Jul 4, 2024, 17:06 IST

କେବଳ ଏହି ଭୁଲ ପାଇଁ ସତ ସଙ୍ଗରେ ଘଟିଗଲା ଏତେ ବଡ ଦୁର୍ଘଟଣା ଦେଖନ୍ତୁ କଣ ହେଲା ଏମିତି

Yh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଚାହୁଁ ଚାହୁଁ ଚାଲିଗଲା ୧୨୧ରୁ ଅଧିକ ଜୀବନ। ସତସଙ୍ଗରେ ପୋକ ମାଛି ପରି ଦଳା ଚକଟା ହୋଇ ଗୋଟେ ପରେ ଗୋଟେ ଚାଲିଗଲା ଜୀବନ। ହେଲେ କେହି କାହାକୁ ରକ୍ଷା କରିପାରିନଥିଲେ।
Bb
ଯେଉଁ ସତସଙ୍ଗ ସ୍ଥଳ ଭୋଜନ କୀର୍ତ୍ତନରେ କମ୍ପି ଉଠୁଥିଲା ସେହି ସତସଙ୍ଗ ସ୍ଥଳ କିଛି ସମୟ ପରେ ପାଲଟିଯାଇଥିଲା ଶ୍ମଶାନ। ଗତକାଲି ଉତ୍ତରପ୍ରଦେଶର ହାସ୍ୟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ସତସଙ୍ଗରେ ଦଳା ଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃ-ତ୍ୟୁ ହେଇଥିବା ବେଳେ ଅନେକ ଗୁରୁତର ଅବସ୍ଥାରେ ହାସ୍ୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହା ସହିତ ପୋଲିସ ତଦନ୍ତ ଜାରି ରଖିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡଖବର। 
Bb
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ, ଏତେ ବଡ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ତାର ସୁରକ୍ଷା ପ୍ରତି ପୁରା ଅଣଦେଖା କରାଯାଇଥିଲା। କେବଳ ଅବ୍ୟବସ୍ଥା ପାଇଁ ହିଁ ଏତେ ବଡ ଦୁ-ର୍ଘ-ଟ-ଣା ଘଟିଥିଲା। ଆଉ ଏକାସାଙ୍ଗରେ ଚାଲିଯାଇଛି ଏତେ ଜଣ ଲୋକଙ୍କ ଜୀବନ। କିଛି ବ୍ୟବସ୍ଥା କରିଥିଲେ ହୁଏତ ଏତେ ବଡ଼ ଅଘଟଣରୁ ଲୋକ ମାନେ ବଞ୍ଚି ଯାଇପାରିଥାନ୍ତେ। ପ୍ରଥମତଃ ୮୦ ହଜାର ଲୋକଙ୍କ ପାଇଁ ଅନୁମତି ନେଇ ୨ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରବେଶ କରାଯାଇଥିଲା। ସତସଙ୍ଗ ସ୍ଥଳରେ ପ୍ରବେଶ ଓ ପ୍ରସ୍ଥାନର ଦ୍ଵାର ନଥିଲା। 
କାର୍ଯ୍ୟକ୍ରମ ସ୍ଥଳରୁ ଜରୁରୀକାଳୀନ ରାସ୍ତା କରାଯାଇନଥିଲା। ଲକ୍ଷ ଲକ୍ଷ ଲୋକ ଥିଲେ ବି କୌଣସି ମେଡିକାଲ ଟିମ୍ ସେଠାରେ ଉପସ୍ଥିତ ନଥିଲା। ଲୋକଙ୍କ ଭିଡ ଓ ଗହଳି ଅନୁସାରେ କୌଣସି କୁଲର କିମ୍ବା ଫ୍ୟାନ ଲାଗିନଥିଲା। ଲୋକଙ୍କ ସମାଗମ ଅନୁସାରେ ଏତେ ଅଧିକ ଭଲ୍ୟୁଣ୍ଟର ବି ନଥିଲେ। ହୁଏତ ଏହିସବୁ ଦିଗ ପ୍ରତି ଧ୍ୟାନ ଦେଇଥିଲେ ଆଜି ଏତେ ବଡ଼ ଦୁ-ର୍ଘ-ଟ-ଣାକୁ ରୋକା ଯାଇପାରିଥାନ୍ତା। ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇପାରିଥାନ୍ତା।

Advertisement