Jun 29, 2024, 18:54 IST

ପୋଷ୍ଟ ଅଫିସରେ ଆସିଲା ନିଯୁକ୍ତି ସୁଯୋଗ ଦେଖନ୍ତୁ କେମିତି କରିବେ ଆବେଦନ ଯୋଗ୍ୟତା ମାତ୍ର ୧୦ମ ପାସ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଓଡ଼ିଶାର ପୋଷ୍ଟ ଅଫିସକୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପୋଷ୍ଟ ଅଫିସରେ ବାହାରିଥିବା ପୋଷ୍ଟ ବିଷୟରେ ଜାଣିପାରିବେ । ଏବେ ଏହି ପୋଷ୍ଟ ଅଫିସରେ ୪୦ ହଜାରରୁ ଅଧିକ ପୋଷ୍ଟ ବାହାରିଛି । ଏହି ପୋଷ୍ଟରେ ସିଧା ଭର୍ତ୍ତି ହେବେ କୌଣସି ପରୀକ୍ଷା ହେବ ନାହିଁ ବୋଲି ସୂଚନା ମିଳିଛି । 
Gh
ଅନଲାଇନ୍ ମାଧ୍ୟମରେ ଆପଣମାନେ ବାହାରିଥିବା ତାରିଖ ଜାଣିପାରିବେ । ଏହି ପୋଷ୍ଟ ଆବେଦନ କରିବାର ଆରମ୍ଭ ତାରିଖ ହେଉଛି ୧୫ ଜୁଲାଇ । ଏଥିରେ ଆପଣଙ୍କୁ ଦରମା ୧୮୮୦୦ ରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ । ଆପଣମାନେ ଦଶମ, ଯୁକ୍ତ ୨ ଏବଂ ଯୁକ୍ତ ୩ ପଢିଥିବା ଦରକାର । ଆପଣମାନେ ପାଠ ପଢୁଥିବା ଅନୁସାରେ କାମ ପାଇବେ । କେଉଁ ଜିଲ୍ଲାରେ କେତେ ପୋଷ୍ଟ ବାହାରିଛି ଆଉ କିପରି ଆପଣ ଆବେଦନ କରିବେ ଏହି ବିଷୟରେ ଆପଣମାନେ ସବୁ ଖବର ପାଇପାରିବେ । 
Gh
ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମ୍ପୂର୍ଣ୍ଣ ଖବର ଜାଣିପାରିବେ । ଆପଣ ପ୍ରଥମେ ଗୁଗଲ ଖୋଲିବେ । ଏହାପରେ Odisha job. Com ଟାଇପ କରନ୍ତୁ । ଏଥିରେ ଆପଣମାନେ ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ, ବ୍ଳକସ୍ତରୀୟ, ପଞ୍ଚାୟତସ୍ତରୀୟ ବାହାରିଥିବା ଚାକିରୀ ବିଷୟରେ ଜାଣିପାରିବେ । ଏହାପରେ ଲାଟେଷ୍ଟ ଜବ ଆପଣମାନେ କ୍ଲିକ୍ କରି ଅନେକ କିଛି ଜାଣିପାରିବେ । ଆପଣମାନେ ଅନଲାଇନ୍ ମୋଡରେ ଆବେଦନ କରିପାରିବେ । ଆପଣ ଦଶମ ପାସ କରିଥିଲେ ମଧ୍ୟ ଚାକିରୀ ପାଇପାରିବେ । ଜୁଲାଇ ମାସ ୨୫ ତାରିଖ ହେଉଛି ଆବେଦନ କରିବାର ଶେଷ ତାରିଖ ।
୫ ରୁ ୭ ହଜାର ପୋଷ୍ଟ ବାହାରିଛି । ୪୦ ହଜାରରୁ ଅଧିକ ପିଡି ପୋଷ୍ଟ ପୋଷ୍ଟ ଅଫିସରେ ବାହାରିଛି ଯାହା ସାମ୍ନାକୁ ଆସିବ । ଆପଣମାନେ ନିଜ ନିଜ ଡାକ ସେବାରେ ଏହି ପୋଷ୍ଟ ବିଷୟରେ ଜାଣିପାରିବେ । ଆପଣମାନେ ଡିଭିଜନ ଭିତ୍ତିରେ ମଧ୍ୟ ଜାଣିପାରିବେ । ଏବିପିଏମ୍ , ବିପିଏମ ଏବଂ ଡାକ ସେବକ ଭଳି ଅନେକ ପୋଷ୍ଟ ବାହାରିଛି । ଆପଣଙ୍କର ପ୍ରୋମୋଶନ ମଧ୍ୟ ହେବ । ଆପଣମାନେ ସବୁ ପ୍ରକାରର ଦସ୍ତାବିଜ୍ ସାଇତି ରଖନ୍ତୁ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ସବୁ ବିଷୟରେ ପୁରା ଖବର ଜାଣିପାରିବେ । ଆଉ ନିଜ ପୋଷ୍ଟ ଅଫିସରେ ବାହାରିଥିବା ପୋଷ୍ଟ ମଧ୍ୟ ଜାଣିପାରିବେ ।

Advertisement