May 23, 2024, 18:33 IST

ମୋଦୀଙ୍କୁ ଦେଖିବା ବଦଳରେ ପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଶ୍ରୀରାମଙ୍କୁ ଦେଖ - ବ୍ୟକ୍ତି

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇବା ସହ ନିର୍ବାଚନକୁ ନେଇ ଆସୁଥିବା ଖବର ଜାଣିପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି ଯାହା ଆପଣମାନେ ଜାଣିପାରିବେ । ଏବେ ନିର୍ବାଚନକୁ ନେଇ ଅନେକ ଖବର ଆସୁଛି । ନିର୍ବାଚନର ମାହୋଲ ଚାଲିଥିବା ବେଳେ ଅନେକ କଥା ଆସୁଛି ।
Hh
ଏବେ ସାରା ରାଜ୍ୟରେ ନିର୍ବାଚନ ପ୍ରଚାର ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନେକ ନେତା ଓଡ଼ିଶାକୁ ଆସି ପ୍ରଚାର କରୁଛନ୍ତି । ଏବେ ଏହି ସବୁକୁ ନେଇ କିଛି କହିଛନ୍ତି ଏହି ବୟସ୍କ ବ୍ୟକ୍ତି ଜଣକ । ତାଙ୍କ ନାଁ ହେଉଛି ଗିରିଧାରୀ ପୁଣିଆ । ସେ ନିର୍ବାଚନ ମଧୁସୂଦନ ବାବୁଙ୍କ ଅଞ୍ଚଳର ଲୋକ ।
ସେ କହିଛନ୍ତି, ଓଡ଼ିଆ ଲୋକ କାହିଁକି ଯାଉ ନାହାନ୍ତି ପରିବର୍ତ୍ତନ କରିବାକୁ । ସେ ଓଡ଼ିଶାର ଦୁର୍ନୀତି ବିଷୟରେ ଏକ ଚିଠା ରଖିଛନ୍ତି ଆଉ ଏହାକୁ ନ୍ୟୁଜ୍ ପେପର ବାଲା ଛାପୁ ନାହାଁନ୍ତି । ସେ ଯାହାକୁ ଏହି ଚିଠା ଦେଲେ ସେମାନେ ତାହା ନେଉ ନାହାଁନ୍ତି ।
ଓଡ଼ିଶାର ରାଜନୀତି ଏବେ କଣ ହେଉଛି ତାହା କେହି ଜାଣି ପାରୁ ନାହାନ୍ତି । ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ମଧ୍ୟ ଏହି ବ୍ୟକ୍ତି ଜଣଙ୍କ ଅନେକ କଥା କହିଛନ୍ତି । ଏହାପରେ ଲୋକମାନେ ପଡ଼ି କରି ମରିବେ ବୋଲି ସେ କହିଛନ୍ତି । କାହାକୁ ଚାକିରୀ ମିଳୁ ନାହିଁ ।
Hh
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିଲେ କଣ ମିଳିବ । ସେମାନେ କଣ ସବୁ କରୁଛନ୍ତି । ଏହି ନେତାମାନେ କଣ ସବୁ କରୁଛନ୍ତି କାହାକୁ ଚାକିରୀ ମିଳୁନି । ଆଉ ସେମାନେ ମରିବାକୁ କହୁଛନ୍ତି । ଆଜିକାଲି ପିଲାମାନେ କିଛି ଜାଣୁ ନାହାନ୍ତି ।
ଏହି ବୟସ୍କ ବ୍ୟକ୍ତି ଜଣକ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର ନେତା ମାନଙ୍କୁ ନେଇ ଅନେକ ସବୁ କଥା କହିଛନ୍ତି । ମଧୁବାବୁ ଚାଲି ଚାଲି ଯାଇଥିଲେ । ଆଉ ଏହି ବ୍ୟକ୍ତି ଜଣକ ମଧୁ ବାବୁଙ୍କୁ ନେଇ ଅନେକ କଥା କହିଛନ୍ତି । ସେ ତାଙ୍କ ବିଷୟରେ ସବୁ ପ୍ରକାରର କଥା କହିଛନ୍ତି ।
ସେ କଣ ସବୁ କରିଥିଲେ ଆଉ କଣ ସବୁ ଆଗକୁ ନେଇଛନ୍ତି ତାହା କହିଛନ୍ତି । ସେତେବେଳେ ଯାହା ଓଡ଼ିଶା ଥିଲା ଏବେ ନାହିଁ । ଏବେ ଯଦି ମଧୁବାବୁ ବା ସୁବାଷ ବୋଷ ଥାଆନ୍ତେ ତାହେଲେ ଅନେକ କିଛି ହେଇଥାନ୍ତା ବୋଲି ସେ କହିଛନ୍ତି । ଏଭଳି ଅନେକ କଥା ଆଉ ଆଜିର ନେତାଙ୍କୁ ନେଇ ଏହି ବ୍ୟକ୍ତି ଜଣକ ଅନେକ କଥା କହିଛନ୍ତି ।

Advertisement