Updated: Jul 7, 2024, 16:32 IST

ଲଞ୍ଚ ହେଲା ଜିଓର 5G ଶସ୍ତା ପ୍ଲାନ୍ ମାତ୍ର ୫୧ ଟଙ୍କାରୁ ଆରମ୍ଭ ଦେଖନ୍ତୁ କେମିତି ପାଇବେ ଆପଣ ଏହାର ନେନିଫିଟ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଯିଓ ନିକ ରିଚାର୍ଜ ପ୍ଲାଟଫର୍ମ କରିଛି ଉପଡେଟ। କମ୍ପାନୀ ଯିଓ ପ୍ଲାନ କରିଛି ବୃଦ୍ଧି। ଏଥିସହିତ ଏଥର ଆଲିମିଟେଡ ୫ଜି ଡାଟା ବି ସବୁ ପ୍ଲାନରେ ମିଳିବ ନାହିଁ। କମ୍ପାନୀ ସବୁଦିନ ୨ଜିବି ଡାଟା ବା ତା ଠାରୁ ଅଧିକ ପ୍ଲାନରେ ଏବେ ଅଲଲିମିଟେଡ ୫ଜି ଡାଟା ରହୁଛି। ୫ଜି ଡାଟା ଅପଡେଟ ପ୍ଲାନ୍ ରିମୁଭ କରିଛି କମ୍ପାନୀ। 
Hh
ଯିଓ ନୂଆ ୫ଜି ଡାଟା ବୁଷ୍ଟର ପ୍ଲାନ୍ ଲଞ୍ଚ କରିଛି। ଯାହାର ଦାମ ଆରମ୍ଭ ହେଉଛି ମାତ୍ର ୫୧ ଟଙ୍କାରୁ। ୫୧ ଟଙ୍କାରେ ଡାଟା ବୁଷ୍ଟରରେ ଯିଓ ୟୁଜରଙ୍କୁ ଅଲିମିଟେଡ ୫ଜି ସହିତ ୩ଜିବି ଡାଟା ମିଳିବ। ଏହାର ଭାଲିଡିଟି ଆକ୍ଟିଭ ବେସ ପ୍ଲାନ୍ ସହିତ ରହିବ। ଏମିତି ୟୁଜର ଯାହାଙ୍କ ପାଖରେ ଦେଢ଼ ଜିବି ଡାଟା ବିଶିଷ୍ଟ ଆକ୍ଟିଭ ପ୍ଲାନ୍ ଅଛି ଯାହାର ଭାଲିଡିଟି ଏକମାସ ପର୍ଯ୍ୟନ୍ତ ଥିବ। ସେମାନେ ଏହି ପ୍ଳାନ କିଣି ପାରିବେ। ଏହିପରି ଭାବେ ୧୦୧ ଟଙ୍କିଆ ପ୍ଲାନରେ ଅଲିମିଟେଡ ୫ଜି ସହିତ ୬ଜିବି ୪ଜି ଡାଟା ମିଳେ। 
ଏଥିପାଇଁ ୟୁଜରଙ୍କ ପାଖରେ ଆକ୍ଟିଭ ପ୍ଲାନ୍ ବେସ ପ୍ଲାନ୍ ମଧ୍ୟ ରହିଥିବା ଦରକାର। ଏହି ପ୍ଲାନରେ ୧ଜିବି କିମ୍ବା ଦେଢ଼ ଜିବି ଡାଟା ଥିବା ୟୁଜର ରିଚାର୍ଜ କରିପାରିବେ। ଏଥିପାଇଁ ୨ମାସର ଭାଲିଡିଟି ବିଶିଷ୍ଟ ପ୍ଲାନ୍ ରହିଥିବା ଆବଶ୍ୟକ। ଶେଷରେ ଆସିବ ୧୫୧ ଟଙ୍କିଆ ପ୍ଲାନ୍ ଯେଉଁଥିରେ ୟୁଜରଙ୍କୁ ଅଲିମିଟେଡ ୫ଜି ଡାଟା ସହିତ ୯ଜିବି ୪ଜିବି ଡାଟା ମିଳିବ। ଆଉ ଏହି ପ୍ଲାନକୁ ତିନିମାସର ଭାଲିଡିଟି ଏବଂ ସବୁଦିନ ଦେଢ ଜିବି ଡାଟା ପ୍ଲାନ ସହିତ ରିଚାର୍ଜ୍ ମଧ୍ୟ କରାଯାଇ ପାରିବ।

Advertisement