Updated: Apr 6, 2025, 14:14 IST

ଖଟରେ ଦିଅରକୁ ଧରି ଶୋଇଥିଲା ଭାଉଜ ଛୁଆକୁ ଧରି କବାଟ ପିଟିଲା ସ୍ବାମୀ ଆଉ ତାପରେ

Gy

ଆପଣମାନେ ଆଜିକା ସମାଜରେ ଅନେକ ପ୍ରକାରର ଖବର ପାଇ ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଏଭଳି ସ୍ତ୍ରୀ ଅଛନ୍ତି ଯେଉଁମାନେ ନିଜ ସ୍ବାମୀଙ୍କୁ ଛାଡି ପର ପୁରୁଷ ସହ ସମ୍ପର୍କ ରଖୁଛନ୍ତି । ଏବେ ଏହି ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ପଡିଶା ଘରର ପୁଅ ନୂଆ ବିବାହ କରିଥିଲେ । ବିବାହ କରି ଆସିଥିବା ନୂଆ ସ୍ତ୍ରୀ ଜଣକ ପଡିଶା ଘରର ପୁଅ ସହ ପ୍ରେମ କରିଥିଲେ । 
Gg
ଏହି ପଡିଶା ଘରର ଦିଅର ସହ ନୂଆ ଭାଉଜ ସମ୍ପର୍କ ରଖିଥିଲା । ଆଉ ଏହି ଦିଅର ଜଣକ ସହ ପ୍ରେମ ଭରା ଗପ ଗପିଥିଲା ଭାଉଜ ଜଣକ । ଏହାସହ ଏହି ଭାଉଜ ଜଣକ ପଡିଶା ଘରର ଦିଅର ସହ ଗପିବା ସହ ପ୍ରେମରେ ଥିଲା । ଆଉ ଦିଅର ମଧ୍ୟ ଭାଉଜ ଜଣଙ୍କୁ ପ୍ରେମ କରୁଥିଲା । ଏବେ ଏହି ଭାଉଜ ଜଣଙ୍କର ଦୁଇଟି ସନ୍ତାନ ମଧ୍ୟ ଜନ୍ମ ହୋଇ ସାରିଥିଲା । ଏହାପରେ ମଧ୍ୟ ଏହି ଦିଅର ଜଣକ ଭାଉଜ ଜଣଙ୍କୁ ପ୍ରେମ କରିବା ବନ୍ଦ କରି ନଥିଲା । ଏହି ଦିଅର ଜଣକ ଭାଉଜକୁ ସେମିତି ପ୍ରେମ କରୁଥିଲା ।
Gg
ଆଉ ଧିରେ ଧିରେ ଭାଉଜ ମଧ୍ୟ ଏହି ଦିଅର ଜଣଙ୍କୁ ଭଲପାଇ ବସିଲା । ଆଉ ଘରେ ସ୍ଵାମୀ ନଥିବା ବେଳେ ପଡିଶା ଦିଅରକୁ ଡ଼ାକି ପ୍ରେମ କରୁଥିଲେ ଆଉ ଶାରିରୀକ ସମ୍ପର୍କ ରଖୁଥିଲେ । ଆଉ ଧିରେ ଧିରେ ପ୍ରେମ ଅଧିକ ହେବା ପରେ ଏହି ପଡିଶା ଘରର ଦିଅର ଆଉ ଭାଉଜ ଏକାଠି ରହିବାକୁ ଭାବିଥିଲେ । ଆଉ ସେ ତାଙ୍କ ସ୍ବାମୀଙ୍କୁ ଏହି ବିଷୟରେ କହିବାକୁ ସ୍ଥିର କରିଥିଲେ । ଏହା ମଧ୍ୟ ହୋଇଥିଲା । ଏହି ସ୍ତ୍ରୀ ଜଣକ ତାର ସ୍ଵାମୀ ସାମ୍ନାରେ ସେହି ପଡିଶା ଦିଅର ସହ ବିବାହ କରିଥିଲା । ଏହାପରେ ସେ ଦିଅର ଘରକୁ ଯାଇଥିଲା ।
ସ୍ଵାମୀ ବନିଥିବା ଦିଅର ଜଣକ ଘରଲୋକ ତାଙ୍କୁ ବୋହୂ ହିସାବରେ ଗ୍ରହଣ କରିବାକୁ ରାଜି ନଥିଲେ । ଆଉ ଏହି ସ୍ଵାମୀ ବନିଥିବା ଦିଅର ଜଣକ ଭାଉଜ ସହ ବିବାହ କରି ଘରେ ରହିଥିଲା । ଆଉ ଦିଅର ଘରେ ରହିବାର ଏକ ସପ୍ତାହ ପରେ ତାକୁ ଛାଡି ଯିବାକୁ କହିଥିଲା । ଏହି ଦିଅର ଜଣକ ପୂର୍ବତନ ସ୍ଵାମୀ ପାଖକୁ ଫେରି ଯିବାକୁ କହିଥିଲା ଆଉ ତାପରେ ଏକ ବୈଠକ ଡକାଗଲା ଆଉ ଏହି ବୈଠକରେ ପୂର୍ବତନ ସ୍ଵାମୀ ତାଙ୍କୁ ନେବ ବୋଲି ମାନି ଯାଇଥିଲା । ଆଉ ଏହି ଘଟଣା ଉତ୍ତରପ୍ରଦେଶ ରାଜ୍ୟରେ ଦେଖିବାକୁ ମିଳିଛି ।

Advertisement