Oct 22, 2024, 14:37 IST

କରବେ କର, ଭିଡିଓ କର !!ହେଇ ମୁ ଖୋଲିଲି ଲୁଗା....

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ହଠାତ୍ ନିଜର ଲୁଗା ଖୋଲି ମୋର ଭିଡିଓ କର ବୋଲି କହି କହି ଦୌଡି ଆସିଲେ ମହିଳା। ଶହ ଶହ ଗାଁ ଲୋକ ମାନେ ସେଠାରେ ଠିଆ ହୋଇଥିଲେ ମାତ୍ର ମହିଳାଙ୍କୁ ଏହି କଥାରେ ଟିକେ ହେଲେ ମଧ୍ୟ କିଛି ଫରକ୍ ପଡୁ ନଥିଲା। ମହିଳା ଜଣକ ଅର୍ଦ୍ଧ ଉଲଗ୍ନ ହୋଇ କେବଳ ମୋର ଭିଡିଓ କର ବୋଲି କହି ହିଁ ଲୋକଙ୍କ ଉପରକୁ ଡେଇଁ ପଡୁଥିଲେ। ଯାହାକୁ ଦେଖିବା ପରେ ସାରା ଗାଁ ଲୋକେ ଯେମିତି ଆଶ୍ଚର୍ଯ୍ୟ ହୋଇଗଲେ।

Gg
ଗାଁ ଭିତରେ ଲୋକଙ୍କ ମଝିରେ ପିନ୍ଧିଥିବା ଲୁଗାକୁ ନିଜେ ହିଁ ଖୋଲି ଦେଇଥିଲେ ମହିଳା ଜଣକ। ଏତେ ଲୋକଙ୍କ ଆଗରେ ଅର୍ଦ୍ଧ ଉଲଗ୍ନ ହୋଇ ମୋର ଭିଡିଓ କର ଭିଡିଓ କର ବୋଲି କହି କହି ଲୋକଙ୍କ ଉପରକୁ ସେ ମାଡ଼ି ଆସିଥିଲେ। ଯାହାର ସବୁ ଦୃଶ୍ୟ ମଧ୍ୟ ମୋବାଇଲ୍ ରେ ରେକର୍ଡ ହୋଇ ଯାଇଛି। ତେବେ ଏବେ ଏହି ମହିଳାଙ୍କୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ପ୍ରଥମେ ସେଠାରେ ଘର ଭିତରେ ତିନିଜଣ ଯୁବକ ବନ୍ଦି ହୋଇଥିଲେ।
Gg
ସେହି ତିନିଜଣ ଯୁବକ ହେଉଛନ୍ତି ଗୋଟେ ଗୋଟେ ଚୋର। ଏହି ତିନି ଚୋର ମିଶି ଲୋକଙ୍କ ଠାରୁ ମୋବାଇଲ୍ ଛଡ଼ାଇବା ଓ ଟଙ୍କା ଛଡ଼ାଇବା ଏଭଳି କିଛି କାମ ସବୁ କରୁଥିଲେ। କିନ୍ତୁ ଏମିତି ଜଣକ ହାତରୁ ମୋବାଇଲ୍ ଛଡ଼ାଇ ନେଉ ନେଉ ଗାଁ ଲୋକେ ତାଙ୍କୁ ଧରି ନେଇଥିଲେ ଆଉ ଘର ଭିତରେ ମଧ୍ୟ ତାଙ୍କୁ ବନ୍ଦୀ କରି ଦେଇଥିଲେ। ହେଲେ ମହିଳା ଜଣକ ତାଙ୍କର ପରିବାର ଲୋକ ବୋଲି ଏହା ଶୁଣିବାକୁ ମିଳିଥିଲା।
ଯେଉଁଥିରେ କି ଜଣେ ସାମ୍ୱାଦିକ ଭିଡିଓ କରୁଥିବା ସମୟରେ ଏହି ମହିଳା ଜଣକ ସମ୍ପୂର୍ଣ୍ଣ ଭାବରେ ରାଗି ଯାଇଥିଲେ। ଏହାପରେ ମହିଳା ଜଣକ ନିଜର ପିନ୍ଧିଥିବା ବସ୍ତ୍ର କୁ ସେଠାରେ ହିଁ ଖୋଲି ଦେଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଦେଖିବା ମାତ୍ରେ ମଧ୍ଯ ଅନେକ ଲୋକମାନେ ଏହି ଘଟଣାର ଖୁବ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।

Advertisement