Jun 6, 2024, 22:36 IST

ସତରେ କଣ ପାଣ୍ଡୁ ତାମିଲନାଡୁ ଫେରାର କି ??ସାମ୍ନା କୁ ଆସିଲା ତାଙ୍କ ତାମିଲ ଟ୍ରେନ ଟିକେଟ...

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ପାଣ୍ଡିଆନ ଙ୍କ ଟ୍ରେନ୍ ଟିକେଟ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଏବେ ସାରା ଓଡ଼ିଶାରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ବନ୍ଦେ ଭାରତ ଟ୍ରେନ୍ ରେ ଭିକେ ପାଣ୍ଡିଆନ ଭୁବନେଶ୍ବର ରୁ ତାମିଲନାଡୁର ଟିକେଟ କାଟିଥିବା ଜଣା ପଡ଼ିଛି। ସେହି ଟ୍ରେନ୍ ଟିକେଟ ମଧ୍ଯ ଏବେ ସାମ୍ନା କୁ ଆସି ଯାଇଛି। ଏହି ଟିକେଟ ମଧ୍ୟ ସିଧା ଭୁବନେଶ୍ୱର ରୁ ସିଧା ତାମିଲନାଡୁ କୁ କଟା ଯାଇଛି।
Tr
ଯାହାକୁ ନେଇ ଏବେ ସମସ୍ତେ କହୁଛନ୍ତୁ କି ଭିକେ ପାଣ୍ଡିଆନ ଏବେ ତାମିଲନାଡୁ ରେ ଅଛନ୍ତି ବୋଲି। ଗତ କିଛିଦିନ ହେବ ନିର୍ବାଚନ ଫଳାଫଳ ବାହାରିବା ପରେ ଭିକେ ପାଣ୍ଡିଆନ କୁଆଡେ ଗଲେ ବୋଲି ଏହା ଖୁବ୍ ଚର୍ଚ୍ଚା ହେବାରେ ଲାଗିଥିଲା। ପୂର୍ବରୁ ସେ ମଧ୍ୟ ସବୁଠାରେ ନଜର ଆସୁଥିଲେ।ଅନେକ ସ୍ଥାନକୁ ଯାଇ ସେ ବିଜେଡି ପାଇଁ ପ୍ରଚାର କରୁଥିବା ନଜର ଆସିଥିଲା। ହେଲେ ଫଳାଫଳ ବାହାରିବା ପରେ ଭିକେ ପାଣ୍ଡିଆନ କେଉଁ ଆଡେ଼ ଗାଏବ ହୋଇଯାଇଥିବା କୁହା ଯାଉଥିଲା।
Bb
ଆଉ ସେ କେଉଁଠି ଅଛନ୍ତି ତାହା ମଧ୍ୟ କାହାରିକୁ ହେଲେ ମଧ୍ୟ ଜଣା ନଥିଲା। ଏବେ କିଏ କିଏ କହୁଛନ୍ତି କି ପାଣ୍ଡିଆନ ଏବେ ମଧ୍ଯ ଭୁବନେଶ୍ୱରରେ ଅଛନ୍ତି ବୋଲି। ଆଉ କିଏ କିଏ କହୁଛନ୍ତି କି ପାଣ୍ଡିଆନ ଏବେ ମଧ୍ୟ ନବୀନ ନିବାସ ରେ ଅଛନ୍ତି ବୋଲି। ହେଲେ ଏହାରି ମଧ୍ୟରେ ଆଉ କେହି କେହି କହୁଛନ୍ତି କି ନିର୍ବାଚନ ଫଳ ବାହାରିବା ଦିନ ରାତାରାତି ହିଁ ଭିକେ ପାଣ୍ଡିଆନ ତାମିଲନାଡୁ ଚାଲି ଯାଇଛନ୍ତି ବୋଲି।
ଏବେ ସୋସିଆଲ ମିଡ଼ିଆରେ ଭିକେ ପାଣ୍ଡିଆନ ଙ୍କ ନାମରେ ଏକ ଟ୍ରେନ୍ ଟିକେଟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଟିକେଟ ଭିକେ ପାଣ୍ଡିଆନଙ୍କ ନାମରେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେ଼ଇ ଏବେ କୁହା ଯାଇଛି କି ଭିକେ ପାଣ୍ଡିଆନ ଏବେ ତାମିଲନାଡୁ ରେ ପହଞ୍ଚି ସାରିଲେଣି। ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ସତ କଣ ତାହା ଏଯାଏଁ ଜଣା ପଡ଼ି ପାରି ନାହିଁ। ତେବେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement