May 20, 2024, 18:19 IST

ନିଶା ଖାଇ ଥାନାରେ ଉତ୍ପାତ ହେଲେ JE ମାଡାମ ଦେଖନ୍ତୁ ଆସିଲା VIRAL VIDEO

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ
ଅନେକ କିଛି କଥା ଜାଣି ପାରୁଛନ୍ତି । ଆପଣମାନେ ଏହି ଭିଡିଓ ମାଧ୍ୟମରେ JE ମ୍ୟାଡାମ କଣ ସବୁ କରୁଛନ୍ତି ତାହା ଆପଣମାନେ ଜାଣିପାରିବେ । ଏହି JE ମ୍ୟାଡାମ ଜଣକ ନିଶାସକ୍ତ ଅବସ୍ଥାରେ ଏଭଳି କାମ କରୁଛନ୍ତି ବୋଲି ଅଭିଯୋଗ ଆସିଛି ।
Vh
ନିଶା ଖାଇ ଥାନାରେ ଉତ୍ପାତ ହେଉଛନ୍ତି JE ମ୍ୟାଡାମ । ନିଶା ଖାଇ ପୁରା ନିଶାରେ ମାତାଲ୍ ହେଲେ JE ମ୍ୟାଡାମ । ଆଉ ସେ ଏକ ଘଣ୍ଟା ଧରି ଥାନାରେ ଉତ୍ପାତ କରିଲେ । ନିଶାସକ୍ତ ଅବସ୍ଥାରେ ଏକ ଘଣ୍ଟା ଧରି ଥାନା ଅଧିକାରୀଙ୍କୁ ନାକେଦମ କରିଲେ JE ମ୍ୟାଡାମ ।
ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଏଭଳି ରୂପ ଦେଖାଉଛନ୍ତି ମହିଳା କନିଷ୍ଠ ଯନ୍ତ୍ରୀ ସୋନାଲି ମଲ୍ଲିକ । ନିଶାରେ ମାତାଲ୍ ଅଛନ୍ତି ଏହି JE ମ୍ୟାଡାମ । ସେ ମଦ ପିଇ ଗାଡ଼ି ଚଲାଉଥିବା ବେଳେ ବାଇକକୁ ଧକ୍କା ଦେଇଥିଲେ । ଆଉ ତାଙ୍କ କାର ବାଇକ୍ ସହ ପିଟି ହେବା ପରେ ଏବେ ସେ ଥାନାରେ।
ଧକ୍କା କରିଥିବାରୁ ମ୍ୟାଡାମ୍ ଜଣଙ୍କୁ ଥାନାକୁ ଆଣିଛନ୍ତି ପୋଲିସ ବାବୁ । ଆଉ ଥାନାରେ ସେହି JE ମ୍ୟାଡାମ ଆସି ଉତ୍ପାତ କରୁଥିଲେ । ସେ ମଦ ପିଇଛନ୍ତି କି ନାହିଁ ଫୁଙ୍କି କରି ଟେଷ୍ଟ କରିଥିଲେ । କିନ୍ତୁ ଏହାପରେ ସେହି JE ମ୍ୟାଡାମ ଜଣକ କହୁଛନ୍ତି ସେ ମଦ ପିଇଛନ୍ତି 
Bh
ସେ ଫୁଙ୍କିଲେ କଣ ବାହାରିଲା ବାହାରିଲା । ଏହି JE ମ୍ୟାଡାମ ଜଣଙ୍କର କାରନାମା ଆପଣମାନେ ଥାନା ଭିତରେ ଦେଖିଥିବେ । ମ୍ୟାଡାମ ଜଣକ ଏଭଳି ନିଶାରେ ଅଛନ୍ତି ଯେ କେଉଁ ସ୍ଥାନରେ ସେ ଦୁର୍ଘଟଣା କରିଥିଲେ ତାହା ସେ ଭୁଲି ଯାଇଛନ୍ତି ।
ସେ କହିଛନ୍ତି ସେ କିଛି କରି ନାହାଁନ୍ତି । ଆଉ ଯଦି କେଉଁଠି ଭିଡ ଭିତରେ ତାଙ୍କ ଗାଡ଼ି ବାଜି ଯାଇଛି । ତାଙ୍କ ଘର ଜଗତସିଂହପୁର ଆଉ ସେ କଟକ ଆସିଥିଲେ ଶାଢ଼ୀ କିଣିବାକୁ । ସେ ଥାନା ଭିତରେ କିଛି କରି ନାହାନ୍ତି ବୋଲି କହିଛନ୍ତି ।
ଏଭଳି ଘଟଣା କଟକ ଜିଲ୍ଲା ଚାଉଳିଆଗଞ୍ଜ ଥାନାରେ ଦେଖିବାକୁ ମିଳିଥିଲା । ଧକ୍କା ହୋଇଥିବା ବାଇକ୍ ଚାଳକ ଜଣକ କହିଛନ୍ତି ଏହି ମହିଳାଙ୍କୁ ଦେଖିଲେ ଲାଗୁ ନାହିଁ ସେ ସରକାରୀ ଚାକିରି କରିଛନ୍ତି । ସେ ଅସଭ୍ୟ ଭାଷାରେ ଯୁବକ ଜଣଙ୍କୁ ଗାଳି ଗୁଲଜ କରିଛନ୍ତି । ଏବେ ସେହି JE ମ୍ୟାଡାମଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି ।

Advertisement