Updated: May 19, 2024, 14:14 IST

ଆଉ ଜେ-ଲ୍ ଯିବେନି ଅନୁଭବ.. ଫେଲ୍ ମାରିଲା ପ୍ଲାନ୍..

Yy

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବର୍ଷା ଙ୍କ ଅଭିଯୋଗ ପରେ JMFC କୋର୍ଟ ଅନୁଭବ ଙ୍କ ପାଇଁ ଜାମିନ ବିହୀନ ନୋଟିସ ଜାରୀ କରିଥିଲେ। କୁଆଡେ ଅନୁଭବ ଗିରଫ ହୋଇ ଥାଆନ୍ତେ ଆଉ ତାଙ୍କୁ ଜାମିନ ମିଳି ନଥାନ୍ତା।
ହେଲେ ହାଇକୋର୍ଟ ଆଜି ସେହି NBW କୁ ସ୍ଥଗିତ କରିଛନ୍ତି। କାରଣ ଏବେ ଯେଉଁ କଥା କୁ ସନ୍ଦେହ ଥିଲା ତାହା ହିଁ ଘଟି ଯାଇଛି। ବର୍ଷା ଆସିଥିଲେ ଆଉ କଟକ ପୁରୀଘାଟ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।
Hh
କହିଥିଲେ କି ତାଙ୍କୁ ନିର୍ଯାତନା ଦିଆ ଯାଉଛି, ଅନୁଭବ ଓ ତାଙ୍କର ଦୁଇ ସହଯୋଗୀ ନିର୍ଯାତନା ଦେଉଛନ୍ତି ବୋଲି କହି ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ହେଲେ ଏପଟେ ଅନୁଭବ ପୁରାପୁରି ଚୁପ୍ ଥିଲେ।
ବର୍ଷାଙ୍କ ଅଭିଯୋଗ ପରେ JMFC କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରୀ କରିଥିଲେ। ତଥାପି ଅନୁଭବ ଚୁପ୍ ରହିଥିଲେ। ହେଲେ ମେ ୨୩ ତାରିଖରେ କୋର୍ଟ ର ଦ୍ଵିତୀୟ ଶୁଣାଣି ଭିତରେ ଅନୁଭବ ଙ୍କୁ ଗିରଫ କରିବାକୁ ନୋଟିସ ବାହାରିଥିଲା।
Yu
ଯେତେବେଳେ ଅନୁଭବ ଙ୍କୁ ଗିରଫ କରିବାକୁ JMFC କୋର୍ଟ ପୁରୀଘାଟ ଥାନାକୁ ନୋଟିସ କରିଥିଲେ ସେତେବେଳେ ଅନୁଭବ ଙ୍କ ମୁଣ୍ଡ ବିଗିଡ଼ି ଯାଇଥିଲା। ଏବେ ଅନୁଭବ ମହାନ୍ତି ଏଭଳି କିଛି କରିଥିଲେ କି ତାଙ୍କ ନାମରେ ଯେଉଁ ଜାମିନ ବିହୀନ ୱାରେଣ୍ଟ ବାହାରିଥିଲା ତାହାକୁ ସ୍ଥଗିତ ରଖା ଗଲା।
ଏଥିରୁ ଜଣା ପଡିଥିଲା କି ଅନୁଭବ ଙ୍କ ପାୱାର କେତେ। ସବୁବେଳେ ଚୁପ୍ ରହୁଥିବା ଲୋକ କିଛି ଜାଣିନି ବୋଲି ଭାବିବା ଭୁଲ।ଏକଥା ଏବେ ଅନୁଭବ ମହାନ୍ତି ପ୍ରମାଣିତ କରି ଦେଇଛନ୍ତି। ଏହି କଥାକୁ ନେଇ ଚାରିଆଡ଼େ ଏହା ଚର୍ଚ୍ଚା ହେଉଥିଲା କି ଅନୁଭବ ମହାନ୍ତି ଗିରଫ ହେବେ ବୋଲି ତାହା ବର୍ତ୍ତମାନ୍ ବନ୍ଦ ହୋଇ ଯାଇଛି।
ଏବେ ହାଇକୋର୍ଟ ର ଏହି ନୋଟିସ କୁ ମଧ୍ୟ ସମସ୍ତେ ସ୍ବାଗତ କରିଛନ୍ତି। ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement