ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ ଗ୍ୟାସ ଆଦି ଦର ବିଷୟରେ ଜାଣିଥିବେ । ସରକାର ଗୃହିଣୀଙ୍କୁ ଦେଲେ ବଡ ଖୁସି ଖବର । ଏବେ ଗ୍ୟାସ ଦର କମିଛି ବୋଲି ସୂଚନା ମିଳୁଛି । ଏବେ ଗ୍ୟାସ ୫୦୦ ଟଙ୍କାରେ ମିଳୁଛି ବୋଲି ସୂଚନା ମିଳୁଛି । ଏବେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର ଆଉ ଉପକୃତ ହେବେ ଅନେକ ଲୋକ ।
୫୦ ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି । ଗୃହିଣୀଙ୍କ ପାଇଁ ରହିଛି ବଡ ଖୁସି ଖବର । ଏବେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ଆଉ ଏହି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏବେ ସରକାର ଲୋକଙ୍କ କଲ୍ୟାଣ ପାଇଁ ଅନେକ କିଛି କରୁଛନ୍ତି । ଲୋକମାନେ କେମିତି ଭଲରେ ରହିବେ ସେହି ବିଷୟରେ ଅନେକ କିଛି କାମ କରୁଛନ୍ତି ସରକାର । ସରକାର ଏବେ ଅନେକ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏବେ ହରିୟାଣା ସରକାର ଆଣିଛନ୍ତି କିଛି ଖବର ।
ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ବୋଏନି ଏବେ ନିଷ୍ପତି ନେଇଛନ୍ତି । ଆଉ ହରିୟାଣା ବାସୀଙ୍କ ପାଇଁ ଭଲ ଖବର ଆଣିଛନ୍ତି । ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ହରିୟାଣାବାସୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ହରିୟାଣାବାସୀ ଯାହାର ଅନ୍ତର୍ଦେୟ କାର୍ଡ ଅଛି ସେମାନଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ ବୋଲି ଆସିଛି ଖବର । ଏହି ଯୋଜନାରେ ପ୍ରାୟ ୫୦ ଲକ୍ଷ ପରିବାରକୁ ଏହି ଯୋଜନାର ଲାଭ ମିଳୁଛି ବୋଲି ସୂଚନା ମିଳିଛି । ଏହି ସୁବିଧା ହରିୟାଣାରେ ଆପଣମାନେ ଦେଖିପାରିବେ ।
ହରିୟାଣା ସରକାର ଏବେ ଏହି ଖବର ଦେଇଛନ୍ତି । ହରିୟାଣା ସରକାର ଗୃହିଣୀମାନଙ୍କୁ ଗ୍ୟାସ ଦେବାକୁ ପ୍ରତିବର୍ଷ ୧୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ମିଳିଛି । ମନ୍ତ୍ରୀ ମଣ୍ଡଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଏହି ବୈଠକରେ ଏହି ବିଷୟରେ କଥା ହୋଇଥିଲା । ଏହି ବୈଠକରେ ଯେଉଁମାନଙ୍କର ଅନ୍ତର୍ଦ୍ଦେୟ କାର୍ଡ ଥିବ ସେମାନେ ଏହି ସୁବିଧା ପାଇବେ ବୋଲି ଚର୍ଚ୍ଚା ହେଉଛି । ଏବେ ଏହି ଖବର ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନଙ୍କ ପାଖକୁ ଆସିଛି । ଯେଉଁମାନେ ଗରିବ ସୀମାରେଖା ତଳେ ଅଛନ୍ତି ସେମାନେ ଏହି ସୁବିଧା ପାଇବେ ।