ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓରେ ଆପଣମାନେ ଜଣେ ମନ୍ତ୍ରୀଙ୍କ ବିଷୟରେ ଜାଣିପାରିବେ ଯିଏ ଏଭଳି କାମ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚାଲିଥିଲା ସଭା ଆଉ ହଠାତ୍ ରାଗରେ ଉଠିପଡ଼ିଲେ ମୁଖ୍ୟମନ୍ତ୍ରୀ । ସଭା ମଝିରେ ଇଞ୍ଜିନିୟରଙ୍କ ଆଗରେ ମୁଣ୍ଡ ନୁଆଇଁ ହାତ ଯୋଡିଲେ ମୁଖ୍ୟମନ୍ତ୍ରୀ ।
ଇଂଜିନିୟର ବାବୁ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ହଠାତ୍ କାହିଁକି ଏମିତି ସଭା ମଝିରେ ଆଉ ସମସ୍ତଙ୍କ ଆଗରେ ହାତ ଯୋଡିଲେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଆସୁଛି । ସଭା ଚାଲୁଥିବା ବେଳେ ଅଧା ସଭା ମଝିରୁ ମୁଖ୍ୟମନ୍ତ୍ରୀ ଉଠି ପଡିଲେ ଆଉ ଏଭଳି କାମ କରିଲେ । ସେ ରାଗରେ ଉଠି ପଡ଼ି ଅନୁରୋଧ କରିଲେ ଆଉ ରାଗ ତମତମ ହୋଇ ଇଞ୍ଜିନିୟର ବାବୁଙ୍କୁ ତାଗିଦ୍ କରିଲେ । ଏହିସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ସଭା ମଝିରେ ସମସ୍ତଙ୍କ ଆଗରେ ବିହାର ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତେଶ କୁମାର ରାଗି ଯାଇଥିଲେ ଆଉ ସେ ଉଠିପଡ଼ି ଏଭଳି ଇଞ୍ଜିନିୟର ବାବୁଙ୍କ ସହିତ ଏଭଳି କାମ କରିଥିଲେ । ଇଂଜିନିୟରଙ୍କ କାମକୁ ମୁଖ୍ୟମନ୍ତ୍ରୀ ଦେଖୁଥିଲେ ଆଉ ଏହି କାମ ଦେଖି ହଠାତ୍ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ସେ ଏହାପରେ ଇଞ୍ଜିନିୟର ଜଣଙ୍କୁ ତାଗିଦ୍ କରିଥିଲେ । ଏହାପରେ ସେ ଇଞ୍ଜିନିୟର ବାବୁଙ୍କ ପାଖକୁ ଆସି ହାତ ଯୋଡ଼ି ଥିଲେ । ଆଉ ଏହାସହ ତାଙ୍କ ପାଦ ମଧ୍ୟ ଛୁଇଁ ଦେଉଥିଲେ ।
ଇଂଜିନିୟର ବାବୁ ଜଣଙ୍କୁ ସେ କହିଥିଲେ କି କାମ ଜଲଦି ସାର । ହାତ ଯୋଡ଼ି ଏବେ ବିକାଶ କାର୍ଯ୍ୟ ଜଲଦି ସାରିବାକୁ ଇଞ୍ଜିନିୟର ବାବୁଙ୍କୁ କହିଲେ ମୁଖ୍ୟମନ୍ତ୍ରୀ । ବିହାରର ରାଜଧାନୀ ପାଟନାରେ ଏକ ବ୍ରିଜ ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଆଉ ଏହାକୁ ଜେପି ଗଙ୍ଗା ପଥ କୁହାଯାଉଛି । ପ୍ରକଳ୍ପ କାମ ଶୀଘ୍ର ସରୁ ନାହିଁ । ଆଉ ମୁଖ୍ୟମନ୍ତ୍ରୀ ଏହି କଥା ଶୁଣି ବା ଏହି କାମ ଦେଖି ଶୀଘ୍ର ବ୍ରିଜ କରିବାକୁ କହି ଇଞ୍ଜିନିୟରଙ୍କ ସହିତ ଏଭଳି କାମ କରିଥିଲେ ।