May 30, 2024, 16:43 IST

ଅନେକ ଦିନରୁ ଚାଲିଥିଲା ଏମିତି ଏବେ ଏବେ ଆସିଲା ବହୁତ୍ ବଡ଼ ଖବର ଦେଖନ୍ତୁ କଣ ରହିଥିଲା ପ୍ରକୃତ କାରଣ

Hg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ କ୍ରିକେଟ ଜଗତକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି ।
Yh
ଏବେ ଭାରତୀୟ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ଖବର ଆସୁଛି । ସେ ତାଙ୍କର ବ୍ୟକ୍ତିଗତ ଜୀବନରେ ଘଟୁଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ଏହି କ୍ରିକେଟର ଏବଂ ତାଙ୍କ ସ୍ତ୍ରୀ ପରସ୍ପର ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ।କୌଣସି ଏକ ଛୋଟ ଘଟଣା ପାଇଁ ସେମାନେ ପରସ୍ପର ଠାରୁ ସବୁଦିନ ପାଇଁ ଅଲଗା ହେବା ପାଇଁ ଛାଡ଼ପତ୍ର ଆବେଦନ କରିଛନ୍ତି ।
ଏବେ ତାଙ୍କର ଛାଡ଼ପତ୍ର ଏବଂ ତାଙ୍କ ସମ୍ପର୍କକୁ ନେଇ ନୂଆ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶାଙ୍କ ଛାଡ଼ପତ୍ର ମାମଲାକୁ ନେଇ ଆସିଲା ନୂଆ ମୋଡ । ନତାଶା ଆଉ ହାର୍ଦିକ ପାଣ୍ଡ୍ୟାଙ୍କ ଛାଡ଼ପତ୍ର ହେବା ଖବର ଅଫିସିଆଲ୍ ନହେଲେ ମଧ୍ୟ ଏନେଇ ଅନେକ ଖବର ଆସୁଥିବା ବେଳେ ଏହାକୁ ନେଇ ଅନେକ କିଛି ତଥ୍ୟ ଆସୁଛି । 
Gg
ଏବେ ଖବର ଆସିଛି କି ନତାଶା ଆଉ ହାର୍ଦିକ ପାଣ୍ଡ୍ୟାଙ୍କ ବିବାହ ଏକ ସର୍ତ୍ତକୁ ନେଇ ହୋଇଥିଲା । ଅର୍ଥାତ୍ ତାଙ୍କ ବିବାହରେ ସର୍ତ୍ତ ଥିଲା । ଆଉ ଏହି ଖୁଲାସା ନତାଶାଙ୍କ ଜଣେ ନିକଟତମ ବନ୍ଧୁ ଖୋଲିଛନ୍ତି । ଏହି ଦମ୍ପତ୍ତି ଅନେକ ମାସ ହେବ ଅଲଗା ହୋଇଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ସମ୍ପର୍କ ଜମାବି ଭଲ ନାହିଁ ।
ଏକ ମିଡ଼ିଆ ଚ୍ୟାନେଲକୁ ତାଙ୍କର ନିକଟତମ ବନ୍ଧୁ ଏହି କଥା କହିଛନ୍ତି । ଦୁଇଜଣଙ୍କ ବୈବାହିକ ସମ୍ବନ୍ଧ ଏବେ ଭଲ ନାହିଁ । ଆଉ ସେମାନଙ୍କର ବୈବାହିକ ଜୀବନରେ ଝଡ ଆସିଛି । ଉଭୟ ଉଭୟଙ୍କ ସହିତ କଥା ହେଉ ନାହାନ୍ତି ।ଏହି ଦୁଇଜଣ ୨୦୨୦ ମସିହାରେ ବିବାହ କରିଥିଲେ । ତାଙ୍କର ଗୋ ଟିଏ ପୁଅ ମଧ୍ୟ ଅଛି । ଏବେ ପରିସ୍ଥିତି ବହୁତ ଜଟିଳ ହୋଇପଡିଛି ।
ନତାଶା ଆଉ ହାର୍ଦିକ ପାଣ୍ଡ୍ୟା ଭଲପାଇ ବିବାହ କରିଥିଲେ । ଇଂଲଣ୍ଡ ସହିତ ଭାରତର ବିଶ୍ୱକପ୍ ୨୦୧୯ ମସିହାରେ ହେଉଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ଆଉ ସେତେବେଳେ ନତାଶା ଗର୍ଭବତୀ ହୋଇଥିଲେ । ସେମାନେ ଏହି ସଂପର୍କକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ । ଏହି କାରଣ ପାଇଁ ସେମାନେ ନିର୍ବନ୍ଧ ସହ ବିବାହ କରିଥିଲେ । ତାଙ୍କର ବିବାହରେ ସର୍ତ୍ତ ଥିଲା କି ଯିଏ ଯାହା ସହିତ ପାରିବ ରହିପାରିବ ।

Advertisement