Apr 6, 2025, 11:35 IST

କାନ୍ଦି କାନ୍ଦି ଏମିତି କହିଲେ ମହିଳା ମୋ ପୁଅକୁ ତା ସ୍ତ୍ରୀ ମାରିଦେଲା ଆଉ ତାପରେ

Hh

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କିଛି ଏଭଳି ଘଟଣା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଅନେକ ପ୍ରକାରର ଘଟଣା ଘଟୁଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ଜଣେ ଯୁବକ ବିବାହ କରିଥିଲେ । ଆଉ ସେ ବିବାହ କରିବା ପରେ ଏଭଳି କିଛି ହୋଇଥିଲା । ଏହି ଯୁବକ ଜଣକ ଏବେ ଆଉ ଏହି ଦୁନିଆରେ ନାହାଁନ୍ତି । ଏହି ଯୁବକ ଜଣଙ୍କର ବାପା ମାଆ କହିଛନ୍ତି ତାଙ୍କ ପୁଅକୁ ତାଙ୍କ ବୋହୂ ମାରି ଦେଇଛି । 
Bb
ବାପା ମାଆ କହିଛନ୍ତି ତାଙ୍କ ପୁଅ ପ୍ରେମ ବିବାହ କରିଥିଲା । ଆଉ ପ୍ରେମ ବିବାହରେ ସେ ଖୁସିରେ ଥିଲା କିନ୍ତୁ ଏବେ ତାଙ୍କ ବୋହୂ ତାଙ୍କ ପୁଅକୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବାପା ମାଆ । ଝିଅର ବାପା, ମାଆ, ଭାଇ ଆଉ ଭଉଣୀ ମିଶି ତାଙ୍କୁ ମାରି ଦେଇଛନ୍ତି ବୋଲି ସେ କହିଛନ୍ତି । ଏହି ଝିଅ ଯିଏ କି ପ୍ରେମ ବିବାହ କରିଥିଲା ସେ ତାଙ୍କୁ ମାରିଦେଲା । ଏହି ବୋହୂ ଆଉ ତାର ପରିବାର ତାଙ୍କ ପୁଅ ଠାରୁ ୨୦ ଲକ୍ଷ ଟଙ୍କା ନେଇଛନ୍ତି । ଆଉ ଏବେ ଏହି ୨୦ ଲକ୍ଷ ଟଙ୍କା ମାଗିବାରୁ ଏଭଳି କିଛି ଘଟଣା ଘଟିଥିଲା ।
Gg
ଏହି ସ୍ତ୍ରୀ ଜଣକ ଏତେ ନୃଶଂସ ହୋଇଗଲା ଯେ ସେ ତାର ସ୍ୱାମୀକୁ ମାରିଦେଲା । ସ୍ୱାମୀର ଜୀବନ ନେଇଗଲା ଏହି ସ୍ତ୍ରୀ ଜଣକ । ଏହି ବୋହୂ ଜଣକ ଶାଶୁ ଶଶୁରଙ୍କୁ ଖାଇବାକୁ ଦିଅନ୍ତି ନାହିଁ । ଆଉ ଏହି ବୋହୂ ଜଣକ ଏବେ ଶାଶୁ ଶଶୁରଙ୍କ କୋଳରୁ ତାଙ୍କ ପୁଅକୁ ନେଇଗଲା । ଏହି ପୁଅ ତାର ମାଆ ବାପାଙ୍କୁ ଅନେକ କଥା ଲୁଚାଇଛି । ଆଉ ସବୁକଥା ଏହି ପୁଅ ଜଣକ କହି ନଥିଲା । ଏହି ସ୍ତ୍ରୀ ଜଣକ କହିଥିଲା ସେ ତାର ସ୍ୱାମୀକୁ ମାରି ତାର ସମ୍ପତ୍ତି ନେବ ବୋଲି କହୁଥିଲା । 
ଏହି ସ୍ଵାମୀ ଜଣଙ୍କର ସମ୍ପତ୍ତି ନେବା ପାଇଁ ଏହି ସ୍ତ୍ରୀ ଜଣକ ତାକୁ ମାରିବାକୁ ପଛାଇ ନଥିଲେ । ଏବେ ଏହି ସ୍ତ୍ରୀ ଜଣକ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସ୍ବାମୀଙ୍କ ପରିବାର ଲୋକେ ।ଏବେ ତାଙ୍କୁ ନ୍ୟାୟ ଦାବି କରିଛନ୍ତି ପରିବାର ଲୋକେ । ଏବେ ପୁଅର ହ-ତ୍ୟା କରି ତାକୁ ମାରି ଦେଇଛନ୍ତି ତାଙ୍କ ବୋହୂ ଆଉ ତାର ପରିବାର ଲୋକେ ବୋଲି ଅଭିଯୋଗ ଆଣିଛନ୍ତି ପୁଅର ବାପା ମାଆ । ପୁଅର ବାପା ମାଆ ଏବେ ଏଭଳି କିଛି କରିବା ସହ ନ୍ୟାୟ ଦାବି କରିଛନ୍ତି । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୁଅର ଘର ଲୋକେ ।

Advertisement