ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ଦଶମ ଶ୍ରେଣୀ ଝିଅ ଗର୍ଭବତୀ ହୋଇଥିବା ଖବର ତ ଦେଖିଥିବେ । ଏହି ଦଶମ ଶ୍ରେଣୀର ଝିଅ ଦଶମ ପରୀକ୍ଷା ଦେବାକୁ ଯାଇଥିଲା ଆଉ ସେ ସନ୍ଧ୍ୟା ସମୟରେ ହଷ୍ଟେଲ ଛାତ ଉପରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା । ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି । ଏହି ଘଟଣାକୁ ନେଇ ଅନେକ ଖବର ଆସିଛି । ଏବେ କିଛି ଖବର ସାମ୍ନାକୁ ଆସିଛି ବୋଲି ଜଣାପଡିଛି । ଏବେ ଏହି ଝିଅ ସହ ଏଭଳି କାମ କରିଥିବା ଯୁବକ ଜଣଙ୍କୁ ପୋଲିସ ଗିରଫ କରିଛି ।

ପୋଲିସ ଏହି ଯୁବକ ଜଣଙ୍କୁ ଗିରଫ କରିବା ପରେ ଏବେ ଏହି ଯୁବକ ଜଣକ କହୁଛି ସେ ଆଉ କୌଣସି ଦଶମ ଶ୍ରେଣୀ ଝିଅକୁ ଗର୍ଭବତୀ କରାଇବ ନାହିଁ । କେଉଁ ଦଶମ ଶ୍ରେଣୀ ଝିଅକୁ ସେ ଆଉ ପ୍ରେମ କରିବ ନାହିଁ । ଆଉ କୌଣସି ଝିଅକୁ ଭଲ ପାଇ ମାଆ କରିବ ନାହିଁ । ଏବେ ଏଭଳି କିଛି କହୁଛି ଏହି ଦଶମ ଶ୍ରେଣୀକୁ ଗର୍ଭବତୀ କରାଇଥିବା ବା ତାକୁ ମାଆ କରାଇଥିବା ଯୁବକ । ଏବେ ସେ କ୍ଷମା ମାଗୁଛି । ଆଉ କ୍ଷମା କରିଦିଅ ବୋଲି କହୁଛି ।

ଏହି ଯୁବକ ଜଣକ ହେଉଛନ୍ତି ସୁଶାନ୍ତ ଯାହାଙ୍କ ବୟସ ହେଉଛି ୨୨ ବର୍ଷ । ତଥାପି ସେ ଗୋଟିଏ ଛୁଆର ବାପା ହୋଇଯାଇଛି । ଏହି ଯୁବକ ଜଣକ କାହାକୁ ବିବାହ ନକରି ବାପା ହୋଇ ଯାଇଛନ୍ତି । ଏହି ଘଟଣା ବିଷୟରେ ତ ସାରା ଓଡ଼ିଶା ଜାଣିଥିବ । ସାରା ଓଡ଼ିଶା ଏବେ ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ହୋଇ ରହିଛି । ଏହି ଯୁବକ ଜଣଙ୍କୁ ଆପଣମାନେ ଏହି ଭିଡିଓରେ ଦେଖିପାରିବେ । ନୀଳ ରଙ୍ଗର ସାର୍ଟ ପିନ୍ଧି ଏହି ଯୁବକ ଜଣକ ଛିଡ଼ା ହୋଇଛନ୍ତି ।
ଏହି ଯୁବକ ଜଣକ ନାବାଳିକା ଦଶମ ଶ୍ରେଣୀର ଝିଅକୁ ଗର୍ଭବତୀ କରାଇ ଆଜି ଜେଲ ଭିତରେ ଭର୍ତ୍ତି ହୋଇଛି । ଆଉ ଏବେ ଏହି ଯୁବକ ଜଣକ ଆଉ କେବେ ଭୁଲ କରିବ ନାହିଁ ବୋଲି କହୁଛି । ଏହି ଯୁବକ ଜଣକ ନାବାଳିକା ଝିଅକୁ ପ୍ରେମ କରି ଗର୍ଭବତୀ କରାଇ ଦେଇଥିଲା । ଆଉ ଦଶମ ପରୀକ୍ଷା ଦେଉ ଦେଉ ହଷ୍ଟେଲ ଛାତ ଉପରେ ଛୁଆ ଜନ୍ମ କରିଥିଲା । ଆଉ ଝିଅକୁ ଏଭଳି ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ନାବାଳିକା ଝିଅ ଏହି ଯୁବକ ବିଷୟରେ ଜଣାଇଥିଲା । ଆଉ ତାପରେ ପୋଲିସ ତଦନ୍ତ କରି ଏହି ଯୁବକ ଜଣଙ୍କୁ ଗିରଫ କରିଥିଲା । ଏବେ ଯୁବକ ଜଣକ ଏଭଳି କଥା କହୁଛି ।