Sep 6, 2024, 17:35 IST

ଜାଣନ୍ତୁ କେଉଁ ଭାଷାରେ ଭରିବେ ସୁଭଦ୍ରା ଫର୍ମ ଆସିଲା ବଡ଼ ଅପଡେଟ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଥିବେ । ଏବେ ସୁଭଦ୍ରା ଯୋଜନାକୁ ନେଇ ସବୁବେଳେ ନୂଆ ନୂଆ ତଥ୍ୟ ଆସୁଛି । ଏବେ ସୁଭଦ୍ରା ଯୋଜନା ଫର୍ମ ଭରିବାକୁ ନେଇ ଆସିଛି କିଛି ଖବର । ଏବେ ସୁଭଦ୍ରା ଯୋଜନା ଫର୍ମ ଭରିବାକୁ ନେଇ ବଢୁଛି ଦ୍ଵନ୍ଦ । 
Bh
ଓଡ଼ିଆରେ ଭରିବେ ନା ଇଂରାଜୀରେ । ଏହାକୁ ନେଇ ଏବେ କଥା ଆସୁଛି । ଆଉ ଏହି କଥା ଅନୁସାରେ ଏବେ ଲୋକଙ୍କ ମନରେ ଅନେକ ଦ୍ଵନ୍ଦ ଆସୁଛି । କେଉଁ ଭାଷାରେ ଭରିଲେ ଆପଣଙ୍କ ଫର୍ମ ରିଜେକ୍ଟ ହେବ ନାହିଁ । ସୁଭଦ୍ରା ଯୋଜନାକୁ ନେଇ ସବୁବେଳେ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଏବେ ଲୋକମାନେ ଦ୍ବନ୍ଦରେ ପଡି ଯାଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବେ ଓଡ଼ିଆରେ ଏହି ସୁଭଦ୍ରା ଯୋଜନା ଫର୍ମ ପୂରଣ କରିଲେ ଠିକ୍ ନା ଇଂରାଜୀରେ ।
Gg
ଯେଉଁମାନେ ଓଡ଼ିଆରେ ଫର୍ମ ପୂରଣ କରିଛନ୍ତି ସେମାନେ ଠିକ୍ । ଆଉ ଯେଉଁମାନେ ଇଂରାଜୀରେ ପୂରଣ କରିଛନ୍ତି ସେମାନେ ଏବେ ମନରେ ଭାବୁଥିବେ ଏହା ଠିକ୍ ନା ଭୁଲ । ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଯଦି ଓଡିଆରେ ସୁଭଦ୍ରା ଯୋଜନା ଫର୍ମ ପୂରଣ କରିଛନ୍ତି ତାହେଲେ ଏହା ଠିକ୍ ଆଉ ଯଦି ଇଂରାଜୀ ଭାଷାରେ କରିଛନ୍ତି ତାହା ମଧ୍ୟ ଠିକ୍ । କାରଣ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏଭଳି କୌଣସି ଭାଷାକୁ ଗୁରୁତ୍ଵ ନେଇ କିଛି କହି ନାହାଁନ୍ତି । ଯିଏ ଯେଉଁ ଭାଷାରେ କରିପାରିବ ସେ କରିଲେ ଏହା ଠିକ୍ ହେବ । 
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯିଏ ଯେଉଁ ଭାଷାରେ ପାରିବ ସେ ଏହି ସୁଭଦ୍ରା ଯୋଜନା ଫର୍ମ ପୂରଣ କରିପାରିବ । ଆଉ ଏହି ଯୋଜନାରେ ଯୋଗ୍ୟ ହତାଧିକରୀଙ୍କୁ ଏହି ସୁଭଦ୍ରା ଯୋଜନା ମିଳିବ । ଆଉ ସୁଭଦ୍ରା ଯୋଜନା ଫର୍ମ ଆଗ ଭରିଲେ ପ୍ରଥମେ ଟଙ୍କା ପାଇବ କି ତାପରେ ଭରିଲେ ବିଳମ୍ବରେ ପାଇବ ତାହେଲେ ଏହା ଠିକ୍ ନୁହେଁ । ଏଥିପାଇଁ ରସ କରନ୍ତୁ ନାହିଁ । ଏହି ଯୋଜନାରେ ସମସ୍ତଙ୍କୁ ଏକାଠି ଟଙ୍କା ମିଳିବ । ଯେଉଁ ବ୍ୟକ୍ତି ଏହା ପାଇଁ ଯୋଗ୍ୟ ତାଙ୍କୁ ସୁଭଦ୍ରା ଯୋଜନା ମିଳିବ ବୋଲି ସୂଚନା ମିଳିଛି ।

Advertisement