ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ସମସ୍ତେ ଆଇନଜୀବୀ ମୋନାଲିସା ଗନ୍ତାୟତଙ୍କୁ ଜାଣିଥିବେ । ଏହି ଆଇନଜୀବୀ ଜଣକ କିଛି କଥା କହିଛନ୍ତି । ପୋଲିସ ଡିପାର୍ଟମେଣ୍ଟକୁ ନେଇ କିଛି କଥା କହିଛନ୍ତି ଏହି ଆଇନଜୀବୀ ଜଣକ । ସେ କହିଛନ୍ତି ଏବେ ପୋଲିସ ଏଭଳି କିଛି କାମ କରୁଛନ୍ତି ଯାହା ଠିକ୍ ନୁହେଁ ।
ପୋଲିସର ଏଭଳି କାମ ନିନ୍ଦନୀୟ ଅଟେ । ପୋଲିସ ଡିପାର୍ଟମେଣ୍ଟ ଏଭଳି କାହିଁକି କରୁଛି । ପଲିଗ୍ରାଫ ଟେଷ୍ଟରେ ସେମିତି କିଛି ଜଣାପଡିଲା ନାହିଁ । ଆଇନଜୀବୀ ଜଣକ ଭରତପୁର ଥାନାରେ ଘଟିଥିବା ଘଟଣା ବିଷୟରେ କହିଛନ୍ତି । ଏହି ଥାନାରେ ଜଣେ ଯୁବତୀ ଅଭିଯୋଗ କରିବାକୁ ଯାଇଥିଲେ କିନ୍ତୁ ପୋଲିସ ତାଙ୍କର ଅଭିଯୋଗ ଗ୍ରହଣ କରିବା ବଦଳରେ ତାଙ୍କ ସହିତ ଖରାପ ବ୍ୟବହାର କରିଥିଲା । ପୋଲିସ ସେହି ଯୁବତୀ ଜଣକ ସହିତ ସେକ୍ସୁଆଲ ହାରାସମେଣ୍ଟ କରିଥିଲେ ବୋଲି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି ।
ଏବେ ଏହି ଅଭିଯୋଗ ଆଧାରରେ ପୋଲିସ ଜଣକ ହେଉଛନ୍ତି ଅଭିଯୁକ୍ତ । ଏହି ଭରତପୁର ଘଟଣା ହେଉଛି ପ୍ରଥମ ଘଟଣା । ପୋଲିସ ଏଭଳି କରିବା ଉଚିତ୍ ନୁହେଁ । କୌଣସି ମହିଳାଙ୍କୁ ଏହି ଘଟଣାରେ ସିନ ରିକ୍ରିଏସନ୍ କରିବା କଥା ନୁହେଁ । ଆଉ ମହିଳା ଜଣଙ୍କୁ ଭଲରେ ରଖାଯିବ । ତାଙ୍କୁ ଖୋଲା ଜେରା କରିବା ଉଚିତ୍ ନୁହେଁ । କିନ୍ତୁ ଏହି ଭରତପୁର ଘଟଣାରେ ଏଭଳି ସବୁ ହେଉଛି ଯାହା ଠିକ୍ ନୁହେଁ । ଏହି ଘଟଣାରେ ଏଭଳି ନ କରିବା ସୁପ୍ରିମ କୋର୍ଟର ନିର୍ଦ୍ଦେଶ ମାନିବା ଉଚିତ୍ ବୋଲି ଆଇନଜୀବୀ ମୋନାଲିସା କହିଛନ୍ତି ।
ଏହି ଘଟଣାରେ ପୋଲିସ ସିନ ରିକ୍ରିଏସନ କରୁଛନ୍ତି ଯାହା ଠିକ୍ ନୁହେଁ । ପୋଲିସ ଏଭଳି କାହିଁକି କରୁଛନ୍ତି । ହୁଏତ ସେମାନେ ଏହି ଅଭିଯୁକ୍ତ ଜଣଙ୍କୁ ବଞ୍ଚାଇବାକୁ ଚାହୁଁଛନ୍ତି । ଯେଉଁ ପୋଲିସଙ୍କ ନାଁରେ ଅଭିଯୋଗ ଆସିଛି ତାହେଲେ ସାଧାରଣ ଲୋକଙ୍କୁ ଏହି ଭୁଲ ପାଇଁ ଯେଉଁ ଦଣ୍ଡ ମିଳିବ ସେହି ଦଣ୍ଡ ତାଙ୍କୁ ମିଳିବ ବୋଲି ଆଇନଜୀବୀ ମୋନାଲିସା କହିଛନ୍ତି । ଏହି ଘଟଣାରେ ଝିଅର ପଲିଗ୍ରାଫ ଟେଷ୍ଟ କରାଯିବ ନାହିଁ କାରଣ ସେ ଅଭିଯୋଗ କରିଛନ୍ତି । ସେଦିନ ରାତିରେ ମହିଳା ଜଣଙ୍କୁ ଏହି ପୋଲିସ ଅଫିସର ଜଣକ ସେକ୍ସୁଆଲ୍ ହାରାସମେଣ୍ଟ କାମ କରିଥିଲେ ବୋଲି ପ୍ରମାଣ ହୋଇଯାଏ ତାହେଲେ ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ମିଳିବ ।