May 13, 2024, 17:17 IST

କାହାପାଇଁ ଖଇ କଉଡ଼ି ପକାଇ ମଶାଣି ଗଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ ଏହି ଭିଡିଓରେ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି ।
ଏହି ଅଭିନେତ୍ରୀ ଜଣକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସବୁବେଳେ ଲୋକମାନଙ୍କ ଭଲ ପାଇଁ କାମ କରିଥାନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି । ସେ ସେଥିପାଇଁ ଏବେ ବହୁତ ଲୋକପ୍ରିୟତା ପାଇବା ସହ ଲୋକମାନେ ତାଙ୍କୁ ବହୁତ ଭଲ ପାଉଛନ୍ତି । 
Hh
ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ଅଭିନେତ୍ରୀ ରାଣୀ ପଣ୍ଡା କଥା ଦେଇଥିଲେ ଆଉ କଥା ରଖିଲେ ମଧ୍ୟ । ସେ ବୃଦ୍ଧଙ୍କ ମୃ-ତ୍ୟୁ ଖବର ପାଇ ପହଞ୍ଚି ଗଲେ । ଆଉ ଏହାସହ ଶେଷକୃତ୍ୟ ସହ ଶୁଦ୍ଧିକ୍ରିୟାର ମଧ୍ୟ ସେ ଦାୟିତ୍ଵ ନେଲେ ।
ଅସହ୍ୟ ବୃଦ୍ଧାଙ୍କୁ ମଧ୍ୟ ସେ ସାହାଯ୍ୟ କରିଲେ ଆଉ ତାଙ୍କ ପାଖରେ ରହିଲେ । ନିକଟରେ ଆପଣମାନେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ଏକ ଭିଡିଓ ଦେଖିଥିବେ । ଯେଉଁ ଭିଡିଓରେ ସେ କାନ୍ଦି କାନ୍ଦି ଅନେକ କଥା କହିଥିଲେ । ତାଙ୍କ ଜୀବନର ସବୁ ଦୁଃଖକୁ ସେ କହିଥିଲେ । 
ସେ ଏତେ ଦୁଃଖରେ ଥାଇ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏବେ ଜଣେ ବୃଦ୍ଧଙ୍କୁ ସେ ସାହାଯ୍ୟର ହାତ ବଢାଇଛନ୍ତି । ସେ ତାଙ୍କ ପାଖକୁ ଧାଇଁ ଆସିଛନ୍ତି । ରାଣୀ ପଣ୍ଡା ଏଭଳି ଏକ ପରିବାରରେ ପହଞ୍ଚିଛନ୍ତି ଯାହାର ଦାୟିତ୍ଵ ସେ କେବେ ଠାରୁ ନେଇଥିଲେ ।
Bh
ସେ ଏହି ବୃଦ୍ଧ ଆଉ ବୃଦ୍ଧାଙ୍କୁ ସାହାଯ୍ୟ କରିବାକୁ କହିଥିଲେ । ଆଉ ଆଜି ଯେତେବେଳେ ସେ ଜାଣିଥିଲେ କି ସେହି ବୃଦ୍ଧ ଜଣକ ମୃ-ତ୍ୟୁବରଣ କରିଛନ୍ତି । ସେ ସେଠାରେ ପହଞ୍ଚି ଯାଇଛନ୍ତି । ଆଉ କୋକେଇ କାନ୍ଧେଇ ନେଇଛନ୍ତି ମଧ୍ୟ ।
ଏହାସହ ସେ ଖଇ କଉଡ଼ି ମଧ୍ୟ ବିଞ୍ଚି ଶ୍ମଶାନକୁ ନେଇ ଯାଇଥିଲେ ବୃଦ୍ଧଙ୍କ ମର ଶରୀରକୁ । ଏବେ ବୁଢ଼ୀ ମାଉସୀ ଜଣକ ଏକୁଟିଆ ହୋଇଯାଇଛି । ତାଙ୍କୁ ମଧ୍ୟ ସାହାରା ଦେଇଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ତାଙ୍କୁ ମଧ୍ୟ ସେ ନିଜର କରିଛନ୍ତି । ଏହି ବୃଦ୍ଧ ଜଣଙ୍କର ଏକାଦଶ କାର୍ଯ୍ୟ କିପରି ହେବ ,
ବ୍ରାହ୍ମଣ ଭୋଜନ ଆଦି ସବୁ କଥା ଗାଁ ଲୋକଙ୍କ ସହିତ ମିଶି ବୁଝୁଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା । ସେ ସବୁ ବ୍ୟବସ୍ଥା କରିଛନ୍ତି । ଦାୟିତ୍ଵ ତାଙ୍କର ଏଯାଏଁ ସରି ଯାଇନାହିଁ । ଏହି ବୃଦ୍ଧା ଜଣକ ବୃଦ୍ଧ ଯିବା ପରେ ଏକୁଟିଆ ହୋଇ ଯାଇଛନ୍ତି ଆଉ ସେ ତାଙ୍କୁ ନିଜ ପାଖରେ ରଖିବେ ବୋଲି କହିଛନ୍ତି । ସେ ଉଭୟଙ୍କର ସବୁ ଦାୟିତ୍ଵ ବୁଝୁଥିଲେ ।

Advertisement