Oct 5, 2024, 12:43 IST

କହିଲେ ୩୫ କୋଟି ଦିଅ ବୁଢ଼ୀ କୁ ଯୁବତୀ କରିଦେବୁ..ପଇସା ମିଳିଲା ପରେ କରିଦେଲେ ଏମିତି କାଣ୍ତ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ପ୍ରାୟ ସବୁ ଲୋକମାନେ ଭଲ ଦେଖାଯିବାକୁ ଚାହିଁ ଥାଆନ୍ତି । ସେଥିପାଇଁ ଲୋକମାନେ ଅନେକ କିଛି ଜିନିଷ ବ୍ୟବହାର କରିଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଯୁବାବସ୍ଥା ରହିବା ପାଇଁ ଉପାୟ କରାଯାଉଥିଲା ବୋଲି ଜଣାପଡିଛି । 
Gg
ବୟସ କମିଯିବ ଆଉ ଦେଖାଯିବ ଯୁବାବସ୍ଥା । ଯାହାକୁ ୬୦ ବର୍ଷ ସେ ୩୦ ବର୍ଷର ଦେଖାଯିବେ । ବୃଦ୍ଧାବସ୍ଥା ରୁ ଆସିଯିବ ଯୁବାବସ୍ଥା । ଏଭଳି ଅନେକ ମିଛ ଶତ କହି ଦମ୍ପତ୍ତି ନେଇଗଲେ ୩୫ କୋଟି ଟଙ୍କା । ସୁନ୍ଦର ଆଉ ଯୁବାବସ୍ଥା ଦେଖାଯିବାକୁ କାହାକୁ ବା ଭଲ ଲାଗେ ନାହିଁ । ସମସ୍ତେ ଚାହାଁନ୍ତି ସୁନ୍ଦର ଦେଖାଯିବା ପାଇଁ । କିନ୍ତୁ ବୟସ ବଢ଼ିଲେ ଶରୀର ଅଲଗା ଦେଖା ଯାଇଥାଏ । ବୟସ ବଢିଲେ ଧୀରେ ଧୀରେ ଶରୀରରେ ଅନେକ କିଛି ଦେଖାଯାଇଥାଏ । ଆଉ ଶରୀରରେ ଅନେକ ଭାଙ୍ଗ ହୋଇଥାଏ । 
Vv
ଯୁବାବସ୍ଥା ରୁ ଆସିଯାଇଥାଏ ବୃଦ୍ଧାବସ୍ଥା । ବୟସ୍କରୁ ଯୁବ କରିଦେବା କହି ଦମ୍ପତ୍ତି ଠକିଛନ୍ତି । ଆଉ ଏହି ଦମ୍ପତ୍ତି ଥେରାପି କରି ଏଭଳି କରୁଥିବାର କହି ଅନେକ ଲୋକଙ୍କ ଠାରୁ ଟଙ୍କା ନେଇଛନ୍ତି । ଆଉ ଏଭଳି କଥା କହି ସେମାନେ ୩୫ କୋଟି ଟଙ୍କା ଚୂନ ମାରି ଦେଇଛନ୍ତି । ଏହି ଦମ୍ପତ୍ତି ଅନେକ କିଛି ମାସରେ ବୃଦ୍ଧାଙ୍କୁ ଟୋକା କରିଦେବେ ବୋଲି କହି ଠକି ଦେଇଛନ୍ତି । ଏଭଳି ଘଟଣା ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଦମ୍ପତ୍ତି ହେଉଛନ୍ତି ରାଜୀବ କୁମାର ଦୁବେ ଏବଂ ତାଙ୍କ ପତ୍ନୀ ରଶ୍ମି ଦୁବେ । 
ସେମାନେ ରିଭାଇଭାଲ ୱାଲ୍ ନାମକ ଏକ ଥେରାପି ସେଣ୍ଟର ଖୋଲିଥିଲେ । ସେମାନେ ଇସ୍ରାଏଲରୁ ଆଣିଥିବା ଏକ ମେସିନ ସହାୟତାରେ ୬୦ ବର୍ଷର ଲୋକଙ୍କୁ ୨୫ ବର୍ଷର କରିଦେବେ ବୋଲି କହିଥିଲେ । ଆଉ ଏଭଳି ଅନେକ କଥା କହି ଏହି ଦମ୍ପତ୍ତି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି । ଏହି ଥେରାପିରେ ଭ୍ରମିତ ହୋଇ ଅନେକ ଲୋକ ଅନେକ ଟଙ୍କା ତାଙ୍କୁ ଦେଇଛନ୍ତି । ଜଣେ ମହିଳା ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଦେଇଛନ୍ତି । ଆଉ ଏବେ ଏହା ଠକେଇ ବୋଲି ଜଣାପଡିବା ପରେ ଥାନାରେ ଏହି ବିଷୟରେ ଅଭିଯୋଗ କରାଯାଇଛି । ଏବେ ପୋଲିସ ମାମଲା ରୁଜୁ କରି ଏହି ଦମ୍ପତ୍ତିଙ୍କୁ ଖୋଜାଖୋଜି କରୁଛନ୍ତି ।

Advertisement