Sep 6, 2024, 01:19 IST

ମୋ ଭିଡିଓ ଦେଖିଲେ ଡରିଯିବେ..ମୁଁ ପୋଲିସ୍ ଡ୍ରେସରେ ଝିଅଙ୍କୁ ଧରି ଶୁଏ

 V

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖିଥିବେ। ବର୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ନିଜକୁ ପୋଲିସ କହି ସୁନ୍ଦରୀ ଯୁବତୀ ଙ୍କ ସହିତ ଜଣେ ବ୍ୟକ୍ତି ସମ୍ପର୍କ ରଖୁଥିଲେ।ଆଉ ପରେ ବିବାହ କରି ସୁନ୍ଦରୀ ସ୍ତ୍ରୀ କୁ ନେଇ ଭଡ଼ାଘରେ ରଖୁଥିଲେ।
Ff
ଗୋଟିଏ ପରେ ଗୋଟିଏ ଝିଅକୁ ନିଜ ପ୍ରେମ ଜାଲରେ ଫସାଉ ଥିଲେ।ଆଉ ଶେଷରେ ସତସତିକା ପୋଲିସ ହାତରେ ଧରା ପଡ଼ି ଯାଇଛି ବ୍ୟକ୍ତି ଜଣକ।ବୟସ ୫୫ ବର୍ଷ ହୋଇ ଯାଇଥିଲେ ବି ନିଜକୁ ୧୮ ବର୍ଷ ବୋଲି ଭାବି ସୁନ୍ଦରୀ ଝିଅ ମାନଙ୍କୁ ନିଜ ପ୍ରେମ ଜାଲରେ ଫସାଉ ଥିଲେ।ବ୍ୟକ୍ତି ଜଣଙ୍କ ନିଜ ଫେସବୁକ୍ ଆକାଉଣ୍ଟ ରେ ଏକ ଫେକ ଆଇଡି ଖୋଲି ପୋଲିସ ବୋଲି କହୁଥିଲେ।ଆଉ ସୋସିଆଲ ମିଡ଼ିଆ ରେ ଘରେ ବସି ସୁନ୍ଦରୀ ଯୁବତୀ ମାନଙ୍କ ସହିତ କଥା ହେଉଥିଲେ।
Gg
ଆଉ ଯୁବତୀ ମାନେ ପୋଲିସ ଭାବି କଥା ହେଉଥିଲେ।କଥାରେ ଅଛି ମାଛ ଖାଇବ ଇଲିସି ଆଉ ଚାକିରି କରିବ ପୋଲିସ। ବୋଧ ହୁଏ ଏହି କଥା କୁ ସୁନ୍ଦରୀ ଝିଅ ମାନେ ଭାବି ଯୁବକ ଙ୍କୁ ପ୍ରେମ ବିବାହ କରିବାକୁ ରାଜି ହେଇ ଯାଇଥିଲେ। ବ୍ୟକ୍ତି ଙ୍କ ର ଏକ ୨୫ ବର୍ଷର ପୁଅ ମଧ୍ୟ ଅଛି।ବ୍ୟକ୍ତି ଜଣଙ୍କ ନିଜକୁ ପୋଲିସ ବୋଲି କହି ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ।ବ୍ୟକ୍ତି ଙ୍କ ନାମ ହେଉଛି ମନୋଜ କୁମାର।କିନ୍ତୁ ସବୁକିଛି ଧରା ପଡି ଯାଇଥିଲା।
ବର୍ତମାନ ପୋଲିସ ତାଙ୍କୁ ଗିରଫ କରିଛି।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଲୋକ ମାନେ ଏହା ଦେଖିବା ପରେ ଆଶ୍ଚର୍ଯ୍ୟ ହେବା ସହିତ ଆଲୋଚନା କରିବାରେ ଲାଗିଛନ୍ତି।

Advertisement