ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଓଲିଉଡ, ବଲିଉଡ୍ ଏବଂ ସିନେମା ଜଗତକୁ ନେଇ ଅନେକ ଖବର ଆସୁଥିବାର ଆପଣମାନେ ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଓଲିଉଡ ଜଗତର ଜଣେ କଳାକାରଙ୍କ ବିଷୟରେ ଅନେକ କିଛି ଖବର ଆପଣମାନେ ପାଇପାରିବେ । ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଅଶ୍ଵିନୀ ବର୍ମାଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।

ଏହି ଅଭିନେତା ଜଣକ ସବୁବେଳେ ତାଙ୍କ କାମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଭିନେତା ଅଶ୍ଵିନୀ ବର୍ମା ଅନେକ ଧାରାବାହିକ ଆଉ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଅଭିନେତା ଜଣକ ଏବେ ଏକ ସାକ୍ଷାତକାରରେ କିଛି କଥା କହିଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି କଥା ସବୁ ଜାଣିପାରିବେ । ଏହି ଅଭିନେତା ଜଣଙ୍କୁ ନେଇ ଅନେକ ଲୋକ ଅନେକ କିଛି କଥା କହିଥାନ୍ତି । ଆପଣମାନେ ସମସ୍ତେ ତ ଏହି ଅଭିନେତା ଜଣଙ୍କର ଗଡବଡ ଫିଲ୍ମ ଦେଖିଥିବେ ।

ଏହି ଅଭିନେତା ଜଣକ ଜଣକ ସେହି ଫିଲ୍ମରେ ଝିଅ ଭୂମିକାରେ ଅଭିନୟ କରିଥିଲେ । ଏହି ଅଭିନେତା ଜଣକ ଝିଅ ଭୂମିକାରେ ଅଭିନୟ ବହୁତ ସୁନ୍ଦର ଭାବରେ ଅଭିନୟ କରିଥିଲେ । ଆଉ ସେ ଏହି ଅଭିନୟ ପାଇଁ ବହୁତ ଖୁସି ଥିଲେ ବୋଲି କହିଛନ୍ତି । ତାଙ୍କୁ ଏହି ଯୁବତୀ ଭୂମିକାରେ ଅଭିନୟ କରିବାର ଦେଖି ତାଙ୍କ ପ୍ରଂଶସକମାନେ ବହୁତ ଖୁସି ଅଛନ୍ତି । ଏହି ବେଶରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ ବୋଲି ଏହି ଆଙ୍କର ଜଣକ କହିଥିଲେ ।
ଆଉ ତାଙ୍କୁ ଲୋକମାନେ ଚକୋଲେଟ୍ ହିରୋ ବୋଲି କହିଥାନ୍ତି । ତାଙ୍କୁ ଦର୍ଶକମାନେ ବହୁତ ଭଲ ପାଇଥାନ୍ତି । ଏହି ଫିଲ୍ମ ସୁଟିଂ ସମୟରେ ଅଭିନେତା ଜଣଙ୍କ ସହିତ ଏଭଳି କିଛି ଘଟଣା ଘଟିଥିଲା ଯାହା ବହୁତ ମଜାଳିଆ ଥିଲା । ଏହି ଫିଲ୍ମର ସୁଟିଂ ସମୟରେ ଏହି ଅଭିନେତା ଜଣକ ଚୁଡ଼ିଦାର ପିନ୍ଧି ଥିଲେ । ଆଉ ସେ ବାହାରକୁ ବାହାରି ଆସିଥିଲେ । ସେଠାରେ ସେ ବାହାରିବା ପରେ ଅଧିକ ଲୋକ ଥିଲେ ଆଉ ସେଠାରେ ପରିସ୍ରା କରିବାକୁ ଅନେକ ଝିଅ ଆସିଥିଲେ । ପୁଅ ହୋଇ ମଧ୍ଯ ସେ ସେଠାରେ ଥିଲେ ଆଉ ଶେଷରେ ସେ ନିଜକୁ ପୁଅ କହି ପଳାଇ ଆସିଥିଲେ । ଏହି ଅଭିନେତା ଜଣକ ଝିଅ ବେଶରେ ପୁରା ଝିଅ ଭଳି ଦେଖା ଯାଇଥାନ୍ତି । ଏବେ ଏହାକୁ ନେଇ ଅନେକ କିଛି କଥା କହିଛନ୍ତି ଏହି ଅଭିନେତା ଜଣକ ।