Jul 11, 2024, 18:09 IST

ଫୋନରେ ଅନ କରି ଦିଅନ୍ତୁ କେବଳ ଏହି ଗୋଟିଏ ସେଟିଂ ଆଉ ଦେଖନ୍ତୁ ଜମା ଆସିବନି ସ୍ପାମ୍ କଲ

Ud

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ଅନେକ ପ୍ରକାରର ସିମ୍ କାର୍ଡ ବିଷୟରେ ତ ଜାଣିଥିବେ । ଆପଣମାନେ ସମସ୍ତେ ଅନେକ ପ୍ରକାରର ସିମ କାର୍ଡକୁ ନେଇ ଆସିଥିବା ଅଫର ବିଷୟରେ ଜାଣି ପାରୁଥିବେ । ଅନେକ ଲୋକ ଅନେକ ପ୍ରକାରର ସିମ କାର୍ଡ ବ୍ୟବହାର କରିଥାନ୍ତି । ଲୋକମାନେ ଜିଓ ସିମ, ଏୟାରଟେଲ ସିମ ଏବଂ ଭୋଡାଫୋନ ଏବଂ ଏହାସହ ଅନେକ ପ୍ରକାରର ସିମ କାର୍ଡ ବ୍ୟବହାର କରୁଛନ୍ତି । 
Tg
ଏବେ ଏହିସବୁ ସିମକୁ ନେଇ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଜିଓ, ଏୟାରଟେଲ କମ୍ପାନୀ ମାନଙ୍କୁ ସରକାର କଡା ନିର୍ଦ୍ଦେଶ ଦେଲେ ଆଉ ସେହି ଅନୁସାରେ କାମ କରିବାକୁ କହିଥିଲେ । ତୁରନ୍ତ ଏହି କାମ କରିବାକୁ ଆଦେଶ ଦେଲେ । ଯଦି ଏହି କାମ ନହୁଏ ତାହେଲେ ବଡ ଅସୁବିଧାରେ ପଡିପାରନ୍ତି ଗ୍ରାହକ । ଟେଲିକମ କମ୍ପାନୀ ଅନେକ କିଛି ନିୟମରେ ପରିବର୍ତ୍ତନ ଆଣିଥାଏ । ଆଉ ଏହି ପରିବର୍ତ୍ତନ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । 
Hh
ଆଜି ଏହି ଭିଡିଓରେ ଆପଣମାନେ ଏୟାରଟେଲ, ଭୋଡାଫୋନ ଏବଂ ଜିଓ ସିମକୁ ନେଇ ଆସିଥିବା ଖବର ଜାଣିପାରିବେ । ଏହି ସିମ ଗୁଡିକରେ ହୋଇଥିବା ପରିବର୍ତ୍ତନ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଏହି ନିୟମ ଏହି କମ୍ପାନୀ ମାନଙ୍କୁ ମାନିବାକୁ ପଡ଼ିବ । ଟ୍ରାଏ ଏହାକୁ ନେଇ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି । ତାର ନିର୍ଦ୍ଦେଶ ଅନୁଯାୟୀ ସବୁ କମ୍ପାନୀକୁ ତାର ଆପ ଏବଂ ପୋର୍ଟାଲକୁ ଆହୁରି ଭଲ କରିବା ଦରକାର । ଏହା ଉପରେ କାମ କରିବା ଦରକାର ବୋଲି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନିର୍ଦ୍ଦେଶ ଅନୁସାରେ ଏଭଳି କାମ କରିବା ଦରକାର ଯାହାଦ୍ଵାରା ସ୍ପାମ କଲ୍ ଗ୍ରାହକଙ୍କୁ ଆସିବ ନାହିଁ । ସ୍ପାମ୍ କଲ୍ ରୋକିବା ପାଇଁ ଏବେ ନିର୍ଦ୍ଦେଶ ନିଆଯାଇଛି । ଗ୍ରାହକମାନଙ୍କୁ ଅପ୍ସନ୍ ଦେବା ଦରକାର ଯାହାଦ୍ଵାରା ସେମାନେ ତାଙ୍କ ଅଭିଯୋଗ ଦାଖଲ କରିପାରିବେ । ଆଉ ତାଙ୍କର ଅଭିଯୋଗ ଦାଖଲ ଏବଂ ସ୍ପାମ କଲ୍ ରୋକିବା ପାଇଁ ଏବେ ନିଷ୍ପତ୍ତି ନିଆଯାଉଛି । ଆଉ ଏହା କରିଲେ ଗ୍ରାହକମାନେ ଉପକୃତ ହେବେ । ଏବେ ଏହିସବୁ ନିର୍ଦ୍ଦେଶ ଉପରେ ଅନେକ ଗୁରୁତ୍ଵ ଦେବାକୁ କୁହାଯାଇଛି । ଏବେ ଏନେଇ ଚର୍ଚ୍ଚା ହେଉଛି ।

Advertisement