Updated: Jun 22, 2024, 20:41 IST

ପ୍ରଭୁଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମାରେ କେଉଁଠାରୁ ଆସେ ୧୦୮ ଗରା ଜଳ ଜାଣନ୍ତୁ ଏହାର ପ୍ରକୃତ ସତ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଜାଣିପାରିବେ । ଆଜି ହେଉଛି ପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା । ଆଜି ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କର ଭିଡ ଲାଗିଛି । ଭକ୍ତମାନେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଚାହିଁ ବସିଥାନ୍ତି ।
Bb
ଏବେ ଦେବସ୍ନାନ ପୂର୍ଣ୍ଣିମା ବିଷୟରେ କିଛି ଖବର ଆପଣମାନେ ଜାଣିପାରିବେ । ଆଜି ମହାପ୍ରଭୁ ଜଗନ୍ନାଥ ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ । ଆଜି ଦାରୁ ଦେବତା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ହାତୀ ବେଶରେ ଦର୍ଶନ ଦେବେ । ଆଜି ପ୍ରତ୍ୟେକ୍ଷ ଭାବରେ ପ୍ରଭୁ ସ୍ନାନ ମଣ୍ଡପରେ ଗାଧୋଇବେ । ଆପଣମାନେ ଜାଣିଛନ୍ତି ୧୦୮ ଗରା ଜଳରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରା ଗାଧୋଇବେ । ଆଉ ଆପଣମାନେ ଜାଣିଛନ୍ତି କି ଏହି ଗରା ଜଳ କେଉଁଠୁ ଆସିଥାଏ । ଏହି ଜଳକୁ କେମିତି ପ୍ରସ୍ତୁତ କରାଯାଏ ଏହି ବିଷୟରେ ଜାଣନ୍ତୁ ।
Gg
ବର୍ଷରେ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଥାଏ । ଏହି ପର୍ବ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପୂର୍ବରୁ ପାଳନ କରାଯାଇଥାଏ । ଆଜି ମହାପ୍ରଭୁଙ୍କ ଜନ୍ମଦିନ ବୋଲି ମଧ୍ୟ ପାଳନ କରାଯାଇଥାଏ । ଆଜି ପ୍ରଭୁ ଜଗନ୍ନାଥ ତାଙ୍କ ଭାଇ ଆଉ ଭଉଣୀଙ୍କ ସହିତ ଗାଧୋଇବେ । ପୂର୍ବରୁ ସ୍ନାନ ମଣ୍ଡପ ନଥିଲା । ଆଉ ସେତେବେଳେ ରାଜା ଏକ କାଠର ମଞ୍ଚ ନିର୍ମାଣ କରି ପ୍ରଭୁଙ୍କୁ ଗାଧୋଇ ଦେଇଥିଲେ । ପୁରାଣ ଶାସ୍ତ୍ରରେ ଏହାକୁ ମଞ୍ଚ ସ୍ନାନ ବୋଲି ମଧ୍ଯ ଲେଖାଯାଇଛି । ଏହି ୧୦୮ ଗରା ଜଳ ସୁନା କୂଅରୁ ଅଣାଯାଇଥାଏ ।
ସୀତା ଠାକୁରାଣୀ ଏବଂ ସିଂହ ମଧ୍ୟରେ ଏହି କୂଅ ଅଛି । ଏହି କୂଅରୁ ୧୦୮ ଗରା ଅଣାଯାଇଥାଏ । ଏହାପରେ ଏହି ପାଣିକୁ ଅଭିମନ୍ତ୍ରିତ କରାଯାଇଥାଏ । ୧୩ଟି ମୌହଶଧୀ ଏଥିରେ ମିଶା ଯାଇଥାଏ । ଏହି ସବୁ ଆପଣମାନେ ଏହି ଭିଡିଓରେ ଜାଣିପାରିବେ । ଏହି ୧୦୮ ଗରା ପାଣିରୁ ୩୫ ଗରା ପ୍ରଭୁ ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ ଏବଂ ୨୨ ଗରା ସୁଭଦ୍ରା ଦେବୀଙ୍କୁ ଏବଂ ୧୮ ଗରା ସୁଦର୍ଶନଙ୍କୁ ଗାଧୋଇ ଦିଆଯାଇଥାଏ । ଏହା ବହୁତ ବଡ ପର୍ବ ବୋଲି ଜଣାପଡି ଥାଏ । ଆଜି ଦିନ ମହାପ୍ରଭୁଙ୍କ ଜନ୍ମଦିନ ଭାବରେ ପାଳନ କରାଯାଇଥାଏ ।

Advertisement