ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ ଖବର ପାଇପାରିବେ । ଏବେ କାର୍ତ୍ତିକ ମାସ ଚାଲିଛି । ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକମାନେ ଡଙ୍ଗା ଭସାଇବାକୁ ଯାଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କୌଣସି ଏକ ସ୍ଥାନରେ ଏହି ପର୍ବ ପାଳନ ହେଉଥିବାର ଜାଣିବା ସହ ଆଜିକାଲି ଯୁବପିଢୀଙ୍କ ଭିତରେ ଏହାକୁ ନେଇ କଣ ସବୁ ଭାବନା ଥାଏ ତାହା ଜାଣିପାରିବେ ।
ସେଠାକୁ ଜଣେ ରିପୋର୍ଟର ଯାଇ ଏହି ବିଷୟରେ ପଚାରିଛନ୍ତି । ଏହି ଯୁବତୀ ଜଣକ କୋଚିଙ୍ଗ ନେଉଛନ୍ତି । ସେମାନେ ହଷ୍ଟେଲରେ ରହୁଛନ୍ତି । ଏହି ଯୁବତୀ ଜଣକ ଜୟଦେବ ବିହାରରୁ ଆସିଛନ୍ତି । ସକାଳୁ ସକାଳୁ ଉଠି ଆସିବା ଆଉ ଡଙ୍ଗା ଭସାଇବା ଆଜିର କାମ । ଏହି ଯୁବତୀ ଜଣକ ୪ଟା ବେଳେ ଉଠି ନିଜର ନିତ୍ୟକର୍ମ ସାରି ସଜବାଜ ହୋଇ ଡଙ୍ଗା ଭସାଇବାକୁ ଆସିଛନ୍ତି ବୋଲି କହିଛନ୍ତି । ଏହି ରିପୋର୍ଟର ଜଣକ ଅନେକ ପ୍ରଶ୍ନ ପଚାରିଛନ୍ତି ଆଉ ତାଙ୍କ ସହିତ ଅନେକ କିଛି କଥା ହୋଇଛନ୍ତି ଯାହା ଏହି ଭିଡିଓରେ ଜଣାପଡିଛି ।
ଏହି ଯୁବତୀ ଜଣକ କାର୍ତ୍ତିକ ମାସରେ ଆମିଷ ଖାଉ ନଥିଲେ ଆଉ ତାଙ୍କର ଅନେକ ସାଙ୍ଗ ମଧ୍ୟ ଆମିଷ ଖାଆନ୍ତି ନାହିଁ । ରିପୋର୍ଟର ଜଣକ ତାଙ୍କୁ ପଚାରିଥିଲେ କି ସେ ଭଗବାନଙ୍କୁ କଣ ମାଗିଲେ । ଆଉ ଏହି କଥା ଶୁଣି ସେ କହିଥିଲେ ଅର୍ଥାତ୍ ଛାତ୍ରୀ ଜଣକ କହିଛନ୍ତି ସେ ଚାକିରୀ କରିବାକୁ ଭଗବାନଙ୍କୁ ଡାକିଲେ । ଏହାପରେ ରିପୋର୍ଟର ଜଣକ କହିଥିଲେ ସ୍ଵାମୀ ଦରକାର ନାହିଁ । ଏହି ପ୍ରଶ୍ନର ଉତ୍ତର ଶୁଣି ଯୁବତୀ ଜଣକ କହିଛନ୍ତି । ସ୍ଵାମୀ ଦରବାର ନାହିଁ ଚାକିରୀ ଦରକାର ।
ଆଉ ଚାକିରୀ କରିଲେ ସ୍ଵାମୀ ଆପେ ଆପେ ଆସିବେ । ଏବେ ସେ ଠିକ୍ ଅଛନ୍ତି ଆଉ ତାଙ୍କର ସ୍ଵାମୀ ଦରକାର ନାହିଁ । ସେ ଆଇପିଏସ ହେବାକୁ ଚାହୁଁଛନ୍ତି । ଆଉ ସେଥିପାଇଁ ସେ କୋଚିଙ୍ଗ ନେଉଛନ୍ତି । ସେ ଚାକିରୀ କରିଲେ ପ୍ରଥମେ ଏହି ଗାଡ଼ି ସବୁ ଅଟକାଇବେ । ଆଉ ଗାଡ଼ି ରାସ୍ତାରେ ବୁଲୁଛି ଏହାକୁ ସେ ଅଟକାଇବେ ବୋଲି କହିଛନ୍ତି । ଏଭଳି ଅନେକ କଥା ଆଉ ନିଜ ସ୍ବପ୍ନ ବିଷୟରେ ଅନେକ କଥା ଏହି ଯୁବତୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।