Jun 12, 2024, 09:35 IST

ରାଗରେ ସମୀର କହିଲେ...ପାଣ୍ଡିଆନ ଆଉ ତା ସ୍ତ୍ରୀ ଯିବେ ତାମିଲନାଡୁ

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମନ୍ତ୍ରୀ ସମୀର ଦେ ଦେଲେ ବଡ ବୟାନ। ଭି କେ ପାଣ୍ଡିଆନ ଓ ତାଙ୍କ ସ୍ତ୍ରୀ ସୁଜାତା ଫେରିବେ ତାମିଲନାଡୁ।ଆପଣ ମାନେ ସମସ୍ତେ ସମୀର ଦେ ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଆଗରୁ ବିଜୁ ଜନତା ଦଳ ରେ ଥିଲେ।ହେଲେ ତାଙ୍କୁ ଯେତେବେଳେ ବିଜୁ ଜନତା ଦଳ ଟିକେଟ ଦେଇ ନ ଥିଲା।ସେତେବେଳେ ସେ ନିଜ ଦଳ ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ।ଏବେ ସେ ବିଜେଡି ଦଳ ବିରୋଧରେ ଏଭଳି କିଛି ବୟାନ ଦେଇଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହି।
Hg
ସେ କହିଥିଲେ କି ଆଜି ବିଜେପି କର୍ମୀ ମାନଙ୍କ ପରିଶ୍ରମ ର ଫଳ ମିଳିଚି।ଓଡ଼ିଶା ରେ ଯେଉଁ ଦଳ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିଲା।ଆଜି ସେ ଦଳ ଆଉ ନାହିଁ।ଲୋକ ମାନେ ଏଥର ତାଙ୍କ ସରକାର ରେ ପରିବର୍ତ୍ତନ କରିଛନ୍ତି।ସମସ୍ତେ ପ୍ରଥମେ ବିଜେପି ଦଳ ଜିତିବା କୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଭାରତୀୟ ଜନତା ପାର୍ଟି ଏଠାରେ ବହୁତ ପରିଶ୍ରମ କରି ଥିଲା।ଲୋକ ମାନେ ଭୋଟ ଦେଇ ଆଜି ତାଙ୍କର ପରିଶ୍ରମ ର ଫଳ ଦେଇଛନ୍ତି।ସେହି ମାନଙ୍କ ପାଇଁ ଆଜି ସବୁ କିଛି ସମ୍ଭବ ହୋଇଚି।
Gh
ମୁଁ ଓଡ଼ିଶା ରାଜନୀତି ରେ ଅନେକ କିଛି ପରିବର୍ତ୍ତନ କରିଛି ବୋଲି କହିଲେ ସମୀର ଦେ।ସେ ଆହୁରି ମଧ୍ୟ କହିଛନ୍ତି କି ମୁଁ ଜିଲ୍ଲା ରାଜନୀତି ରେ ସକ୍ରିୟ ଥିଲି।ଲୋକ ଙ୍କ ର ସେବା କରିବା ପାଇଁ ମୁଁ ଏଠାକୁ ଆସିଚି।୧୯ ତାରିଖ ରେ ମୁଁ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲି।ଆପଣ ମାନେ ସମସ୍ତେ ଜାଣି ଥିବେ ଏଥର ବିଜେଡି ଦଳ କୁ ସମ୍ପୂର୍ଣ୍ଣ ରୂପେ ପୋଛି ଦେଇଚି ଭାରତୀୟ ଜନତା ପାର୍ଟି।ସେମାନେ ବହୁତ ଗର୍ବ କରୁ ଥିଲେ।
ଆଜି ସେମାନଙ୍କ ଗର୍ବ ଭାଙ୍ଗି ଯାଇଛି।ତେବେ ଆମ ନୁଆ ମୁଖ୍ୟ ମନ୍ତ୍ରୀ ଆସନ୍ତା ୧୨ ତାରିଖ ରେ ନିର୍ବାଚିତ ହେବାକୁ ଯାଉଛନ୍ତି।ତେବେ ଏହା ପରେ ରାଜ୍ୟ ରେ ଅନେକ ପରିବର୍ତନ ହେବ।ଯାହା ଯାହା ସେମାନଙ୍କ ଇଚ୍ଛା ତାହା ପୂରଣ ହେବ ବୋଲି ସମୀର କହିଥିଲେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement