Jul 14, 2024, 16:13 IST

କେବଳ ଲଗାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ ଆଉ ଦେଖନ୍ତୁ ୩ ବର୍ଷ ଯାଏଁ ହେବେନି ଗ-ର୍ଭ-ବ-ତୀ

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଏମପ୍ଲାଣ୍ଟ ହେଉଛି ଏକ ନୂତନ ଗର୍ଭନିରୋଧକ ପଦ୍ଧତି। ଯାହାକି ତିନିବର୍ଷ ପର୍ଯ୍ୟନ୍ତ ଗ-ର୍ଭ-ଧା-ର-ଣରୁ ମୁକ୍ତି ଦେଇଥାଏ। ଏହାକୁ ଥରେ ବ୍ୟବାହର କଲେ ତିନିବର୍ଷ ଯାଏଁ ଏହା କାର୍ଯ୍ୟ କରିଥାଏ। ଏହି ଏମପ୍ଲାଣ୍ଟ ମହିଳାଙ୍କ ହାତରେ ଉପର ଭାଗରେ ଚର୍ମ ତଳେ ଲଗାଯାଇଥାଏ। ଏହାକୁ ଲଗାଇବା ଖୁବ ସହଜ। ତେବେ ଋ-ତୁ-ସ୍ରା-ବର ୭ଦିନ ମଧ୍ୟରେ ଏହାକୁ ଲଗା ଯାଇଥାଏ। ଗ-ର୍ଭ-ପା-ତ କରିବା ପରେ କିମ୍ବା ତୁରନ୍ତ ୭ଦିନ ମଧ୍ୟରେ ଲଗାଯାଇ ପାରିବ।ଏହାଛଡା ଏମପ୍ଲାଣ୍ଟ ସବୁ ସମୟରେ ଲଗାଯାଇ ପାରିବ। ଗ-ର୍ଭ-ଧା-ର-ଣା କ୍ଷମତା ଥିବା ସମସ୍ତ ମହିଳା ଏହାକୁ ବ୍ଯବହାର କରିପାରିବେ। ଗ-ର୍ଭ-ପା-ତ କିମ୍ବା ପ୍ରସବ ପରେ ଲଗାଇବା ସୁରକ୍ଷିତ ଅଟେ। 
Bb
ସ୍ତ-ନ୍ୟ-ପା-ନ କରାଉଥିବା ମହିଳା ମଧ୍ୟ ଏହାକୁ ବ୍ଯବହାର କରିପାରିବେ। ଏହାକୁ ବ୍ଯବହାର କରିବା ପରେ ମହିଳା ମାନେ ବିଶେଷ ଭାବେ ପୁଣିଥରେ ଗ-ର୍ଭ-ଧା-ର-ଣ କରିପାରିବେ। ଏହି ଏମପ୍ଲାଣ୍ଟ ଲଗାଇବା ପରେ ମାସିକ ଋ-ତୁ-ସ୍ରା-ବରେ କିଛି ପରିବର୍ତ୍ତନ ଦେଖା ଦେବ। ଅନୈତିକ ଋ-ତୁ-ସ୍ରା-ବ, ମାସିକ ଧର୍ମ ବନ୍ଦ ହେଇପାରେ କିନ୍ତୁ ଏହା ମହିଳାଙ୍କ ପାଇଁ କୌଣସି କ୍ଷତିକାରକ ନୁହେଁ। ଏହି ଏମପ୍ଲାଣ୍ଟ ଲଗାଇବା ଦ୍ଵାରା ତିନିବର୍ଷ ପର୍ଯ୍ୟନ୍ତ ଗ-ର୍ଭ-ଧା-ର-ଣରୁ ମୁକ୍ତି ମିଳିବ। 
Bb
ପ୍ରଜନନ କ୍ଷମତା ସବୁ ମହିଳାଙ୍କ ପାଇଁ ଏହା ଉପଯୁକ୍ତ ପଦ୍ଧତି ଅଟେ। ସ୍ତ-ନ୍ୟ-ପା-ନ କରାଉଥିବା ମାଙ୍କ ପାଇଁ ଏହା ସଂପୂର୍ଣ୍ଣ ସୁରକ୍ଷିତ। ଋ-ତୁ-ସ୍ରା-ବ ହେଉଥିବା ଅତ୍ୟାଧିକ ରକ୍ତସ୍ରାବକୁ କମ କରି ରକ୍ତହୀନତାରୁ ରକ୍ଷା କରିଥାଏ। ଏହାକୁ ବ୍ଯବହାର କରିବା ପରେ ସଂପୂର୍ଣ୍ଣ ମହିଳା ପୁଣିଥରେ ଗ-ର୍ଭ-ଧା-ର-ଣ କରିପାରିବେ। ଏମପ୍ଲାଣ୍ଟ ଲଗାଇବାର ଦୁଇଦିନ ପରେ ବାହାର ପଟିକୁ ପାଞ୍ଚଦିନ ପରେ ଭିତର ପଟିକୁ ବାହାର କରନ୍ତୁ। ଏମପ୍ଲାଣ୍ଟ ଲଗାଇବା ପରେ ମହିଳା ମାନେ ଦୈନନ୍ଦିନ କାର୍ଯ୍ୟ କରିପାରିବେ। 
ଏମପ୍ଲାଣ୍ଟ ଲଗାଇବା ପରେ ଏମପ୍ଲାଣ୍ଟ ଜାଗାକୁ ବାରମ୍ଵାର ଛୁଇଁନ୍ତୁ ନାହିଁ। ପାଞ୍ଚଦିନ ପର୍ଯ୍ୟନ୍ତ ଓଜନ ଜିନିଷ ଉଠାନ୍ତୁ ନାହିଁ। ସଂକ୍ରମଣ ହେବାର ସମ୍ଭାବନାକୁ ରୋକିବା ପାଇଁ ଏମପ୍ଲାଣ୍ଟ ଲଗା ଯାଇଥିବା ସ୍ଥାନକୁ ପାଞ୍ଚଦିନ ପର୍ଯ୍ୟନ୍ତ ଶୁଖିଲା ଏବଂ ସଫା ରଖନ୍ତୁ। ଏମପ୍ଲାଣ୍ଟ ଲଗା ଯାଇଥିବା ସ୍ଥାନରେ ଅଧିକା କଷ୍ଟ ହେଲେ ଲାଗିଥିବା ଜାଗାଟି ଫୁଲିଯାଏ। ରୋଡ ବାହାରକୁ ଦେଖାଗଲେ ଯେବେ ଗ-ର୍ଭ-ଧା-ର-ଣ କରିବାର ଇଚ୍ଛା ହେବ ତେବେ ଏହାକୁ ଆପଣ କାଢ଼ି ଦେଇପାରିବେ।

Advertisement