Sep 24, 2024, 16:15 IST

IIC ଙ୍କ ପାୱାର ରେ ବଳିଆନ ପୋଲିସ..ଖାଲି ଏମିତି କାଣ୍ତ କରୁଛନ୍ତି ବଡ ବଢିଆ ପୋଲିସ

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭରତପୁର ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବିଷୟରେ ଆସିଥିବା ଖବର ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଆଇଆଇସିଙ୍କ ପାୱାରରେ ଦାଦାଗିରି ଚାଲିଥାଏ । ଆଉ ଏହି ଆଇଆଇସି ଜଣକ ଅନେକ କିଛି କାମ କରିଥାନ୍ତି । ଏବେ ତାଙ୍କୁ ନେଇ ଆସିଛି ଖବର । ପୋଲିସ ଲୋକମାନଙ୍କର ରକ୍ଷା କରିବାକୁ ଥାଆନ୍ତି ।
Yy
କିନ୍ତୁ ପୋଲିସ ଯଦି ଦାଦାଗିରି କରିବାକୁ ସାହସ ଦେବ ଆଉ ତା ପଛରେ ଥିବ ତାହେଲେ ଆଉ ଏହି ସମାଜ କାହାକୁ ଦୋଷ ଦେବ । ଏବେ ଏହି ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନେଇ ଅନେକ କିଛି ଖବର ଆସିବା ବେଳେ ଏବେ ତାଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ତାଙ୍କୁ ନେଇ ଏବେ ବିବାଦ କମିବାର ନାଁ ନେଉନାହିଁ । ଏବେ ଏହି ପୋଲିସ ଅଧିକାରୀ ଜଣଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି। ଏହି ଅଫିସର ଜଣକ ନାଁରେ ଚାଲିଥିଲା ଦାଦାଗିରି । ଥାନା ଭିତରେ ଆର୍ମି ଅଫିସରଙ୍କ ବାନ୍ଧବୀଙ୍କ ସହିତ ଅଭଦ୍ରାମି କରିଥିଲେ ପୋଲିସ ଅଧିକାରୀ ।
Yy
ଆଉ ଏବେ ଆସିଛି ଆଉ ଏକ ଅଭିଯୋଗ । ସେ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ଥାନାକୁ ବାରମ୍ବାର ଡକାଇ ନିର୍ଯ୍ୟାତନା ଦେଉଥିଲେ । ଏହି ଯୁବକ ଜଣକ ହେଉଛନ୍ତି ସୌମ୍ୟରଞ୍ଜନ ସେଠୀ । ଏହି ଯୁବକ ଜଣଙ୍କର କେସ ନରଖି ସେ ତାଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ମାରିବା ସହିତ ସେ ଅନେକ କିଛି କଥା କହିଥିଲେ । ଏହି ଯୁବକ ଜଣଙ୍କୁ କେହି ଜଣେ ମାଡ଼ ମାରିଥିଲେ । ଆଉ ତାଙ୍କ ଜାତିକୁ ନେଇ ଅନେକ କିଛି କଥା କହିଥିଲେ । ଆଉ ଏହି ସବୁର ପ୍ରମାଣ ମଧ୍ୟ ସେ ରଖିଥିଲେ ।
ଏହି ସବୁ ପ୍ରମାଣକୁ ସେ ପୋଲିସକୁ ଦେଇଥିଲେ କିନ୍ତୁ ଏହି ଘଟଣାରେ ସେ ଦୋଷୀଙ୍କୁ ଗିରଫ କରିବା ବଦଳରେ ଯେଉଁ ଯୁବକ ଜଣକ କେସ ଦେଉଥିଲେ ତାଙ୍କୁ ଅନେକ କଥା କହିବା ସହ ତାଙ୍କୁ ମାରିଦେବେ ବୋଲି କହିଥିଲେ । ଏହି ଆଇଆଇସି ଜଣକ ସେହି ଯୁବତୀ ଜଣଙ୍କ ସହିତ ଅଭଦ୍ରାମୀ କରିଥିଲେ । ଆଉ ଏହି ଆଇଆଇସି ଜଣଙ୍କ କାରନାମା ପୂର୍ବରୁ ଅନେକ ଅଛି । ସେ ପୂର୍ବରୁ ଅନେକ ଜିଲ୍ଲାରେ କାମ କରିଥିଲେ । ସେ କୋଇଲା ଦୁର୍ନୀତିରେ ମଧ୍ୟ ସାମିଲ ଥିଲେ । ଆଉ ଏହାସହ ସେ ଅନେକ ମାଫିଆଙ୍କ ସହିତ ସାମିଲ ଥିଲେ । ଏବେ ତାଙ୍କୁ ନେଇ ଅନେକ ଦୁର୍ନୀତି ଆସୁଛି ।

Advertisement