Jun 5, 2024, 20:06 IST

କାମ ଦେଲା ସମୀରଙ୍କ ପ୍ଲାନ୍ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର ସ୍ଵାମୀଙ୍କ ପାଦ ଧରି ମୁଣ୍ଡିଆ ମାରିଲେ ପତ୍ନୀ

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ତେବେ ବନ୍ଧୁଗଣ ସମୀରଙ୍କ ହାତ ଧରି ମୁଣ୍ଡିଆ ମାରିଲେ ପ୍ରଭାତି। ବିଜେଡି ଛାଡି ବିଜେପି ମିଶିଲା ପରେ ସମୀର ବନାଇଥିଲେ ଏମିତି ପ୍ଲାନ ଯାହା ପାଇଁ ଜିତିଗଲେ ପ୍ରଭାତି। ନିମାପଡ଼ାରୁ ବିଜେପିର ବିଧାନସଭା ପ୍ରାର୍ଥୀ ଭାବେ ଜିତିଲା ପରେ ସମୀର ଦାସଙ୍କ ଠାରୁ ଆଶୀର୍ବାଦ ନେଲେ ପ୍ରଭାତି ପରିଡ଼ା। 
Bb
ବନ୍ଧୁଗଣ ବିଜେଡିରୁ ନିମାପଡ଼ାରୁ ତିନି ତିନି ଥର ଜିତିଲା ପରେ ମଧ୍ୟ ବିଜେଡି ଦଳରୁ ଏଥର ଟିକେଟ ଦେଇନଥିଲା। ଆଉ ତାପରେ ସମୀର ଦାସ ନିଷ୍ପତି ନେଲେ ବିଜେପିରେ ଯାଇ ମିଶିବେ। ଆଉ ନିମାପଡ଼ାରେ ବିଜେପି ସଂଗଠନକୁ ଆହୁରି ମଜବୁତ କରିବେ। ଆଗରୁ ପ୍ରଭାତୀ ପରିଡ଼ା ନିମାପଡ଼ାରେ ବିଜେପିରୁ ପ୍ରାର୍ଥୀ ହେଇ ମଧ୍ୟ ହାରି ଯାଇଥିଲେ। ଆଉ ବିଜେଡିରୁ ଜିତି ଯାଇଥିଲେ ସମୀର ଦାସ। କିନ୍ତୁ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସମୀର ଦାସ ପ୍ରଭାତୀଙ୍କୁ ପୁରା ସପଟ କରିଥିଲେ। 
ଆଉ ବିଜେପି କେମିତି ନିମାପଡ଼ାରେ ଜିତିବ ସେଥିପାଇଁ ପୁରା ପ୍ରସ୍ତୁତି କରିଥିଲେ ସମୀର ଦାସ। ଠିକ୍ ସେମିତି ଆଜି ଜିତି ଯାଇଛନ୍ତି ପ୍ରଭାତି। ତେବେ ବିଜେଡିରୁ ପ୍ରାର୍ଥୀ ହେଇଥିବା ଦିଲ୍ଲୀପ କୁମାର ନାୟକ ୪୫୮୮ ଭୋଟରେ ହାରି ଯାଇଛନ୍ତି। ଆଉ ତାପରେ ଦେଖିବାକୁ ମିଳିଛି ପ୍ରଭାତୀ ଦେବୀ ଜିତିଗଲା ପରେ ସମୀର ଦାସଙ୍କ ପାଖକୁ ଯାଇ ତାଙ୍କ ହାତଧରି ଖୁସିରେ ଆଖିରୁ ଲୁହ ଗଡ଼ାଇ ଧନ୍ୟବାଦ ଦେଇଛନ୍ତି। ଆଉ ମୁଣ୍ଡିଆ ମଧ୍ୟ ମାରିଛନ୍ତି।

Advertisement