ୍ତମାନ ମକା ଖାଇବାର ସିଜିନ ଚାଲିଛି । ଆଉ ସମସ୍ତେ ମକା ଖାଇବାର ପସନ୍ଦ କରନ୍ତି ।
ଏବେ ଲୋକମାନେ ସନ୍ଧ୍ୟା ସମୟରେ ମକା ଖାଇବାକୁ ପସନ୍ଦ କରୁଛନ୍ତି । ବାଟଘାଟରେ ମକା ସହଜରେ ମିଳି ଯାଉଛି । ମକା ସହିତ ଲୁଣ ଆଉ ଲେମ୍ବୁ ପକାଇ ଖାଇବାର ମଜା ଅଲଗା । ମକା ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ । କିନ୍ତୁ ଏବେ ପ୍ରଶ୍ନ ଆସିଛି କି ଯେଉଁମାନଙ୍କର ଡାଇବେଟିସ ଅଛି ସେମାନେ ମକା ଖାଇବା ଉଚିତ୍ କି ନୁହେଁ ? ମକାରେ କାର୍ବୋ ହାଇଡ୍ରେଡ ରହିଥାଏ । ମଧୁମେହ ବା ଡାଇବେଟିସ ଥିବା ଲୋକମାନେ ମକା ଖାଇପାରିବେ କିନ୍ତୁ କିଛି ଲିମିଟ ଅନୁସାରେ ଖାଇବା ଉଚିତ୍ ।
୧୦ ଗ୍ରାମ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଯାହାର ଡାଇବେଟିସ ଅଛି ସେ ଖାଇପାରିବେ । ଏହା ଅଧିକ ମାତ୍ରାରେ ଖାଇବା ଦ୍ବାରା ଅନେକ କ୍ଷତି ହେବ । ଏହା ଡାଇବେଟିସ ରୋଗୀଙ୍କ ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରେ । ମକା ଖାଇବା ଦ୍ବାରା ଓଜନ ମଧ୍ୟ କମିଥାଏ । ଶରୀରରେ ରକ୍ତକୁ ଠିକ୍ ପରିମାଣ କରିଥାଏ ମକା । ଆଉ ଅନେକ ରିସର୍ଚରୁ ଜଣାପଡିଛି ମକା ଖାଇଲେ ଅନେକ ରୋଗ ଭଲ ହୋଇଥାଏ । ଶରୀରରେ ଆଇରନ ଠିକ୍ ରହିଥାଏ । ମକା ଖାଇବା ଦ୍ବାରା ଅନେକ କିଛି ହେବା ସହ ଶରୀରର ଅଭାବକୁ ପୂରଣ କରିଥାଏ । ମକା ଖାଇବା ଦ୍ବାରା କ୍ୟାନସର ରୋଗ ମଧ୍ୟ ହେବ ନାହିଁ ବୋଲି ଜଣାପଡିଛି ।