ଖଣ୍ଡାୟତ ଝିଅ କୁ ଧରି ଫେରାର ହୋଇଥିବା ପୁଅ ଏବେ ସୋସିଆଲ ମିଡ଼ିଆ ରେ ତାର ଚଉଠି ମନାଇଛି। ଗୋଟେ ପଟେ ମାଆ କଇଁ କଇଁ ହୋଇ କାନ୍ଦିବାରେ ଲାଗିଛି। ଆଉ ଗୋଟେ ପୁଅ କଲେଜ୍ ଝିଅକୁ ଧରି ଫେରାର ହୋଇଥିବା ବେଳେ ଏଭଳି କିଛି ଭିଡିଓ ସୋସିଆଲ ମିଡ଼ିଆ ରେ ପୋଷ୍ଟ ମଧ୍ୟ କରିଛି। ଗତ ଦୁଇ ରୁ ତିନି ଦିନ ତଳେ ଏହି ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟି ଥିଲା। ସେତେବେଳେ ଏହି ପୁଅ ଘରେ କଲେଜ୍ ଯାଉଛି ବୋଲି କହି ବାହାରକୁ ଆସିଥିଲା।

ଝିଅ ମଧ୍ୟ ପରୀକ୍ଷା ଅଛି ବୋଲି କହି କଲେଜ୍ କୁ ଯାଇଥିଲା। କଲେଜ୍ ରୁ ସେମାନେ ସିଧା ଫେରାର ହୋଇ ଏଭଳି ଭାବରେ ମନ୍ଦିରରେ ହିଁ ବିବାହ କରି ନେଇଥିଲେ। ପରେ ଦୁହେଁ ମିଶି ଭଡ଼ା ଘରେ ରହିବା ପରେ ଏଭଳି କିଛି ପ୍ରେମ କରିବା ଆରମ୍ଭ କରି ଦେଇଛନ୍ତି। ନୂଆ ନୂଆ ପ୍ରେମ ଏବେ ଦୁଇ ଜଣଙ୍କୁ ଭଲ ଲାଗୁଛି। ହେଲେ ସେମାନେ ଜାଣି ପାରୁ ନାହାଁନ୍ତି କି ଦୁଇ ଜଣଙ୍କ ପ୍ରେମ ଭିତରେ ଦୁହିଁଙ୍କ ପରିବାର ର ଅବସ୍ଥା କଣ ହୋଇ ଯାଇଛି।

ଯେତେବେଳେ ପୁଅ ଏଭଳି ଏକ ଉଚ୍ଚ ଜାତିର ଖଣ୍ଡାୟତ ଝିଅକୁ ଧରି ବାହା ହୋଇ ଯାଇଥିଲା ସେତେବେଳେ ଝିଅ ଘରର ଲୋକ ପୁଅ ଘର ଲୋକଙ୍କ ଉପରେ ଯେମିତି ରାଗି ଯାଇଥିଲେ। ଝିଅର ପରିବାର ଲୋକେ ଅର୍ଥାତ ଭାଇ ମାନେ ତାଙ୍କ ଘରେ ପଶି ପୁଅର ମାଆ ଓ ଭଉଣୀ ଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ। ଯାହାକୁ ନେଇ ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଗୋଟେ ପଟେ ମାଆ ଖୁବ୍ ଜୋରେ କାନ୍ଦୁଛି।
ଆଉ ଗୋଟେ ପଟେ ମାଆ ର ସେହି ଝିଅ କଲେଜ ଝିଅକୁ ଧରି ଫେରାର ହୋଇ ଏଭଳି ଭାବରେ ଚଉଠି ମନାଇବା ରେ ଲାଗିଛି। ଏଠି ଥରେ ଆପଣ ଭାବି ନିଅନ୍ତୁ କେମିତି ମାଆ ନ୍ୟାୟ ପାଇଁ ଏବେ ଥାନା କୁ ଧାଉଁଛି ଆଉ ତାକୁ କଷ୍ଟ ହେଉଛି ବୋଲି ମଧ୍ୟ କଇଁ କଇଁ ହୋଇ କାନ୍ଦୁଛି ଅନ୍ୟପଟେ ପୁଅ ନୁଆ ନୁଆ ବାହା ହୋଇଥିବା ଝିଅକୁ ଧରି ତାର ଜୀବନ କୁ ସେ ସଉକ ରେ କାଟିବାରେ ମଧ୍ୟ ଲାଗିଛି।