ଏବେ ସିଡିପିଓ ଙ୍କ ନାମରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତାଙ୍କର ଭିଡିଓ ଭାଇରାଲ ହେବାକୁ ନେଇ ଯେତେବେଳେ ପଚରା ଯାଇଥିଲା ସେତେବେଳେ ସେ ଏଭଳି କିଛି ଉତ୍ତର ଦେଇଥିଲେ ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ ସେ କହିଥିଲେ ଭିଡ଼ିଓ ଯିଏ କରିଛନ୍ତି ସେ ହିଁ ଏହାର ସଠିକ ଭାବରେ ଉତ୍ତର ଦେଇ ପାରିବେ କାରଣ ସେ କେଉଁ ଆଡେ ହେଲେ ମଧ୍ୟ ଯାଇ ନଥିଲେ।

ସେ ତାଙ୍କ ଅଫିସ୍ ରେ ବସିଥିଲେ ଆଉ ତାଙ୍କ ଉପରେ ଆଟାକ୍ କରାଯାଉଅଛି ବୋଲି ସେ କହିଥିଲେ। ଏଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା କି ସେ ଚୁଡା ମୁଢ଼ି ସବୁ ଖାଇ ଦେଇଛନ୍ତି ଯାହାର ଉତ୍ତର ଦେଇ ସେ ଏହା କହିଥିଲେ କି ଏହାର ପ୍ରମାଣ ଦେବା ପାଇଁ। ଏଭଳି କି ଗର୍ଭବତୀ ମହିଳା ଜଣକ ଯନ୍ତ୍ରଣାରେ ଯେଉଁ ଛଟପଟ ହେଉଥିଲେ ତାହା ତାଙ୍କର ନଜର କୁ ଆସି ନଥିଲା ବୋଲି ମଧ୍ୟ ସେ କହିଥିଲେ।

ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇ ନଥିଲା ବୋଲି ବାରଣ କରିଥିଲେ। ମିଡ଼ିଆ ଭାଇ ମାନେ ମିଛ ପ୍ରଶ୍ନ ପଚାରିଛନ୍ତି ବୋଲି ସେ କହିଥିଲେ। କାରଣ ସେ କୌଣସି କଥା ସମ୍ପର୍କରେ ଜାଣି ନଥିଲେ ବୋଲି କହିଥିଲେ। ସିଡିପିଓ କହିଥିଲେ କି ସେ ମହିଳାଙ୍କ ସମ୍ପର୍କରେ ଜାଣିବା ବେଳକୁ ତାଙ୍କର ପରିବାର ଲୋକେ ସେଠାରେ ପହଞ୍ଚି ସାରିଥିଲେ। ଯେତେବେଳେ କଣ କୋଳାହଳ ହେଉଛି ବୋଲି ସିଡିପିଓ ବାହାରକୁ ବାହାରି ଥିଲେ,
ସେତେବେଳେ ମହିଳାଙ୍କ ବାପା କ୍ୟାମେରା ଧରି ଛିଡା ହୋଇଥିବା କଥା କହିଥିଲେ।ଆଉ କହିଥିଲେ କି ସେ ଯଦି ସତରେ ଏତେ ଅସୁସ୍ଥ ଥିଲେ ତେବେ ତାଙ୍କର ବାପା ଙ୍କୁ ଭିଡିଓ କରିବାକୁ କିପରି ସମୟ ଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଏହି ଘଟଣାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆପଣ ଆମକୁ ତାହା ଜଣାଇବାକୁ ଭୁଲି ଯିବେ ନାହିଁ।