Aug 12, 2024, 22:26 IST

ରାତି ଅଧରେ ବୋହି ଆଣିଲେ ଶହ ଶହ ଆଳୁ ବସ୍ତା ଦେଖନ୍ତୁ କଣ ହେଲା ଏମିତି

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ଅନେକ କିଛି କଥା । ଆଳୁ ସଙ୍କଟ ଓଡ଼ିଶାରେ ଦେଖାଦେଇଛି । ଆଉ ଏହି ଆଳୁ ସଙ୍କଟ ଏବେ ଅନେକ ବଢୁଗଲାଣି । ଓଡ଼ିଶାର ବଜାରରେ ଆଳୁ ଦର ଅଧିକ ହୋଇଗଲାଣି । ଆଳୁ ଏକ ପ୍ରଧାନ ପାରିବା ଅଟେ । ଏବେ ଏହି ଖବରକୁ ନେଇ କିଛି ଖବର ଆସିଛି ।
Hy
ଆଳୁ ଆସୁଥିବା ବେଳେ ଏବେ ମମତା ଦିଦି ଏହା ବନ୍ଦ କରି ଦେଇଛନ୍ତି । ଏବେ ସେ ଓଡ଼ିଶା ପାଇଁ ଗାତ ଖୋଳୁଥିଲେ ଆଉ ଏହି ଗାତରେ ନିଜେ ପଡିଗଲେ ମମତା ଦିଦି । ରାତି ଅଧରେ ପଶ୍ଚିମବଙ୍ଗରୁ ଟ୍ରକ୍ ଟ୍ରକ୍ ଆଳୁ ବୋହି ଆଣିଲେ । ଆଉ ସକାଳୁ ଏହି ଖବର ଯେତେବେଳେ ଦିଦି ଜାଣିଲେ ତାଙ୍କ ମୁଣ୍ଡ ଗୋଳ ହୋଇଗଲା । ପାଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସି ରାତିରେ ଭୁବନେଶ୍ଵରରେ ଖାଲି ହେଉଛି । ଆଳୁ ପାଇଁ ପଶ୍ଚିମବଙ୍ଗ ସୀମାରେ ଲାଗିଛି ସିସିଟିଭି । ଏବେ ଓଡ଼ିଶାବାସୀ ପଶ୍ଚିମବଙ୍ଗର ପୋଲିସଙ୍କ ନିଦ ହଜାଇ ଦେଇଛନ୍ତି ।
Hh
ଯେଉଁ ଗାତ ମମତା ଦିଦି ଓଡ଼ିଶା ପାଇଁ ଖୋଳିଥିଲେ ଏବେ ସେ ଏହି ଗାତରେ ପଡ଼ି ଯାଇଛନ୍ତି । ଏବେ ଆଉ ଓଡ଼ିଶାକୁ ଡରାଇ ପାରିବେ ନାହିଁ ଦିଦି । ଓଡ଼ିଶାକୁ ଆଳୁ ଗାଡ଼ି ବନ୍ଦ କରିବା ଏବେ ଦିଦିଙ୍କୁ ପଡ଼ିଲା ମହଙ୍ଗା । ଦିଦି ଏବେ ଚିନ୍ତାରେ ଅଛନ୍ତି । ଓଡ଼ିଶାବାସୀ ଏବେ ପଶ୍ଚିମବଙ୍ଗ ଯାଉଥିବା ପରିବା ଟ୍ରକକୁ ଅଟକାଇ ଦେଇଛନ୍ତି । ଏବେ ରାତିରେ ଶହ ଶହ ଟ୍ରକ୍ ଆଳୁ ନେଇ ଆସି ଓଡ଼ିଶାରେ ପହଞ୍ଚୁଛି । ଆଉ ଏବେ ପଶ୍ଚିମବଙ୍ଗ ପୋଲିସର ନିଦ ହଜାଇ ଦେଇଛି ଆଳୁ ଟ୍ରକ୍ । ଗତକାଲି ରାତିରେ ଆଳୁ ଟ୍ରକ୍ ଆସିଛି ଓଡ଼ିଶା ।
ଦିଦି ଓଡ଼ିଶାକୁ ନାଲି ଆଖି ଦେଖାଉ ଥିଲେ । ଆଉ ଏବେ ଓଡ଼ିଶାବାସୀ ତାଙ୍କୁ ନାଲି ଆଖି ଦେଖାଉଛନ୍ତି । ଓଡ଼ିଶାକୁ ଆସିଛି ଆଳୁ ବୋଝେଇ ଟ୍ରକ୍ । ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ପରିବା ଗାଡ଼ିକୁ ଓଡ଼ିଶାବାସୀ ଅଟକ ରଖିଛନ୍ତି । କୌଣସି ବି ଖାଦ୍ୟ ଗାଡ଼ି ଓଡ଼ିଶାବାସୀ ପଶ୍ଚିମବଙ୍ଗ ଛାଡିବେ ନାହିଁ ବୋଲି କହିଛନ୍ତି । ଏବେ ପଶ୍ଚିମବଙ୍ଗ ସରକାର ଏନେଇ ଚିନ୍ତାରେ ଅଛନ୍ତି । ଓଡ଼ିଶାକୁ ଆଳୁ ନଦେଇ ଏବେ ଏଭଳି ଚିନ୍ତାରେ ଅଛନ୍ତି ପଶ୍ଚିମବଙ୍ଗ ସରକାର । ଏବେ ଭୁବନେଶ୍ଵରର କିଛି ସ୍ଥାନରେ ୧୦୦ ଟଙ୍କାରେ ଆଳୁ ୩ କେଜି ଦିଆଯାଉଛି । ଏବେ ଏନେଇ ଏହି ଖବର ଆସିଛି ।

Advertisement