Aug 2, 2024, 20:41 IST

ଏହି ଘରେ ସ୍ତ୍ରୀକୁ ୩୩ ଥର ଛୁରୀ ଭୁଷି ହ-ତ୍ୟା କରିଥିଲା ସ୍ୱାମୀ ଦେଖନ୍ତୁ ଆସିଲା ହୃଦୟ ବିଦାରକ ଘଟଣା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ୨୦୨୨ ମସିହା ଜୁନ ମାସ ୯ ତାରିଖ ଭୁବନେଶ୍ଵରର ଘାଟିଖିଆ ଅଞ୍ଚଳରେ ଏକ ବିଭତ୍ସ ହ-ତ୍ୟାକାଣ୍ଡ ଘଟିଥିଲା ।
Gg
ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଂଜିତ ଦାସ ତାଙ୍କ ସ୍ତ୍ରୀ ସରସ୍ଵତୀ ଦାସଙ୍କୁ ଅତି ନିର୍ମମ ଭାବରେ ହ-ତ୍ୟା କରିଥିଲେ । ସେ ତାଙ୍କ ଶରୀରର ସବୁ ପାର୍ଟକୁ କାଟି ଦେଇଥିଲେ । ଆଉ ଏହାସହ ତାଙ୍କ ଝିଅକୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲେ । ତାଙ୍କ ଝିଅର ବୟସ ୬ ବର୍ଷ ।ଏହି ୬ ବର୍ଷର ଶିଶୁ ତିନି ମାସ ଧରି ମେଡ଼ିକାଲରେ ଚିକିତ୍ସା ହେବା ପରେ ଭଲ ହୋଇଛି । ଏବେ ଏହି ଘରେ ରିପୋର୍ଟର ପହଞ୍ଚିଛନ୍ତି । ଆଉ ଏହି ଘରେ ଏବେ କେହି ରହୁ ନାହାନ୍ତି । ସେତେବେଳେ ଏହି ଘଟଣା ଏକ ବଡ ରୂପ ନେଇଥିଲା । 
Ff
ଏହି ଘଟଣା ଶୁଣି ଯେ କେହିବି ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇ ଯାଉଥିଲେ । ସେତେବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିଥିଲା । ଏହି ଘଟଣା ହେଉଛି ମଦ ପିଇବା ପାଇଁ ସ୍ବାମୀ ସଂଜିତ ଦାସ ତାଙ୍କ ସ୍ତ୍ରୀକୁ ପଇସା ମାଗିଥିଲେ । ଆଉ ସ୍ତ୍ରୀ ଜଣକ ଟଙ୍କା ଦେଇ ନଥିଲେ । ଏହାପରେ ସଂଜିତ ରାଗି ଯାଇ ଏକ ଧାରୁଆ ଅସ୍ତ୍ରରେ ନିଜ ସ୍ତ୍ରୀକୁ ମାରି ଦେଇଥିଲେ । ଆଉ ସେତେବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ଏବେ ଏହି ସ୍ଵାମୀ ଜଣଙ୍କୁ ଫାଶୀ ଦେବାକୁ କୋର୍ଟ ଆଦେଶ ଦେଇଛି ।
୨୦୨୨ ମସିହା ଜୁନ ମାସ ୯ ତାରିଖରେ ଏହି ଘଟଣା ସମସ୍ତଙ୍କୁ ଭୟଭୀତ କରାଇଥିଲା । ଆଉ ଏହି ଘଟଣାରେ ସ୍ତ୍ରୀ ଜଣଙ୍କୁ ଧାରୁଆ ଅସ୍ତ୍ରରେ ସ୍ବାମୀ ଜଣକ ୩୩ ଖଣ୍ଡ କରିଥିବା ବେଳେ ୬ ବର୍ଷର ଝିଅ ପରୀ ଗୁରୁତର ଅବସ୍ଥାରେ ଥିଲେ । ଆଉ ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେ ମେଡ଼ିକାଲରେ ଭର୍ତ୍ତି ହେବା ପରେ ଚିକିତ୍ସିତ ହୋଇ ସୁସ୍ଥ ଅଛନ୍ତି । ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । ଝିଅ ପରୀ ସବୁ କଥା କୋର୍ଟରେ କହିଥିଲେ । ଆଉ ଏହାପରେ କୋର୍ଟ ରାୟ ଦେଇଥିଲା । ସ୍ୱାମୀକୁ ମଦ ପିଇବାକୁ ଟଙ୍କା ନ ଦେବାରୁ ଏହା ହୋଇଥିଲା । ଏବେ ସଂଜିତଙ୍କ ପରିବାର ଲୋକେ ମାନସିକ ଚିନ୍ତାରେ ଥିବା ବେଳେ ସ୍ଥାନୀୟ ଲୋକ ସେହି ଦିନ ପାଇଁ ଭୟଭୀତ ଅଛନ୍ତି । ଅତି ନିର୍ମମ ଭାବରେ ଏହି ହ-ତ୍ୟାକାଣ୍ଡ ଘଟିଥିଲା ।

Advertisement