Updated: May 9, 2024, 18:01 IST

ସାମାନ୍ୟ ରସଗୋଲା ପାଇଁ ଭାଙ୍ଗିଗଲା ବାହାଘର ଦେଖନ୍ତୁ କଣ ହେଲା ଏମିତି ଯେ ଘଟିଗଲା ଏତେବଡ଼ ଅଘଟଣ

Nn

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ତେବେ ବନ୍ଧୁଗଣ ଆପଣମାନେ ଅନେକ ସମୟରେ ଶୁଣିଥିବେ ଯେ ବିବାହ ଋତୁ ଆସିଲେ ଯୌ-ତୁ-କ କୁ ନେଇ ବରଯାତ୍ରୀ ଓ କନ୍ୟା ଘର ମଧ୍ୟରେ ଝଗଡା ହୋଇଥାଏ।କିନ୍ତୁ ବର୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ତେବେ ଏଠାରେ ଏକ ବିବାହ ସମାରୋହରେ ଚାଲିଥିଲା। ଯେଉଁଠାରେ ରସଗୋଲା ଖାଇବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଝଗଡା ହୋଇଥିଲା। ବନ୍ଧୁଗଣ ବରଯାତ୍ରୀ ମିଠା ଖାଇବାକୁ ନପାଇବାରୁ ବର ନିଜେ ଆସି କନ୍ୟାଘର ଲୋକଙ୍କ ସହ ହଙ୍ଗାମା କରିଥିଲେ। 
ଏସବୁ ଦେଖି ରାଗିଯାଇଥିଲେ କନ୍ୟା , ବାହା ହେବେନି ବୋଲି ମନାକରି ବେଦୀରୁ ଉଠି ଯାଇଥିଲେ। ଏଥର ମଟନ୍ ନୁହେଁ ରସଗୋଲା ପାଇଁ ଭାଙ୍ଗିଲା ବାହାଘର। ଅଧା ବାହା ହୋଇ ବେଦୀରୁ ଉଠିଗଲା ବର, ଯେତେ ବୁଝାଇଲେ ବି କିଛି ଶୁଣିଲେନି।
Bb
ସତ ଜାଣିବା ପରେ ରାଗିଗଲେ କନିଆଁ, ସିଧା ସିଧା ବାହା ହେବାକୁ ମନା କଲେ। ବାହାଘର ଭାଙ୍ଗିଦେଲା ରସଗୋଲା। ତେବେ ବନ୍ଧୁଗଣ ସରିଗଲା ମିଠା ଫେରିଗଲା ବର। ସାମନ୍ୟ ମିଠା ପାଇଁ ବନ୍ଧୁ ଏଠି ବନ୍ଧୁକୁ ଭୁଲି ଯାଉଛି। 
ଆଉ ବରଯାତ୍ରୀ ମିଠା ଖାଇବାକୁ ନପାଇବାରୁ ହାଙ୍ଗାମା ହୋଇଛି। ଖାଲି ସେତିିକି ନୁହେଁ ବରଯାତ୍ରୀ ମିଠା ଖାଇବାକୁ ନପାଇ ବର ନିଜେ ଆସି କନ୍ୟଘର ଲୋକଙ୍କ ସହ ହଙ୍ଗାମ। କରିଥିଲେ। ଯାହାକୁ ଦେଖି ରାଗିଯାଇଥିଲେ କନ୍ୟା , ବାହା ହେବେନି ସିଧା ବାହା ବେଦୀରୁ ଉଠି ଯାଇଥିଲେ।
ଯିଏ ଯେତେ ବୁଜେଇଲେ ମଧ୍ୟ ବାହା ,ହେବାକୁ ରାଜି ହୋଇ ନଥିଲେ କନ୍ୟା। ଫଳରେ ଶିଶୁପାଳ ହୋଇ ଫେରିବାକୁ ପଡିଛି। ତେବେ ବନ୍ଧୁଗଣ ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି।

Advertisement