Jan 23, 2025, 12:01 IST

ଜନସେବା କେନ୍ଦ୍ରରେ ଝିଅକୁ ଦୁ-ଷ୍କ-ର୍ମ ବାପା ଦେଖି ଆଶ୍ଚର୍ଯ୍ୟ ଆଉ ତାପରେ

Hhh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆଜିକାଲି ଦୁନିଆରେ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ଦୁନିଆରେ ଲୋକମାନେ ଏଭଳି ସବୁ କାମ କରନ୍ତି ଯାହା ନିନ୍ଦନୀୟ ଅଟେ । ଏବେ ଜଣେ ଜନସେବା କେନ୍ଦ୍ରର ମାଲିକ କରିଛି କିଛି ଏଭଳି ନିନ୍ଦନୀୟ କାମ ଯାହା ପାଇଁ ସେ ଆଜି ଛେଚା ଖାଇଛି । ଏହି ଜନସେବା କେନ୍ଦ୍ରର ମାଲିକ କରିଛି ଏଭଳି ନିନ୍ଦନୀୟ କାମ । ଲୋକମାନେ ଜନସେବା କେନ୍ଦ୍ର ଯାଇ ସେଠାରେ ତାଙ୍କର କିଛି ଅନଲାଇନ୍ ସମସ୍ୟା ସମାଧାନ କରିଥାନ୍ତି ।
Hh
କିନ୍ତୁ ଜନତାଙ୍କ ସେବା କରିବା ପରିବର୍ତ୍ତେ ଜନସେବା ମାଲିକ କରିଥିଲା ଏଭଳି କିଛି । ଏହି ବ୍ୟକ୍ତି ଜଣକ ସେଥିପାଇଁ ଗାଁ ଲୋକଙ୍କ ଠାରୁ ମାଡ ମଧ୍ୟ ଖାଇଥିଲା । ଆଧାର କାର୍ଡ ଠିକ୍ କରିବାକୁ ବାପା ଆଉ ଝିଅ ଜନସେବା କେନ୍ଦ୍ରକୁ ଯାଇଥିଲେ । ଆଉ ସେଠାରେ ତାଙ୍କର ଜନ୍ମଦିନ ତାରିଖ ଠିକ୍ କରିବାକୁ ବାପା ଜଣକ କହିଥିଲେ ଆଉ ଜନସେବା ମାଲିକ କହିଥିଲେ ଝିଅର ସ୍କୁଲ ଯାଇ ବୁଝି ଆସ ସେ ସବୁ କରିଦେବେ । ଜନସେବା କେନ୍ଦ୍ରରେ ଝିଅକୁ ଏକୁଟିଆ ବସାଇ ଦେଇ ବାପା ଜଣକ ସ୍କୁଲକୁ ବୁଝିବାକୁ ଯାଇଥିଲେ ।
Gg
ଆଉ ଝିଅକୁ ଏକା ପାଇ ତାର ଦେହରେ ହାତ ମାରିଥିଲା ଜନସେବା କେନ୍ଦ୍ରର ମାଲିକ । ଆଉ ଏହାପରେ ତାସହ ଦୁ-ଷ୍କ-ର୍ମ କରିବାକୁ ଚେଷ୍ଟା କରିଥିଲା । ଏହି ଝିଅ ଜଣକ ସେଠାରୁ ଦୌଡ଼ି ପଳେଇ ଆସିଥିଲେ । ଆଉ ଏହିସବୁ କଥା ସେ କହିବା ପରେ ଗ୍ରାମବାସୀ ଏହି ଜନସେବା କେନ୍ଦ୍ରର ମାଲିକ ଜଣଙ୍କୁ ନିର୍ଦ୍ଧୁମ ଛେଚି ଦେଇଥିଲେ । ସେଠାରେ ଲୋକମାନେ ଏକାଠି ହୋଇଗଲେ ଆଉ ଏହି ଜନସେବା କେନ୍ଦ୍ରର ମାଲିକ ଜଣଙ୍କୁ ଉତ୍ତମ ମଧ୍ୟମ ଦେଲେ । ଏହି ଘଟଣା ଏବେ ଥାନାରେ ମାମଲା ରୁଜୁ ହୋଇଛି । 
ପୋଲିସ ଏବେ ଏହି ଅଭିଯୁକ୍ତ ଜଣଙ୍କୁ ଅଟକ ରଖି ତାର କାର୍ଯ୍ୟାନୁଷ୍ଠାନ ଚଲାଉଛି । ଏହି ଜନସେବା କେନ୍ଦ୍ରର ମାଲିକ ନାଁରେ ଏବେ ମାମଲା ରୁଜ୍ଜୁ ହୋଇଛି । ଏହିଭଳି ଅଭାବନୀୟ ଘଟଣା ଆନନ୍ଦପୁର ଉପକଣ୍ଠରେ ଦେଖିବାକୁ ମିଳିଛି । ସକାଳ ସମୟରେ ଏହି ଘଟଣା ଘଟିଥିଲା ଆଉ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିଲା । ଆଧାର କାର୍ଡ ଅପଡେଟ ପାଇଁ ୧୧ ବର୍ଷୀୟ ଝିଅ ତାର ବାପାଙ୍କ ସହିତ ଯାଇଥିଲେ ଆଉ ସେଠାରେ ଏଭଳି ଘଟଣା ଘଟିଥିଲା । ଏବେ ଅଭିଯୁକ୍ତ ଯୁବକ ସୁଜିତ୍ କୁମାର ସାହୁଙ୍କୁ ପୋଲିସ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Advertisement